ହାଇଦ୍ରାବାଦ: ''କୋଟି ଦୀପତ୍ସୋବରେ ସାମିଲ ହେବା ମୋ ପାଇଁ ସୌଭାଗ୍ୟର ଘଡି । କାର୍ତ୍ତିକ ପୂର୍ଣ୍ଣିମା ଓ କାର୍ତ୍ତିକ ସୋମବାର କୋଟି ଦୀପତ୍ସୋବରେ ସାମିଲ ହେବା, ତୁମମାନଙ୍କ ଗହଣରେ ସାମିଲ ହେବା ମୋ ପାଇଁ ସ୍ବତନ୍ତ୍ର । ମୁଁ ମହାଦେବ ଶିବନଗରୀ କାଶୀର ସାଂସଦ । ମୁଁ ଏଥର କାଶୀ ଯାଇପାରିନାହିଁ ମାତ୍ର ଯେଉଁ ଅଭାବ ଅନୁଭବ କରୁଥିଲି ଏଠାରେ ପୂରଣ ହୋଇଛି । ଆମେ ଆଗାମୀ ପିଢିର ଭବିଷ୍ୟ ଲେଖିବାକୁ ଯାଉଛୁ । ତେଣୁ ଭାରତର ଆତ୍ମବିଶ୍ବାସକୁ ପୁଣି ନୂଆ ଶିଖରର ଛୁଇଁବାକୁ ହେବ । ଆମ ସରକାର ବିକାଶ ଓ କ୍ଷମତାକୁ ପ୍ରେରଣାର ସହ ନେଇ କାମ କରୁଛି । ଏବେ ସବୁ ଧାମର ବିକାଶକୁ ବଳ ଦିଆଯାଉଛି । ଆଉ କିଛି ଦିନର ଅପେକ୍ଷା, ଏବେ ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ତେଲେଙ୍ଗାନା ସାଂସ୍କୃତିକ ଓ ଆଧ୍ୟାତ୍ମିକ ବୈଭବରେ ସମୃଦ୍ଧ । ଏଠାରେ ଆସ୍ଥା ଓ ଆଧ୍ୟତ୍ମିକତାର ଅସୀମ ସାଗର ରହିଛି ।'' କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ହାଇଦ୍ରାବାଦର ଏନଟିଆର ଷ୍ଚାଡିୟମରେ ଆଯୋଜିତ କୋଟି ଦୀପତ୍ସୋବରେ ଯୋଗ ଦେଇ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
-
#WATCH | Telangana | At Koti Deepotsavam in Hyderabad, PM Narendra Modi says, " Now we are going to write the future of the coming generation. India's confidence needs to be elevated further, therefore, our govt is working for development...in some days, Ram Mandir construction… pic.twitter.com/EvAWGIJUB6
— ANI (@ANI) November 27, 2023 " class="align-text-top noRightClick twitterSection" data="
">#WATCH | Telangana | At Koti Deepotsavam in Hyderabad, PM Narendra Modi says, " Now we are going to write the future of the coming generation. India's confidence needs to be elevated further, therefore, our govt is working for development...in some days, Ram Mandir construction… pic.twitter.com/EvAWGIJUB6
— ANI (@ANI) November 27, 2023#WATCH | Telangana | At Koti Deepotsavam in Hyderabad, PM Narendra Modi says, " Now we are going to write the future of the coming generation. India's confidence needs to be elevated further, therefore, our govt is working for development...in some days, Ram Mandir construction… pic.twitter.com/EvAWGIJUB6
