ନୂଆଦିଲ୍ଲୀ: ଆଜି ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଜନ୍ମ ଜୟନ୍ତୀ(Indira Gandhi's 105th birth anniversary) । ୧୯୧୭ ମସିହା ଆଜିର ଦିନରେ ଆହ୍ଲାବାଦ ସ୍ଥିତ ଆନନ୍ଦ ଭବନ ଠାରେ ଜନ୍ମ ଗ୍ରହଣ କରିଥିଲେ ଇନ୍ଦିରା ଗାନ୍ଧୀ। ଏହି ଅବସରରେ ଗାନ୍ଧୀ ପରିବାର, ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଅନେକ ନେତାମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ତାଙ୍କ ଅବଦାନକୁ ମନେ ପକାଇଛନ୍ତି ।
-
Tributes to our former PM Mrs. Indira Gandhi Ji on her birth anniversary.
— Narendra Modi (@narendramodi) November 19, 2022 " class="align-text-top noRightClick twitterSection" data="
">Tributes to our former PM Mrs. Indira Gandhi Ji on her birth anniversary.
— Narendra Modi (@narendramodi) November 19, 2022Tributes to our former PM Mrs. Indira Gandhi Ji on her birth anniversary.
— Narendra Modi (@narendramodi) November 19, 2022
ଏନେଇ ମୋଦି ଟ୍ବିଟ କରି ଲେଖିଛନ୍ତି, ‘‘ଆମର ପ୍ରଥମ ପ୍ରଧାମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଜନ୍ମ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି। "
-
आज़ादी के संग्राम में पली, भारत के महान नेताओं से सीखी पढ़ी, पिता की लाडली थी वो।
— Rahul Gandhi (@RahulGandhi) November 19, 2022 " class="align-text-top noRightClick twitterSection" data="
देश के लिए दुर्गा, दुश्मनों के लिए काली थी - निडर, तेजस्विनी, प्रियदर्शिनी… pic.twitter.com/yk3FsskSbK
">आज़ादी के संग्राम में पली, भारत के महान नेताओं से सीखी पढ़ी, पिता की लाडली थी वो।
— Rahul Gandhi (@RahulGandhi) November 19, 2022
देश के लिए दुर्गा, दुश्मनों के लिए काली थी - निडर, तेजस्विनी, प्रियदर्शिनी… pic.twitter.com/yk3FsskSbKआज़ादी के संग्राम में पली, भारत के महान नेताओं से सीखी पढ़ी, पिता की लाडली थी वो।
— Rahul Gandhi (@RahulGandhi) November 19, 2022
देश के लिए दुर्गा, दुश्मनों के लिए काली थी - निडर, तेजस्विनी, प्रियदर्शिनी… pic.twitter.com/yk3FsskSbK
ସେହିପରି ଭାରତ ଯୋଡ ଯାତ୍ରା ଜାରି ରହିଥିବା ବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ଇନ୍ଦିରା ଗାନ୍ଧୀଙ୍କ ଜନ୍ମ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ରାହୁଲ ଗାନ୍ଧୀ ଟ୍ବିଟ କରି କହିଛନ୍ତି,"ସେ ଜବାହାର ନେହେରୁଙ୍କ ଲାଡଲି ଥିଲେ । ସ୍ବାଧିନତା ସଂଗ୍ରାମ ସମୟରେ ସେ ବଢିବା ସହ ଭାରତର ମହାନ ନେତାଙ୍କ ଠାରୁ ସେ ଶିକ୍ଷା ଗ୍ରହଣ କରିଥିଲେ । ଦେଶ ପାଇଁ ଦୁର୍ଗା, ଶତ୍ରୁଙ୍କ ପାଇଁ କାଳୀ ଏବଂ ଦୁଃସାହାସୀ, ତେଜସ୍ବିନୀ ଏବଂ ପ୍ରିୟଦର୍ଶନୀ ଥିଲେ।"
ଏହା ମଧ୍ୟ ପଢନ୍ତୁ: ମନ୍ଦିର ଭିତରେ ବାନ୍ତି କରିଦେଲେ ଭକ୍ତ, ମହାପ୍ରଭୁଙ୍କ ହେଲା ବଡ଼ ମହାସ୍ନାନ
