ETV Bharat / bharat

ଆସୁଛି ରାକ୍ଷୀପୂର୍ଣ୍ଣିମା, ଚର୍ଚ୍ଚାରେ ପଞ୍ଚଦ୍ରବ୍ୟ ରାକ୍ଷୀ - ରାକ୍ଷୀପୂର୍ଣ୍ଣିମା

ପ୍ରାଚୀନ କାଳରୁ ହିନ୍ଦୁ ସଂସ୍କୃତିରେ ଗାଈକୁ ମାତା ଭାବେ ପୂଜା କରାଯାଏ । ସେମାନଙ୍କଠୁ ଉତ୍ପାଦ ପଞ୍ଚଗଭ୍ୟ ରୋଜଗାର ଯୋଗାଇବାର ଏକ ମାଧ୍ୟମ ପାଲଟିଛି । ବଜାରରେ ଏହି ପଞ୍ଚଗଭ୍ୟ ରାକ୍ଷୀର ଚାହିଦା ଦିନକୁ ଦିନ ବୃଦ୍ଧି ପାଉଛି । ଅଧିକ ପଢନ୍ତୁ

ଆସୁଛି ରାକ୍ଷୀପୂର୍ଣ୍ଣିମା, ଚର୍ଚ୍ଚାରେ ପଞ୍ଚଦ୍ରବ୍ୟ ରାକ୍ଷୀ

author img

By

Published : Aug 9, 2022, 4:01 PM IST

ଗାନ୍ଧୀନଗର: ପବିତ୍ର ରକ୍ଷା ବନ୍ଧନ ପାଇଁ ଚଳଚଞ୍ଚଳ ବଜାର । ଭଳିକି ଭଳି ରଙ୍ଗ ବେରଙ୍ଗର ରକ୍ଷୀ ପସରା ମେଲିଛି । ଗୁଜୁରାଟ ଜୁନାଗଡର କିଛି ମହିଳା ରାକ୍ଷୀ ତିଆରି କରି ଆତ୍ମନିର୍ଭର ହୋଇଛନ୍ତି । ମହିଳାଙ୍କ ହାତ ତିଆରି ପଞ୍ଚଦ୍ରବ୍ୟ ରାକ୍ଷୀ ଏବେ ଚର୍ଚ୍ଚାରେ ରହିଛି। ଦୀର୍ଘ 4 ବର୍ଷ ହବେ ଏହି ପଞ୍ଚଦ୍ରବ୍ୟ ରାକ୍ଷୀ ତିଆରି କରି ଆସୁଛନ୍ତି ଏହି ମହିଳା । ଚଳିତ ବର୍ଷ ଏହି ରାକ୍ଷୀର ଚାହିଦା ବଢିବାରେ ସେମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ଆଗକୁ ଅଧିକ ପରିମଣାର ଗୋଭିତ୍ତିକ ପଞ୍ଚଦ୍ରବ୍ୟ ରାକ୍ଷୀ ବିକ୍ରି କରିବାକୁ ଲକ୍ଷ୍ୟ ରଖିଛନ୍ତି ମହିଳା ।

ଆସୁଛି ରାକ୍ଷୀପୂର୍ଣ୍ଣିମା, ଚର୍ଚ୍ଚାରେ ପଞ୍ଚଦ୍ରବ୍ୟ ରାକ୍ଷୀ
ଆସୁଛି ରାକ୍ଷୀପୂର୍ଣ୍ଣିମା, ଚର୍ଚ୍ଚାରେ ପଞ୍ଚଦ୍ରବ୍ୟ ରାକ୍ଷୀ

ଜୁନାଗଡରର ଏହି ଗାଁ ମହିଳା ଗୋଭିତ୍ତିକ ପଞ୍ଚଦ୍ରବ୍ୟ ରାକ୍ଷୀ ବିକ୍ରି କରି ଆତ୍ମନିର୍ଭର ହୋଇଛନ୍ତି । ଭାରତୀୟ ସଂସ୍କତିରେ ଗାଈକୁ ଗୋମାତାର ମାନ୍ୟତା ଦିଆଯାଇଛି । ରକ୍ଷାବନ୍ଧନରେ ଗାଈକୁ ପୂଜା ମଧ୍ୟ କରାଯାଏ । ଗାଈଙ୍କଠୁ ମିଳୁଥିବା ଉତ୍ପାଦକୁ ନେଇ ଜୁନାଗଡ ଜିଲ୍ଲାର ରାକ୍ଷୀ ତିଆରି କରି ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ବେଶ ଦୁଇ ପଇସା ରୋଜଗାର ମଧ୍ୟ କରୁଛନ୍ତି । ଆଗକୁ ରକ୍ଷୀ ସହ ଅନ୍ୟ ସାମଗ୍ରୀ ବିକ୍ରି କରିବାକୁ ଲକ୍ଷ୍ୟ ରଖିଛନ୍ତି ମହିଳା ।

ଏହା ବି ପଢନ୍ତୁ...Bihar political crisis: ଭାଙ୍ଗିଲା BJP-JDU ମେଣ୍ଟ, ଗଠନ ହେବ ନୂଆ ସରକାର

ଗୋମୁତ୍ର, ହଳଦୀ ଓ ଅନ୍ୟ ଦ୍ରବ୍ୟର ମିଶ୍ରଣରେ ପଞ୍ଚଗର୍ଭ୍ୟ ରାକ୍ଷୀ ପ୍ରସ୍ତୁତ ହୋଇଛି । ଏହି ରାକ୍ଷୀ ସ୍ବାସ୍ଥ୍ୟ ପାଇଁ ଭଲ । ବିଶେଷ କରି ପଞ୍ଚଗଭ୍ୟ ରାକ୍ଷୀ ବିକିରଣର ପ୍ରଭାବକୁ ମଧ୍ୟ ହ୍ରାସ କରିବାର ସାମର୍ଥ୍ୟ ହୋଇଥାଏ। ପଞ୍ଚଗଭ୍ୟରୁ ତିଆରି ରାକ୍ଷୀ ଶରୀର ପାଇଁ ଉତ୍ତମ ହୋଇଥାଏ ବୋଲି ବିଶ୍ବାସ ରହିଛି। ପ୍ରାଚୀନ କାଳରୁ ହିନ୍ଦୁ ସଂସ୍କୃତିରେ ଗାଈକୁ ମାତା ଭାବେ ପୂଜା କରାଯାଏ। ସେମାନଙ୍କଠୁ ଉତ୍ପାଦ ପଞ୍ଚଗଭ୍ୟ ରୋଜଗାର ଯୋଗାଇବାର ଏକ ମାଧ୍ୟମ ପାଲଟିଛି । ବଜାରରେ ଏହି ରାକ୍ଷୀର ଚାହିଦା ଦିନକୁ ଦିନ ବୃଦ୍ଧି ପାଉଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.