ETV Bharat / bharat

ଭାରତୀୟ ବାୟୁସେନାର ପାସିଙ୍ଗ ଆଉଟ ପ୍ୟାରେଡ

author img

By

Published : Jun 19, 2021, 12:54 PM IST

ଭାରତୀୟ ବାୟୁସେନାର ପାସିଙ୍ଗ ଆଉଟ ପ୍ୟାରେଡ । ହାଇଦ୍ରାବାଦର ଡୁଣ୍ଡିଗାଲରେ ବାୟୁସେନା ଏକାଡେମୀରେ ହୋଇଛି ପରେଡ । ଅଧିକ ପଢନ୍ତୁ...

Telangana: Passing out parade underway at Indian Air Force Academy in Dundigal
ଭାରତୀୟ ବାୟୁସେନାର ପାସିଙ୍ଗ ଆଉଟ ପ୍ୟାରେଡ

ହାଇଦ୍ରାବାଦ : ଭାରତୀୟ ବାୟୁସେନାର ପାସିଙ୍ଗ ଆଉଟ ପ୍ୟାରେଡ କରାଯାଇଛି। ହାଇଦ୍ରାବାଦର ଡୁଣ୍ଡିଗାଲର ବାୟୁସେନା ଏକାଡେମୀରେ ପରେଡ ହୋଇଛି । ଏହାପୂର୍ବରୁ ତେଲେଙ୍ଗାନାର ରଙ୍ଗାରେଡି ଜିଲ୍ଲାର ମୋଇନାବାଦରେ ପୋଲିସ୍ ଡଗ୍ ସ୍କ୍ବାର୍ଡ ପାସ୍ ଆଉଟ୍ ପ୍ୟାରେଡ୍ ଆୟୋଜିତ ହୋଇଥିଲା ।

ଭାରତୀୟ ବାୟୁସେନାର ପାସିଙ୍ଗ ଆଉଟ ପ୍ୟାରେଡ

ଯେଉଁଥିରେ 50 ପୋଲିସ୍ କୁକୁର ପରେଡରେ ଅଂଶଗ୍ରହଣ କରିଥିଲେ। ଲାବ୍ରାଡର୍ସ, ଜର୍ମାନ ଶେଫର୍ସ, ବେଲଜିୟମ ମାଲିନୋଇସ୍, କକର୍ ସ୍ପାନିଏଲ୍ସ ଏବଂ ଗୋଲଡେନ୍ ରିଟ୍ରିଭର କୁକୁରମାନଙ୍କୁ ତେଲେଙ୍ଗାନା ଏବଂ ବିହାରର ପ୍ରଶିକ୍ଷକମାନେ ଆଠ ମାସ ଧରି ତାଲିମ ଦେଇଥିଲେ। ସନ୍ଦେହଜନକ ବସ୍ତୁ ଏବଂ ଅପରାଧୀଙ୍କୁ ଚିହ୍ନଟ କରିବା ପାଇଁ କୁକୁରମାନଙ୍କୁ ତାଲିମ ଦିଆଯାଇଥିବା ପୋଲିସ ବିଭାଗର ଜଣେ ଅଧିକାରୀ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି କୁକୁରମାନେ ଆତଙ୍କବାଦୀଙ୍କ ଦ୍ବାରା ଲଗାଯାଇଥିବା ବୋମାକୁ ମଧ୍ୟ ଚିହ୍ନଟ କରିପାରିବେ | ସେଥିପାଇଁ ସେମାନଙ୍କୁ ସେହି ତାଲିମ ଦିଆଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.