ଅନ୍ୟପଟେ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ମଧ୍ୟ ଇନ୍ଦିରା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ନୂଆଦିଲ୍ଲୀର ତାଙ୍କ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ସହ ବରିଷ୍ଠ କଂଗ୍ରେସ ନେତା ଭୁପେନ୍ଦ୍ର ହୁଡା ମଧ୍ୟ ଇନ୍ଦିରା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।
-
आजीवन संघर्ष,साहस व कुशल नेतृत्व की मिसाल, भारत की "लौह महिला", श्रीमती इंदिरा गांधी की जयंती पर शत शत नमन।
— Mallikarjun Kharge (@kharge) November 19, 2022 " class="align-text-top noRightClick twitterSection" data="
भारत की एकता व अखंडता को संजोए रखने के लिए उन्होंने अपने जीवन का बलिदान दिया।
राष्ट्र को समर्पित, उनकी राजनीतिक दृढ़ता को हम भारतवासी हर पल याद करते हैं|#IndiraGandhi pic.twitter.com/HUsjJ8r3U0
">आजीवन संघर्ष,साहस व कुशल नेतृत्व की मिसाल, भारत की "लौह महिला", श्रीमती इंदिरा गांधी की जयंती पर शत शत नमन।
— Mallikarjun Kharge (@kharge) November 19, 2022
भारत की एकता व अखंडता को संजोए रखने के लिए उन्होंने अपने जीवन का बलिदान दिया।
राष्ट्र को समर्पित, उनकी राजनीतिक दृढ़ता को हम भारतवासी हर पल याद करते हैं|#IndiraGandhi pic.twitter.com/HUsjJ8r3U0आजीवन संघर्ष,साहस व कुशल नेतृत्व की मिसाल, भारत की "लौह महिला", श्रीमती इंदिरा गांधी की जयंती पर शत शत नमन।
— Mallikarjun Kharge (@kharge) November 19, 2022
भारत की एकता व अखंडता को संजोए रखने के लिए उन्होंने अपने जीवन का बलिदान दिया।
राष्ट्र को समर्पित, उनकी राजनीतिक दृढ़ता को हम भारतवासी हर पल याद करते हैं|#IndiraGandhi pic.twitter.com/HUsjJ8r3U0
ଏହି ଅବସରରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଟ୍ବିଟ କରି ଲେଖିଛନ୍ତି,"ଭାରତର ଆଇରନ ଲେଡି, ଆଜୀବନ ସଂଗ୍ରାମ, ସାହସ ଏବଂ ଦକ୍ଷ ମହିଳାଙ୍କ ଜନ୍ମ ବାର୍ଷିକୀରେ ତାଙ୍କୁ ଶତ ପ୍ରଣାମ । ଭାରତର ଏକତା ଏବଂ ଅଖଣ୍ଡତା ରକ୍ଷା କରିବା ପାଇଁ ସେ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ । ତାଙ୍କର ଏହି ବଳିଦାନକୁ ଦେଶବାସୀ ସର୍ବଦା ମନେପକାଉଛନ୍ତି।"
୧୯୧୭ ମସିହା ଆଜିର ଦିନରେ ଆଲ୍ଲାହାବାଦ ସ୍ଥିତ ଆନନ୍ଦ ଭବନ ଠାରେ ଜନ୍ମ ଗ୍ରହଣ କରିଥିଲେ ଇନ୍ଦିରା ଗାନ୍ଧୀ । ତାଙ୍କ ପିତା ସ୍ବାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବହାରଲାଲ ନେହେରୁ ଏବଂ ମାତା କମଳା ନେହେରୁ । ଇନ୍ଦିରା ଗାନ୍ଧୀ ୧୯୬୬ ମସିହାରୁ ୧୯୭୭ ମସିହା ଏବଂ ପୁନର୍ବାର ୧୯୮୦ ରୁ ଅକ୍ଟୋବର ୧୯୮୪ ମସିହା ଯାଏଁ ଭାରତର ପ୍ରଧାନମନ୍ତ୍ରୀ ଥିଲେ । ନିଜ ଶାସନକାଳ ମଧ୍ୟରେ ଅନେକ କଠୋର ନିଷ୍ପତ୍ତି ପାଇଁ ତାଙ୍କୁ ଦେଶର ଆଇରନ ଲେଡି ବୋଲି ମଧ୍ୟ କୁହାଯାଏ । ୧୯୮୪ ମସିହା ଅକ୍ଟୋବର ୩୧ ତାରିଖ ଦିନ ଇନ୍ଦିରାଙ୍କୁ ନିଜ ବାସଭବନରେ ହତ୍ୟା କରାଯାଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