ETV Bharat / bharat

ଅଧା ରହିଲା ବଦ୍ରିନାଥ ଦର୍ଶନ, ବାଟରେ ଆଖି ବୁଜିଲେ ଓଡିଆ ଶ୍ରଦ୍ଧାଳୁ

ଉତ୍ତରାଖଣ୍ଡ ସ୍ଥିତ ବଦ୍ରିନାଥ ଧାମ ଯାତ୍ରାରେ ଯାଉଥିବା ସମୟରେ ବାଟରେ ଓଡିଆ ମହିଳାଙ୍କ ମୃତ୍ୟୁ । ଅଧିକ ପଢନ୍ତୁ

ଅଧା ରହିଲା ବଦ୍ରିନାଥ ଧାମ ଯାତ୍ରା, ବାଟରେ ଓଡିଆ ମହିଳାଙ୍କ ମୃତ୍ୟୁ

author img

By

Published : Sep 18, 2022, 12:39 PM IST

ଡେରାଡୁନ: ଅଧା ରହିଲା ବଦ୍ରିନାଥ ଧାମ ଯାତ୍ରା । ପ୍ରଭୁ ବଦ୍ରିନାଥଙ୍କ ଦର୍ଶନ ପାଇଁ ଯାଉଥିବା ସମୟରେ ଅଧାବାଟରେ ଆଖି ବୁଜିଲେ ଓଡିଆ ମହିଳା । ଶନିବାର ଦିନ ଉତ୍ତରାଖଣ୍ଡ ସ୍ଥିତ ଟେହରୀ ଠାରେ ଅଚାନକ ଜଣେ ଓଡିଆ ମହିଳା ଶ୍ରଦ୍ଧାଳୁଙ୍କର ମୃତ୍ୟୁ ହୋଇଛି(Odia woman devotee dies) । ତାଙ୍କର ନାମ ଲତା ଦାସ(44) । ସେ ନିଜ ସମ୍ପର୍କୀୟଙ୍କ ସହ ବଦ୍ରିନାଥ ଧାମ ଯାତ୍ରା କରୁଥିବା ଜଣାପଡିଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି ।

ଏହାମଧ୍ୟ ପଢନ୍ତୁ: ବିଶ୍ବବିଦ୍ୟାଳୟର ୬୦ ଛାତ୍ରୀଙ୍କ ଗାଧୁଆ ସମୟର ଭିଡିଓ ଭାଇରାଲ, ୮ ଜଣଙ୍କ ଆତ୍ମହତ୍ୟା ଉଦ୍ୟମ

ସୂଚନାଯୋଗ୍ୟ, ମହିଳା ଜଣକ ନିଜର କିଛି ସମ୍ପର୍କୀୟଙ୍କ ସହ ବଦ୍ରିନାଥ ଧାମ ଯାତ୍ରାରେ ବାହାରିଥିଲେ । ହେଲେ ଅଚାନକ ଦେବପ୍ରୟାଗ ନିକଟରେ ତାଙ୍କର ସ୍ବାସ୍ଥ୍ୟବସ୍ଥା ବିଗିଡି ଯାଇଥିଲା । ତରବରିଆ ଭାବେ ମହିଳାଙ୍କୁ ବାଗି ଦେବପ୍ରୟାଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର(Community Health Center)କୁ ନିଆଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏ ସମ୍ପର୍କରେ ଖବର ପାଇ ପୋଲିସ ସେଠାରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି ଏବଂ ପୋଷ୍ଟମର୍ଟମ ପାଇଁ ପଠାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.