ରାୟପୁର: ଦାନ୍ତେୱାଡାରେ ଯବାନ ନକ୍ସଲ ଗୁଳି ବିନିମୟ । ଜଣେ ନକ୍ସଲ ମୃତ । ଏନେଇ ସୂଚନା ଦେଇଛନ୍ତି ଛତିଶଗଡର ବସ୍ତର ଆଇଜି ପି ସୁନ୍ଦରରାଜ । ଛତିଶଗଡର ସୁକମା ଅଞ୍ଚଳରେ ପୁଣି ନକ୍ସଲ ଓ ଯବାନ ମୁହାଁମୁହିଁ ହୋଇଛନ୍ତି।
-
Chhattisgarh | One Naxal killed in exchange of fire with security forces along the Dantewada-Sukma-Bastar trijunction. Search underway: P Sundarraj, IG Bastar
— ANI (@ANI) January 19, 2022 " class="align-text-top noRightClick twitterSection" data="
(file photo) pic.twitter.com/ahRqxICB3Z
">Chhattisgarh | One Naxal killed in exchange of fire with security forces along the Dantewada-Sukma-Bastar trijunction. Search underway: P Sundarraj, IG Bastar
— ANI (@ANI) January 19, 2022
(file photo) pic.twitter.com/ahRqxICB3ZChhattisgarh | One Naxal killed in exchange of fire with security forces along the Dantewada-Sukma-Bastar trijunction. Search underway: P Sundarraj, IG Bastar
— ANI (@ANI) January 19, 2022
(file photo) pic.twitter.com/ahRqxICB3Z
ଛତିଶଗଡର ଦାନ୍ତେୱାଡା-ସୁକମା-ବସ୍ତରର ଟ୍ରାଇ ଜଙ୍କସନ ନିକଟରେ ନକ୍ସଲ ଓ ଯବାନ ମୁହାଁମୁହିଁ ହୋଇଛନ୍ତି। ଯବାନ ଓ ନକ୍ସଲଙ୍କ ଗୁଳିବିନିମୟରେ ଜଣେ ନକ୍ସଲ ମୃତ୍ୟୁ ହୋଇଥିବା ଜଣାପଡିଛି । ଘଟଣା ପରେ ସେହି ଅଞ୍ଚଳରେ ପୋଲିସ ସର୍ଚ୍ଚ ଅପରେସନକୁ ଜୋରଦାର କରିଛି।
@ANI