— ANI (@ANI) November 27, 2023
-
#WATCH | Prime Minister Narendra Modi attends Koti Deepotsavam at NTR Stadium in Hyderabad, Telangana. pic.twitter.com/3R4Gn97U9J
— ANI (@ANI) November 27, 2023 " class="align-text-top noRightClick twitterSection" data="
">#WATCH | Prime Minister Narendra Modi attends Koti Deepotsavam at NTR Stadium in Hyderabad, Telangana. pic.twitter.com/3R4Gn97U9J
— ANI (@ANI) November 27, 2023#WATCH | Prime Minister Narendra Modi attends Koti Deepotsavam at NTR Stadium in Hyderabad, Telangana. pic.twitter.com/3R4Gn97U9J
— ANI (@ANI) November 27, 2023
କୋଟି ଦୀପତ୍ସୋବରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆଜି ଦିନ ତମାମ ମୋତେ ଲୋକଙ୍କ ଆର୍ଶୀବାଦ ମିଳିଛି । ମୋତେ ସର୍ବଦା ମିଡିଆ ସମୂହଙ୍କ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ପଡିଥାଏ ମାତ୍ର ଏହି କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ନିଆରା । ଏହି ଭବ୍ୟ ଆୟୋଜନ ପାଇଁ ସମସ୍ତଙ୍କୁ ଧନ୍ୟବାଦ । ଏହି ଦୀପତ୍ସୋବ 12 ବର୍ଷ ହେବ ହେଉଛି । ତେଲୁଗୁ ଲୋକଙ୍କ ଗହଣକୁ ଆସିବା ସର୍ବଦା ସୁଖଦ । ତୁମମାନଙ୍କ ମଧ୍ୟରେ ଏକ ସମୃଦ୍ଧ ସାହିତ୍ୟ ଓ ସଂସ୍କୃତି ରହିଛି । ଏଠାରେ ଆସ୍ଥା ଓ ଆଧ୍ୟତ୍ମିକତାର ଅସୀମ ସାଗର ରହିଛି ।
କଥାରେ ଅଛି ଦୀପମ ଜ୍ୟୋତି ପରମବ୍ରହ୍ମ ଅର୍ଥାତ ଗୋଟିଏ ଜ୍ୟୋତି ପରମବ୍ରହ୍ମର ସ୍ବରୁପ । ଏହାର କାରଣ ଦୀପ ଅନ୍ଧକାର ଦୂର କରି ପ୍ରକାଶର ସଞ୍ଚାର କରିଥାଏ । ଦୀପ କେବଳ ପ୍ରକାଶ ଦେବାର ମାଧ୍ୟମ ନୁହେଁ ବରଂ ଅଜ୍ଞାନ ଓ ଅଭିମାନରୁ ମୁକ୍ତିର ରାସ୍ତା ଦେଖାଏ । ଆମ ଭାରତୀୟଙ୍କ ପାଇଁ ଦୀପ ପରସ୍ପର ସହ ଯୋଡିବାର ମାଧ୍ୟମ ହୋଇଛି । ଦୀପ ସମସ୍ତଙ୍କୁ ଯୋଡିଥାଏ ସମସ୍ତଙ୍କୁ ରାସ୍ତା ଦେଖାଏ । ତେଣୁ ମହାମାରୀ ସଙ୍କଟ ବେଳେ ଆମେ ଭାରତୀୟ ଦୀପ ଜାଳିଥିଲୁ । ଆମେ ସେହି ଦୀପ ଜାଳିଥିଲୁ ଏବେ ଭାରତ ବିଜୟୀ ହୋଇ ବିକାଶର ନୂଆ ଗାଥା ଲେଖୁଛି ।
-
#WATCH | Telangana | At Koti Deepotsavam in Hyderabad, PM Narendra Modi says, "Today, it is Kartika Purnima and Kartik Somvar. To come before you on this holy occasion and be a part of Koti Deepotsavam is a great fortune for me...I am an MP from Kashi. Today, Dev Deepawali is… pic.twitter.com/bX2djBugeG
