ETV Bharat / bharat

Omicron Update: ଦେଶରେ ୧୩୮ ପହଞ୍ଚିଲା ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା

author img

By

Published : Dec 19, 2021, 10:56 AM IST

ଦେଶରେ ଭୟ ବଢାଇଲାଣୀ ଓମିକ୍ରନ (Omicron in India) । ଦେଶରେ ମୋଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୧୩୮ରେ ପହଞ୍ଚିଛି । ଅଧିକ ପଢନ୍ତୁ

Omicron Update : ଦେଶରେ ୧୩୮ ଓମିକ୍ରନ ଆକ୍ରାନ୍ତ

ନୂଆଦିଲ୍ଲୀ: ଦେଶରେ ଭୟ ବଢାଇଲାଣୀ ଓମିକ୍ରନ (Omicron in India) । ଦିନକୁ ଦିନ ଦେଶରେ ବୃଦ୍ଧି ପାଇଛି ଓମିକ୍ରନ ଆକ୍ରନ୍ତଙ୍କ ସଂଖ୍ୟା । ଏବେ ଦେଶର ୧୧ଟି ରାଜ୍ୟରୁ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତକାଲି ତେଲେଙ୍ଗାନାରୁ ୧୨ଟି ମାମଲା ଚିହ୍ନଟ ହୋଇଥିବା ବେଳେ କର୍ଣ୍ଣାଟକରୁ ୬, କେରଳରୁ ୪ ଓ ମହାରାଷ୍ଟ୍ରରେ ୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏହାକୁ ମିଶାଇ ଦେଶରେ ମୋଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୧୩୮ରେ ପହଞ୍ଚିଛି ।

ସେହିପରି ମହାରାଷ୍ଟ୍ରରେ ସର୍ବାଧିକ ୪୩ଟି ମାମଲା ଚହ୍ନଟ ହୋଇଥିବା ବେଳେ ଦିଲ୍ଲୀରେ ୨୨, ରାଜସ୍ଥାନରେ ୧୭, କର୍ଣ୍ଣାଟକରେ ୧୪, ତେଲେଙ୍ଗାନାରେ ୨୦, ଗୁଜୁରାଟରେ ୭, କେରଳରେ ୧୧, ଆନ୍ଧ୍ରପ୍ରେଦଶରେ ୧, ଚଣ୍ଡିଗଡରେ ୧, ତାମିଲନାଡୁରେ ୧ ଓବଂ ପଶ୍ଚିମବଙ୍ଗରେ ମୋଟ ଗୋଟିଏ ମାମଲା ଚିହ୍ନଟ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.