ହାଇଦ୍ରାବାଦ : ଭାରତୀୟ ବାୟୁସେନାର ପାସିଙ୍ଗ ଆଉଟ ପ୍ୟାରେଡ କରାଯାଇଛି। ହାଇଦ୍ରାବାଦର ଡୁଣ୍ଡିଗାଲର ବାୟୁସେନା ଏକାଡେମୀରେ ପରେଡ ହୋଇଛି । ଏହାପୂର୍ବରୁ ତେଲେଙ୍ଗାନାର ରଙ୍ଗାରେଡି ଜିଲ୍ଲାର ମୋଇନାବାଦରେ ପୋଲିସ୍ ଡଗ୍ ସ୍କ୍ବାର୍ଡ ପାସ୍ ଆଉଟ୍ ପ୍ୟାରେଡ୍ ଆୟୋଜିତ ହୋଇଥିଲା ।
ଯେଉଁଥିରେ 50 ପୋଲିସ୍ କୁକୁର ପରେଡରେ ଅଂଶଗ୍ରହଣ କରିଥିଲେ। ଲାବ୍ରାଡର୍ସ, ଜର୍ମାନ ଶେଫର୍ସ, ବେଲଜିୟମ ମାଲିନୋଇସ୍, କକର୍ ସ୍ପାନିଏଲ୍ସ ଏବଂ ଗୋଲଡେନ୍ ରିଟ୍ରିଭର କୁକୁରମାନଙ୍କୁ ତେଲେଙ୍ଗାନା ଏବଂ ବିହାରର ପ୍ରଶିକ୍ଷକମାନେ ଆଠ ମାସ ଧରି ତାଲିମ ଦେଇଥିଲେ। ସନ୍ଦେହଜନକ ବସ୍ତୁ ଏବଂ ଅପରାଧୀଙ୍କୁ ଚିହ୍ନଟ କରିବା ପାଇଁ କୁକୁରମାନଙ୍କୁ ତାଲିମ ଦିଆଯାଇଥିବା ପୋଲିସ ବିଭାଗର ଜଣେ ଅଧିକାରୀ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି କୁକୁରମାନେ ଆତଙ୍କବାଦୀଙ୍କ ଦ୍ବାରା ଲଗାଯାଇଥିବା ବୋମାକୁ ମଧ୍ୟ ଚିହ୍ନଟ କରିପାରିବେ | ସେଥିପାଇଁ ସେମାନଙ୍କୁ ସେହି ତାଲିମ ଦିଆଯାଇଛି ।
-
Telangana: Passing out parade underway at Indian Air Force Academy in Dundigal pic.twitter.com/dkR04HFwmp
— ANI (@ANI) June 19, 2021 " class="align-text-top noRightClick twitterSection" data="
">Telangana: Passing out parade underway at Indian Air Force Academy in Dundigal pic.twitter.com/dkR04HFwmp
— ANI (@ANI) June 19, 2021Telangana: Passing out parade underway at Indian Air Force Academy in Dundigal pic.twitter.com/dkR04HFwmp
— ANI (@ANI) June 19, 2021
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