— ANI (@ANI) November 27, 2023 " class="align-text-top noRightClick twitterSection" data="
">#WATCH | Telangana | At Koti Deepotsavam in Hyderabad, PM Narendra Modi says, "Today, it is Kartika Purnima and Kartik Somvar. To come before you on this holy occasion and be a part of Koti Deepotsavam is a great fortune for me...I am an MP from Kashi. Today, Dev Deepawali is… pic.twitter.com/bX2djBugeG
— ANI (@ANI) November 27, 2023#WATCH | Telangana | At Koti Deepotsavam in Hyderabad, PM Narendra Modi says, "Today, it is Kartika Purnima and Kartik Somvar. To come before you on this holy occasion and be a part of Koti Deepotsavam is a great fortune for me...I am an MP from Kashi. Today, Dev Deepawali is… pic.twitter.com/bX2djBugeG
— ANI (@ANI) November 27, 2023
ଏହା ବି ପଢନ୍ତୁ... ଦେବ ଦୀପାବଳିରେ ଝଲସିଲା କାଶୀ, ୧୨ ଲକ୍ଷ ଦୀପରେ ଆଲୋକିତ ଘାଟ
ଆଜି ଏଠାରେ ଜଳୁଥିବା ଦୀପର ଆଉ ଏକ ସନ୍ଦେଶ ଅଛି । ପ୍ରତିଟି ଦୀପ ଆସ୍ଥା ଓ ସମୃଦ୍ଧିର ପ୍ରତୀକ । ଏହି ଦୀପ ଆମକୁ ବିକଶିତ ଓ ଆତ୍ମନିର୍ଭର ଭାରତର ବାଟ ଦେଖାଇଥାଏ । ସବୁ ଭଲ ପ୍ରୟାସ ଏକ ଦୀପ ଭଳି ଆଗାମୀ ପିଢିଙ୍କ ପାଇଁ ପ୍ରକାଶ ବିସ୍ତାର କରିଥାଏ । ଏହି ଦ୍ବୀପତ୍ସୋବରେ ସେହି ଶ୍ରମିକଙ୍କ ଯେଉଁମାନେ 2 ସପ୍ତାହ ହେବ ଉତ୍ତରାଖଣ୍ଡ ଟନେଲ ଦୁର୍ଘଟଣା ଶିକାର ହୋଇଛନ୍ତି ସେମାନଙ୍କ ପାଇଁ ପ୍ରାର୍ଥନା କରିବା । ଦେବ ଦୀପାବଳୀର ପ୍ରତିଟି ଦୀପ କୋଟି ଦୀପତ୍ସୋବର ସବୁ ଦୀପ ସେହି ଟନେଲରେ ଫସିଥିବା ସମସ୍ତ ଶ୍ରମିକଙ୍କ ଜୀବନରେ ପ୍ରକାଶ ଆଣିବ ଆଲୋକ ଆଣିବ ଏହା ହିଁ କାମନା ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ''ବିକଶିତ ଭାରତର ସଂକଳ୍ପ ଦ୍ରୁତ ବିକାଶ ଓ କ୍ଷମତା ଦ୍ବାରା ସଶକ୍ତ ହେବ । ଭାରତ ସଂକଳ୍ପ ଦ୍ରୁତ ବିକାଶରେ ସଶକ୍ତ ହେବ । ତେଣୁ ଏହି ସାଧାନାର କାମକୁ ଲଗନ ଓ ଶ୍ରଦ୍ଧାର ସହ କରିବାକୁ ହେବ । ଏହି ପବିତ୍ରତାର କିଛି ସମୟ ମୋତେ ଶାନ୍ତି ଦେଇଛି । ଆମେ ଆଗାମୀ ପିଢିର ଭବିଷ୍ୟ ଲେଖିବାକୁ ଯାଉଛୁ । ତେଣୁ ଭାରତର ଆତ୍ମବିଶ୍ବାସକୁ ପୁଣି ନୂଆ ଶିଖରରେ ପହଞ୍ଚାଇବାକୁ ହେବ । ତେଣୁ ଆମ ସରକାର ବିକାଶ ଓ କ୍ଷମତାକୁ ପ୍ରେରଣାର ସହ ନେଇ କାମ କରୁଛି । ଏବେ ସବୁ ଧାମର ବିକାଶକୁ ବଳ ଦିଆଯାଉଛି । ଦୀପତ୍ସୋବର ଏହି ପ୍ରୟାସ ବେଶ ପ୍ରଶଂସନୀୟ । ରାଷ୍ଟ୍ର ଭକ୍ତି ଓ ରାଷ୍ଟ୍ର ଶକ୍ତିର ଏହି ଦୀପ ଏମିତି ଜଳୁଥାଉ ।''