ETV Bharat / bharat

ସେନାର ଭାରି ଯାନ ଦୁର୍ଘଟଣାଗ୍ରସ୍ତ: ଜଣେ ଯବାନ ମୃତ, 7 ଆହତ - indian army

ଅରୁଣାଚଳପ୍ରଦେଶର ପଙ୍ଗୋ ଓ ପାଲସି ମଧ୍ୟବର୍ତ୍ତୀ ଅଞ୍ଚଳରେ ଖରାପ ପାଣିପାଗ ଯୋଗୁଁ ସେନାର ଭାରି ଯାନ ଦୁର୍ଘଟଣାଗ୍ରସ୍ତ । ଜଣେ ଯବାନ ମୃତ, 7 ଗୁରୁତର ଆହତ । ଅଧିକ ପଢ଼ନ୍ତୁ...

One jawan dead, seven jawan seriously injured, Army heavy vehicle met with an accident,  inclement weather conditions, Pango & Palsi, Arunachal Pradesh, Indo-Tibetan Border Police, ITBP, ଭାରି ଯାନ ଦୁର୍ଘଟଣାଗ୍ରସ୍ଥ, ଯବାନ ମୃତ, ଅରୁଣାଚଳ ପ୍ରଦେଶ, ପଙ୍ଗୋ ଓ ପାଲସି, indian army, ଆଇଟିବିପି
ସେନାର ଭାରି ଯାନ ଦୁର୍ଘଟଣାଗ୍ରସ୍ତ: ଜଣେ ଯବାନ ମୃତ, 7 ଆହତ
author img

By

Published : Jul 14, 2021, 5:21 PM IST

ଇଟାନଗର: ଖରାପ ପାଣିପାଗ ଯୋଗୁଁ ସେନାର ଭାରି ଯାନ ଦୁର୍ଘଟଣାଗ୍ରସ୍ତ । ଜଣେ ଯବାନ ମୃତ, 7 ଗୁରୁତର ଆହତ । ଅରୁଣାଚଳ ପ୍ରଦେଶର ପଙ୍ଗୋ ଓ ପାଲସି ଅଞ୍ଚଳରେ ଘଟିଛି ଘଟଣା । ସମସ୍ତ ଆହତ ଯବାନଙ୍କୁ ITBP ଯବାନ ହେଲିକପ୍ଟର ଯୋଗେ ହସ୍ପିଟାଲକୁ କଲେ ସ୍ଥାନାନ୍ତର । ଏନେଇ ITBP ପକ୍ଷରୁ ସୂଚନା । ବୁଧବାର ସକାଳୁ ଯବାନଙ୍କୁ ନେଇ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଛି ।

ସେନାର ଭାରି ଯାନ ଦୁର୍ଘଟଣାଗ୍ରସ୍ତ: ଜଣେ ଯବାନ ମୃତ, 7 ଆହତ

ଭାରତ-ଚୀନ ସୀମାରେ ସବୁବେଳେ ପହରା ଦେଉଥିବା ITBP ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଦୁର୍ଘଟଣା ନେଇ ଖବର ମିଳିବା ମାତ୍ରେ ITBP ଟ୍ରୁପ ଯଥାଶୀଘ୍ର ଘଟଣାସ୍ଥଳରେ ପହଞ୍ଚିଥିଲେ । ଯବାନଙ୍କ ପ୍ରାଥମିକ ଚିକିତ୍ସା ପାଇଁ ଜରୁରୀ ସାମଗ୍ରୀ ନେଇ ଘଟଣାସ୍ଥଳରେ ହିଁ ସେମାନଙ୍କର ଚିକିତ୍ସା କରିଥିଲା ITBP ।

‘‘ଜଣେ ଯବାନ ଆହତ ହୋଇଥିବାବେଳେ ଅନ୍ୟ 7 ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲା ଟିମ୍‌ । ଆହତଙ୍କୁ ହସ୍ପିଟାଲକୁ ଏୟାରଲିଫ୍ଟ କରାଯାଇଛି, ’’ ବୋଲି ITBP ପକ୍ଷରୁ ସୂଚନା ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.