ETV Bharat / bharat

Makar Sankranti 2023: ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ-ମୁଖ୍ୟମନ୍ତ୍ରୀ

ପବିତ୍ର ମକର ସଂକ୍ରାନ୍ତି ପାଇଁ ଉତ୍ସବମୁଖର ସମଗ୍ର ଦେଶ । ଏହି ଅବସରରେ ଦେଶବାସୀଙ୍କୁ ନବବର୍ଷର ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ

Makar Sankranti
Makar Sankranti
author img

By

Published : Jan 14, 2023, 11:39 AM IST

ହାଇଦ୍ରାବାଦ: ଆଜି ପବିତ୍ର ମକର ସଂକ୍ରାନ୍ତି । ଦକ୍ଷିଣରେ ପୋଙ୍ଗଲ, ଉତ୍ତରରେ ଲୋହରୀ, ପୂର୍ବରେ ମକର ସଂକ୍ରାନ୍ତି ଆଉ ଉତ୍ତର-ପୂର୍ବରେ ବିହୁ ଭାବେ ଏହି ପର୍ବକୁ ଆନନ୍ଦ ଉଲ୍ଲାସରେ ଦେଶବାସୀ । ନୂତନ ବର୍ଷର ଆରମ୍ଭର ପ୍ରତୀକ ଏହି ପର୍ବ । ଦକ୍ଷିଣ ଭାରତରେ କୃଷି ଭିତ୍ତିକ ଗଣପର୍ବ ‘ପୋଙ୍ଗଲ’ । ତେଲୁଗୁ ସଂପ୍ରଦାୟର ଲୋକେ ଏହି ପର୍ବକୁ ଧୁମଧାମର ସହ ପାଳନ କରନ୍ତି ଏହି ଦିନ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରିଥାନ୍ତି । ପୌଷ ମାସ ହେତୁ ଅଟକି ରହିଥିବା ଶୁଭ କାର୍ଯ୍ୟ ମକର ସଂକ୍ରାନ୍ତି ଠାରୁ ଆରମ୍ଭ କରାଯାଇଥାଏ । ପବିତ୍ର ମକର ସଂକ୍ରାନ୍ତି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବହୁ ମନ୍ତ୍ରୀ ।

ପ୍ରଧାନମନ୍ତ୍ରୀ ଟ୍ବିଟ କରି କହିଛନ୍ତି, "ଭୋଗିରେ ଦେଶବାସୀଙ୍କୁ ଶୁଭେଚ୍ଛା । ସୂର୍ଯ୍ୟଙ୍କ ଉତ୍ତରାୟଣରେ ସମସ୍ତଙ୍କ ଜୀବନରେ ନୂଆ ଉତ୍ସାହ ଓ ଶକ୍ତି ଆଣିଦେଉ । ଦେଶବାସୀଙ୍କ ଉତ୍ତମ ସ୍ବାସ୍ଥ୍ୟ ଏବଂ ଖୁସି ପାଇଁ ପ୍ରାର୍ଥନା କରୁଛି ।"

  • ମକର ସଂକ୍ରାନ୍ତିର ପବିତ୍ର ଅବସରରେ ସମସ୍ତଙ୍କୁ ମୋର ଶୁଭେଚ୍ଛା ଓ ଅଭିନନ୍ଦନ। ଆନନ୍ଦ ଉଲ୍ଲାସରେ ଏହି ପର୍ବକୁ ପାଳିବା ସହିତ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ସମସ୍ତଙ୍କ ସୁଖମୟ ଜୀବନ କାମନା କରୁଛି।#MakarSankranti pic.twitter.com/S4pLdLRCRY

    — Naveen Patnaik (@Naveen_Odisha) January 14, 2023 " class="align-text-top noRightClick twitterSection" data=" ">

ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ କରି କହିଛନ୍ତି, "ମକର ସଂକ୍ରାନ୍ତିର ପବିତ୍ର ଅବସରରେ ସମସ୍ତଙ୍କୁ ମୋର ଶୁଭେଚ୍ଛା ଓ ଅଭିନନ୍ଦନ । ଆନନ୍ଦ ଉଲ୍ଲାସରେ ଏହି ପର୍ବକୁ ପାଳିବା ସହିତ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ସମସ୍ତଙ୍କ ସୁଖମୟ ଜୀବନ କାମନା କରୁଛି ।"

  • समस्त देशवासियों को मकर संक्रांति की हार्दिक शुभकामानाएं।
    यह पर्व आप सभी के जीवन में नई ऊर्जा का संचार करे एवं सुख, समृद्धि व खुशियां लेकर आए। pic.twitter.com/MB22jvDTUT

