ETV Bharat / bharat

Teachers Day 2023: ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ-ମୁଖ୍ୟମନ୍ତ୍ରୀ - ପ୍ରଧାନମନ୍ତ୍ରୀଙ୍କ ଗୁରୁ ଦିବସ ଶୁଭେଚ୍ଛା

ଗୁରୁ ଦିବସ ଅବସରରେ ଶୁଭେଚ୍ଛା ଜଣାଇବା ସହ ସର୍ବପଲ୍ଲୀ ରାଧାକ୍ରିର୍ଣ୍ଣ ଜନ୍ମ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ

Teachers Day 2023
Teachers Day wish
author img

By ETV Bharat Odisha Team

Published : Sep 5, 2023, 12:13 PM IST

ନୂଆଦିଲ୍ଲୀ: ଗୁରୁ ଇଶ୍ବରଙ୍କ ଅନ୍ୟ ରୂପ । ଗୁରୁ ଯିଏ ଅଜ୍ଞାନ ରୂପକ ଅନ୍ଧାରରୁ ବାଟ କଢ଼ାଇ ଆଲୋକର ପ୍ରଦୀପ ଜଳାଇ ଥାଆନ୍ତି । ଜୀବନର ପ୍ରତିଟି ପାହାଚରେ ଜଣେ ଜଣେ ଗୁରୁ ଥାଆନ୍ତି । ସେ ପାଠପଢ଼ା ହେଉ କି ଖେଳ କି ଜୀବନ କିପରି ସଠିକ ମାର୍ଗରେ ଚାଲିବ ସେନେଇ ବାଟ ବତାଇ ଥାଆନ୍ତି । ସେପ୍ଟେମ୍ବର 5 ତାରିଖ ସେହି ମହାନ ଗୁରୁଙ୍କ ପାଇଁ ଯାହାଙ୍କ ଆର୍ଶୀବାଦ ବିନା ଜୀବନ କଳ୍ପନା କରିବା ଅସମ୍ଭବ । ସେପ୍ଟେମ୍ବର 5 ତାରିଖକୁ ସାରା ଭାରତରେ ଗୁରୁ ଦିବସ ଭାବେ ପାଳନ କରାଯାଏ । ଏହି ଅବସରରେ ଶୁଭେଚ୍ଛା ଜଣାଇବା ସହ ଛାତ୍ରଙ୍କ ଜୀବନରେ ଗୁରୁଙ୍କ ଭୂମିକା ବିଷୟରେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

  • Teachers play a key role in building our future and inspiring dreams. On #TeachersDay, we salute them for their unwavering dedication and great impact. Tributes to Dr. S. Radhakrishnan on his birth anniversary.

    Here are highlights from the interaction with teachers yesterday… pic.twitter.com/F1Zmk4SSnf

    — Narendra Modi (@narendramodi) September 5, 2023 " class="align-text-top noRightClick twitterSection" data=" ">

ଗୁରୁ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି,"ସ୍ବପ୍ନ ସାକାର କରିବାକୁ ପ୍ରେରଣା ଦେବା ସହିତ ଭବିଷ୍ୟତ ଗଠନ କରିବାକୁ ଶିକ୍ଷକଙ୍କ ଭୂମିକା ରହିଛି । ସେମାନଙ୍କ ଉତ୍ସର୍ଗୀକୃତ ସେବା ପାଇଁ ତାଙ୍କୁ ସଲାମ । ବିଶିଷ୍ଟ ଦାର୍ଶନିକ, ପ୍ରବୀଣ ରାଷ୍ଟ୍ରନୀତିକଜ୍ଞ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜୟନ୍ତୀ ଅବସରରେ ମୋର ବିନମ୍ର ଶ୍ରଦ୍ଧାଞ୍ଜଳି ।"

  • ପବିତ୍ର ଗୁରୁଦିବସ ତଥା ପୂର୍ବତନ ରାଷ୍ଟ୍ରପତି, ବିଶିଷ୍ଟ ଦାର୍ଶନିକ, ପ୍ରବୀଣ ରାଷ୍ଟ୍ରନୀତିଜ୍ଞ ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜୟନ୍ତୀ ଅବସରରେ ମୋର ବିନମ୍ର ଶ୍ରଦ୍ଧାଞ୍ଜଳି। ଗୁରୁ-ଶିଷ୍ୟ ପରମ୍ପରା ଭାରତୀୟ ସଂସ୍କୃତିର ଅନନ୍ୟ ବିଭବ। ଜ୍ଞାନ ରୂପକ ଆଲୋକରେ ଜୀବନକୁ ପରିପୂର୍ଣ୍ଣ କରି ବ୍ୟକ୍ତିତ୍ୱ ନିର୍ମାଣ, ସୁସ୍ଥ ସମାଜ ଗଠନ ଦିଗରେ… pic.twitter.com/Nt5DUFCf5b

    — Naveen Patnaik (@Naveen_Odisha) September 5, 2023 " class="align-text-top noRightClick twitterSection" data=" ">

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, "ପବିତ୍ର ଗୁରୁଦିବସ ତଥା ପୂର୍ବତନ ରାଷ୍ଟ୍ରପତି, ବିଶିଷ୍ଟ ଦାର୍ଶନିକ, ପ୍ରବୀଣ ରାଷ୍ଟ୍ରନୀତିଜ୍ଞ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ମଣଙ୍କ ଜୟନ୍ତୀ ଅବସରରେ ମୋର ବିନମ୍ର ଶ୍ରଦ୍ଧାଞ୍ଜଳି । ଗୁରୁ-ଶିଷ୍ୟ ପରମ୍ପରା ଭାରତୀୟ ସଂସ୍କୃତିର ଅନନ୍ୟ ବିଭର । ଜ୍ଞାନ ରୂପକ ଆଲୋକରେ ଜୀବନକୁ ପରିପୂର୍ଣ୍ଣ କରି ବ୍ୟକ୍ତିତ୍ବ ନିର୍ମାଣ, ସୁସ୍ଥ ସମାଜ ଗଠନ ଦିଗରେ ଗୁରୁମାନଙ୍କ ଅବଦାନ ଅତୁଳନୀୟ ।"

