ଗାନ୍ଧୀନଗର: ଗୁଜୁରାଟ ଗସ୍ତରେ ଯାଇ ଶ୍ରୀ ସୋମନାଥ ଟ୍ରଷ୍ଟ ସହ ବୈଠକ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହୋଇଥିବା ବେଳେ ମନ୍ଦିରର ଭିତ୍ତିଭୂମି ଅପ-ଗ୍ରେଡେସନ୍କୁ ନେଇ ଆଲୋଚନା ହୋଇଥିଲା । ଏନେଇ ମୋଦି ଟ୍ବିଟ କରି ସୂଚନା ଦେବା ସହ ତୀର୍ଥଯାତ୍ରୀ ତଥା ପର୍ଯ୍ୟଟକ ଏଥିରେ ଉପକୃତ ହେବେ ବୋଲି କହିଛନ୍ତି ।
-
The members of the Trust shared their valuable inputs on how we can effectively cater to the needs of the future. It was great that Advani Ji participated in the meeting via video conferencing. Efforts of the Trust during COVID-19 and Cyclone Tauktae were also lauded.
— Narendra Modi (@narendramodi) March 11, 2022 " class="align-text-top noRightClick twitterSection" data="
">The members of the Trust shared their valuable inputs on how we can effectively cater to the needs of the future. It was great that Advani Ji participated in the meeting via video conferencing. Efforts of the Trust during COVID-19 and Cyclone Tauktae were also lauded.
— Narendra Modi (@narendramodi) March 11, 2022The members of the Trust shared their valuable inputs on how we can effectively cater to the needs of the future. It was great that Advani Ji participated in the meeting via video conferencing. Efforts of the Trust during COVID-19 and Cyclone Tauktae were also lauded.
— Narendra Modi (@narendramodi) March 11, 2022
ସେ ଆହୁରି ମଧ୍ୟ କହିଛନ୍ତି ଯେ ଆଗାମୀ ଦିନରେ ମନ୍ଦିରର କିପରି ଉନ୍ନତି ହୋଇପାରିବ ସେ ସମ୍ବନ୍ଧରେ ଟ୍ରଷ୍ଟର ସଦସ୍ୟମାନେ ସେମାନଙ୍କର ମତ ରଖିଥିଲେ । ଏହି ବୈଠକରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଲାଲକୃଷ୍ଣ ଆଡଭାନୀ ଅଂଶଗ୍ରହଣ କରିଥିଲେ। ମହାମାରୀ କୋରୋନା ସମୟରେ ଟ୍ରଷ୍ଟର ପ୍ରୟାସକୁ ମଧ୍ୟ ବୈଠକରେ ପ୍ରଶଂସା କରାଯାଇଥିଲା ।
@ANI