    — Amit Shah (@AmitShah) January 14, 2023 " class="align-text-top noRightClick twitterSection" data=" ">

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଦେଶବାସୀଙ୍କୁ ମକର ସଂକ୍ରାନ୍ତିର ଶୁଭେଚ୍ଛା ଜଣାଇଛନ୍ତି । କନ୍ନଡ, ଆସାମୀଜ, ତେଲୁଗୁ, ତାମିଲ ଓ ହିନ୍ଦୀ ଭାଷାରେ ମକର ସଂକ୍ରାନ୍ତିର ଶୁଭେଚ୍ଛା ଜଣାଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଶ୍ରୀମନ୍ଦିରରେ ମକର ସଂକ୍ରାନ୍ତି ନୀତି, ମକର ଚୌରାଶୀ ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ

ଅମିତ ଶାହ ଟ୍ବିଟକରି କହିଛନ୍ତି, "ସମସ୍ତ ଦେଶବାସୀଙ୍କୁ ମକର ସଂକ୍ରାନ୍ତିର ହାର୍ଦ୍ଦିକ ଶୁଭକାମନା । ଏହି ପର୍ବ ସମସ୍ତଙ୍କ ଜୀବନରେ ନୂତନ ଶକ୍ତି ଯୋଗାଇବ ସହ ସୁଖ, ସମୃଦ୍ଧି ଆଣୁ ବୋଲି ମୁଁ ପ୍ରାର୍ଥନା କରୁଛି ।"

  • आप सभी को स्नान, दान और सूर्य उपासना के पावन पर्व मकर संक्रांति की हार्दिक शुभकामनाएं।

    मैं प्रार्थना करता हूँ कि उदारता, दान और धर्म परायणता का यह उत्सव सभी के जीवन में सुख, समृद्धि और खुशियां लेकर आए।

    — Jagat Prakash Nadda (@JPNadda) January 14, 2023 " class="align-text-top noRightClick twitterSection" data=" ">

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କହିଛନ୍ତି, "ସ୍ନାନ, ଦାନ ଏବଂ ସୂର୍ଯ୍ୟ ଉପାସନର ଶୁଭ ପର୍ବ ମକର ସଂକ୍ରାନ୍ତିରେ ଦେଶବାସୀଙ୍କୁ ଶୁଭେଚ୍ଛା । ମୁଁ ପ୍ରାର୍ଥନା କରୁଛି ଉଦାରତା, ଦାନ ଏବଂ ଧର୍ମର ଏହି ପର୍ବ ସମସ୍ତଙ୍କ ଜୀବନରେ ସୁଖ, ସମୃଦ୍ଧି ଏବଂ ଖୁସି ଆଣୁ ।"

  • Greetings and warm wishes on the auspicious occasion of Makar Sankranti, Pongal, Uttarayan, Magha Bihu and Paush Parva.

    These festivals mark our symbiotic relationship with Mother Nature. May the festivals bring happiness, health and prosperity to everyone.

    — Rajnath Singh (@rajnathsingh) January 14, 2023 " class="align-text-top noRightClick twitterSection" data=" ">

ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ମକର ସଂକ୍ରାନ୍ତିର ଶୁଭେଚ୍ଛା ଜଣାଇ କହିଛନ୍ତି,"ମକର ସଂକ୍ରାନ୍ତି, ପୋଙ୍ଗଲ,ବିହୁ, ଉତ୍ତରାୟଣ ଉପଲକ୍ଷେ ଦେଶବାସୀଙ୍କୁ ଶୁଭେଚ୍ଛା । ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ରହୁ ।"

  • ପବିତ୍ର ମକର ସଂକ୍ରାନ୍ତି ଅବସରରେ ସମସ୍ତଙ୍କୁ ଅଭିନନ୍ଦନ । pic.twitter.com/9aeBLUmYqn

    — Dharmendra Pradhan (@dpradhanbjp) January 14, 2023 " class="align-text-top noRightClick twitterSection" data=" ">

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ବିଟ କରି କହିଛନ୍ତି, "ପବିତ୍ର ମକର ସଂକ୍ରାନ୍ତି ଅବସରରେ ସମସ୍ତଙ୍କୁ ଅଭିନନ୍ଦନ ।ଆସ୍ଥା ଏବଂ ବିଶ୍ବାସର ଏହି ପର୍ବ ସମସ୍ତଙ୍କ ଜୀବନରେ ନୂଆ ଆଶାର ଆଲୋକ ସୃଷ୍ଟି କରିବା ସହ ସୁଖ,ସମୃଦ୍ଧି ଏବଂ ଶାନ୍ତି ଆଣିଦଉ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.