  • On the occasion of #TeachersDay, Hon'ble Governor has conveyed warmest wishes to the dedicated educators who illuminate the young minds of #India. He also paid humble tributes to Dr. S. Radhakrishnan on his birth anniversary. pic.twitter.com/qMwSXZ1Nkc

    — Governor Odisha (@GovernorOdisha) September 5, 2023 " class="align-text-top noRightClick twitterSection" data=" ">

ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଗୁରୁ ଦିବସ ଅବସରରେ କହିଛନ୍ତି, "ପବିତ୍ର ଗୁରୁ ଦିବସରେ ଦେଶର ଯୁବଗୋଷ୍ଠୀଙ୍କ ମଧ୍ୟରେ ଶିକ୍ଷାର ଆଲୋକ ଆଣିଥିବା ସମସ୍ତ ଉର୍ସର୍ଗୀକୃତ ଶିକ୍ଷକଙ୍କୁ ଶୁଭେଚ୍ଛା । ପ୍ରବୀଣ ରାଷ୍ଟ୍ରନୀତିଜ୍ଞ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜୟନ୍ତୀ ଅବସରରେ ମୋର ବିନମ୍ର ଶ୍ରଦ୍ଧାଞ୍ଜଳି ।"

  • गुरू ब्रह्मा गुरू विष्णु, गुरु देवो महेश्वरा गुरु साक्षात परब्रह्म, तस्मै श्री गुरुवे नमः।

    On #TeachersDay, my profound gratitude to all teachers and mentors who inspire, shape dreams and enrich lives of learners. On this occasion, pay homage to Dr. Sarvepalli Radhakrishnan for… pic.twitter.com/xQhPD1LTSz

    — Dharmendra Pradhan (@dpradhanbjp) September 5, 2023 " class="align-text-top noRightClick twitterSection" data=" ">

ଏହା ବି ପଢନ୍ତୁ...Teachers Day: ଅନ୍ଧାରରୁ ଆଲୋକର ପଥ ପ୍ରଦର୍ଶକ ଗୁରୁ, ଗୁରୁ ବିନା ଜ୍ଞାନ ନାହିଁ

ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁଦିବସର ଶୁଭେଚ୍ଛା ଜଣାଇଛନ୍ତି । ସେ ଟ୍ବିଟ କରି ଲେଖିଛନ୍ତି,"ଗୁରୁ ବହ୍ମା ଗୁରୁ ବିଷ୍ଣୁ, ଗୁରୁ ଦେବ ମହେଶ୍ବର ଗୁରୁ ସାକ୍ଷାତ ପରବ୍ରହ୍ମ, ତସ୍ମୈଶ୍ରୀ ଗୁରୁଦେବ ନମଃ । ସମସ୍ତ ଶିକ୍ଷକ ଏବଂ ମେଣ୍ଟରଙ୍କୁ ମୋର କୃତଜ୍ଞତା ଯିଏକି ସ୍ବପ୍ନରୁ ଆକାର ଦେଇଛନ୍ତି । ଏହି ପବିତ୍ର ଗୁରୁ ଦିବସ ଆବସରରେ ଶିକ୍ଷା କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇଥିବା ସର୍ବପଲ୍ଲୀ ରାଧାକ୍ରିଷ୍ଣଙ୍କୁ ମୋର ବିନମ୍ର ଶ୍ରଦ୍ଧାଞ୍ଜଳି ।"

ଏହା ବି ପଢନ୍ତୁ...Teachers Day: ଗୁରୁଙ୍କ ପାଇଁ ଦିନଟିଏ, ସଫଳ କ୍ରୀଡାବିତ୍‌ ତିଆରିରେ ରହିଛି ଏହି କୋଚ୍‌ଙ୍କ ହାତ

ଗୁରୁଙ୍କ ଛାଟ ପିଲାଙ୍କୁ ସଠିକ ବାଟ ଦେଖାଏ । ପିଲାଙ୍କୁ ଉଚିତ ଶିକ୍ଷା ଦେଇ ଭବିଷ୍ୟତର ଜୀବନକୁ ସରଳ ଓ ଆଲୋକିତ କରିଥାନ୍ତି ଗୁରୁ । ଶିକ୍ଷାର ଆଲୋକ ବାଣ୍ଟି ନିରକ୍ଷରତାର ଅନ୍ଧାରକୁ ଦୂରେଇବା ହେଉଛି ଜଣେ ସଫଳ କ୍ରୀଡ଼ାବିତ ଗଢ଼ିବାରେ ଭୂମିକା ନିଭାଇବା ସବୁଥିବା ତାଙ୍କର ହାତ ରହିଛି । ସେହି ଗୁରୁମାନଙ୍କୁ ସମ୍ମାନ ଜଣାଇବାକୁ ପ୍ରତିବର୍ଷ ସେପ୍ଟେମ୍ବର 5 ତାରିଖକୁ ଗୁରୁ ଦିବସ ଭାବେ ପାଳନ କରାଯାଏ । 1962 ମସିହାରୁ ଭାରତର ପୂର୍ବତନ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମ ଦିନକୁ ଗୁରୁ ଦିବସ ଭାବରେ ପାଳନ କରାଯାଇ ଆସୁଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.