ETV Bharat / bharat

Pakistan politics: ଇମ୍ରାନଙ୍କ ସମେତ ସମୂହ ଇସ୍ତାଫା ଦେବେ PTI ସାଂସଦ

ପାକିସ୍ତାନରେ ଇମ୍ରାନ ଖାନଙ୍କ ସମେତ ସମୂହ ଇସ୍ତାଫା ଦେବେ PTI ସାଂସଦ । ଆଉ କିଛି ସମୟ ପରେ ପ୍ରଧାନମନ୍ତ୍ରୀ ନିର୍ବାଚନ । ଅଧିକ ପଢନ୍ତୁ

Pakistan politics: ଇମ୍ରାନଙ୍କ ସମେତ ସମୂହ ଇସ୍ତାଫା ଦେବେ PTI ସାଂସଦ
Pakistan politics: ଇମ୍ରାନଙ୍କ ସମେତ ସମୂହ ଇସ୍ତାଫା ଦେବେ PTI ସାଂସଦ
author img

By

Published : Apr 11, 2022, 4:00 PM IST

ଇସଲାମାବାଦ: ପାକିସ୍ତାନରେ ଲାଗି ରହିଥିବା ରାଜନୈତିକ ସଙ୍କଟ ମଧ୍ୟରେ ସଂସଦରୁ ସମୂହ ଇସ୍ତଫା ଦେବେ ଇମ୍ରାନ ଖାନଙ୍କ ଦଳ PTI ର ସମସ୍ତ ନିର୍ବାଚିତ ସାଂସଦ । ପିଟିଆଇର ବରିଷ୍ଠ ନେତା ତଥା ଇମ୍ରାନଙ୍କ ଘନିଷ୍ଠ ସହଯୋଗୀ ଫଓ୍ବାଦ ଚୌଧୁରୀ ସ୍ଥାନୀୟ ଗଣମାଧ୍ୟକୁ ଏହି ସୂଚନା ଦେବା ସହ ତାଙ୍କ ଦଳ ସମୂହ ଇସ୍ତଫା ଦେବା ସହ ସ୍ବାଧୀନତା ପାଇଁ ଲଢେଇ ଜାରି ରଖିବ ବୋଲି କହିଛନ୍ତି ।

  • PTI MNAs will resign en masse from the National Assembly, the party has decided: Pakistan's Samaa

    — ANI (@ANI) April 11, 2022 " class="align-text-top noRightClick twitterSection" data=" ">

ଟ୍ବିଟରେ ଚୌଧୁରୀ ଲେଖିଛନ୍ତି, ସମୂହ ଇସ୍ତାଫା ନେଇ ଦଳର ସଂସଦୀୟ କମିଟି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ପୂର୍ବ ନିଷ୍ପତ୍ତି ଅନୁସାରେ ଆଜି ସମସ୍ତ ନିର୍ବାଚିତ ସଦସ୍ୟ ଇସ୍ତାଫା ଦେବେ । ଅନ୍ୟପଟେ ଆଜି ପ୍ରଧାନମନ୍ତ୍ରୀ ନିର୍ବାଚନ ହେବାକୁ ଥିବା ବେଳେ ଦୈଡରେ ଆଗରେ ଥିବା ସେହେବାଜ ସରିଫଙ୍କୁ ସିଧା ଦୁର୍ନୀତିଗ୍ରସ୍ତ ବୋଲି କହି ଟାର୍ଗେଟ କରିଛନ୍ତି ଇମ୍ରାନ ଖାନ ।

  • جس آدمی پر 16 ارب اور 8 ارب روپے کے کرپشن کیسز ہیں،اسے جو بھی وزیراعظم سلیکٹ اور الیکٹ کرتا ہے اس سے بڑی ملک کی توہین نہیں ہو سکتی۔ہم قومی اسمبلی سے استعفے دے رہے ہیں، عمران خان#امپورٹڈ_حکومت_نامنظور pic.twitter.com/hzQf7y1fDe

    — PTI (@PTIofficial) April 11, 2022 " class="align-text-top noRightClick twitterSection" data=" ">

ନାମ ନନେଇ ସେହେବାଜଙ୍କ ନାମରେ ଏକାଧିକ ଦୁର୍ନୀତି ମାମଲା ରହିଛି ଓ ସେହିପରି ଜଣେ ବ୍ୟକ୍ତିଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଚୟନ କରିବା ପାକିସ୍ତାନ ପାଇଁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ଇମ୍ରାନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.