ETV Bharat / bharat

ଚିରାଗଙ୍କୁ ଝଟକା, ଦାଦା ପଶୁପତି ହେଲେ LJP ସଂସଦୀୟ ଦଳ ନେତା - ଚିରାଗ ପାସୱାନ

ଚିରାଗଙ୍କ ଦାଦା ପଶୁପତି ପାରସ ଏଲଜେପିର ସଂସଦୀୟ ଦଳ ନେତା ଚୟନ ହୋଇଛନ୍ତି । ଲୋକସଭା ବାଚସ୍ପତି ଓମ ବିର୍ଲା ସୋମବାର ଦେଇଛନ୍ତି ଏହାର ମାନ୍ୟତା । ଅଧିକ ପଢନ୍ତୁ...

ଚିରାଗଙ୍କୁ ଝଟକା, ଦାଦା ପଶୁପତି ହେଲେ LJP ସଂସଦୀୟ ଦଳ ନେତା

author img

By

Published : Jun 14, 2021, 10:43 PM IST

ପାଟନା: ବିହାରରେ ଚିରାଗ ପାସୱାନଙ୍କୁ ବଡ ଝଟକା । ଚିରାଗଙ୍କ ଦାଦା ପଶୁପତି ପାରସ ଏଲଜେପିର ସଂସଦୀୟ ଦଳ ନେତା ଚୟନ ହୋଇଛନ୍ତି । ଲୋକସଭା ବାଚସ୍ପତି ଓମ ବିର୍ଲା ସୋମବାର ଦେଇଛନ୍ତି ଏହାର ମାନ୍ୟତା ।

ଦଳର 6 ଜଣ ସାଂସଦଙ୍କ ମଧ୍ୟରୁ ପାଞ୍ଚ ଜଣ ପଶୁପତିଙ୍କୁ ନେତା ଭାବରେ ଚୟନ କରି ବାଚସ୍ପତିଙ୍କୁ ଏକ ଚିଠି ଦେଇଛନ୍ତି। ବାଚସ୍ପତି ଏଲଜେପି ସାଂସଦଙ୍କ ଦାବିକୁ ଗ୍ରହଣ କରିଛନ୍ତି। ପଶୁପତି ପାରସଙ୍କୁ ଏଲଜେପି ସଂସଦୀୟ ଦଳର ନେତା ଭାବେ ମାନ୍ୟତା ଦିଆଯାଇଛି। ଏହାପୂର୍ବରୁ ଚିରାଗ ପାସୱାନ ସଂସଦୀୟ ଦଳର ନେତା ଥିଲେ।

ଏହାପୂର୍ବରୁ ଏଲଜେପି ବିଦ୍ରୋହୀ ସାଂସଦ ପାଶୁପତି ପାରସ କହିଥିଲେ ଯେ ଦଳର ସାଂସଦ ଏକଜୁଟ ହୋଇ ଏନଡିଏରେ ରହିବେ। ଏଥିସହ ସେ ମୁଖ୍ୟମନ୍ତ୍ରୀ ନିତୀଶ କୁମାରଙ୍କୁ ପ୍ରଶଂସା କରିଛନ୍ତି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.