ETV Bharat / bharat

ଅମ୍ବାନୀଙ୍କ ଘର ସାମ୍ନାରୁ ବିସ୍ଫୋରକ ଗାଡି ଜବତ ଘଟଣା, 5 ଗାଡି ଜବତ

author img

By

Published : Mar 19, 2021, 12:15 PM IST

ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ମୁକେଶ ଅମ୍ବାନୀଙ୍କ ଆଣ୍ଟିଲିଆ ବିଲଡିଂ ବାହାରେ ମିଳିଥିବା ବିସ୍ଫୋରକ ସାମଗ୍ରୀ ମିଳିବା ଘଟଣା । ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ 5ଟି ଗାଡି ଜବତ ହେଲାଣି । ଅଧିକ ପଢନ୍ତୁ...

ଅମ୍ବାନୀଙ୍କ ଘର ସାମ୍ନାରେ ବିସ୍ଫୋରକ ଗାଡି ମିଳିବା ଘଟଣା

ମୁମ୍ବାଇ: ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ମୁକେଶ ଅମ୍ବାନୀଙ୍କ ଆଣ୍ଟିଲିଆ ବିଲଡିଂ ବାହାରେ ମିଳିଥିବା ବିସ୍ଫୋରକ ସାମଗ୍ରୀ ମିଳିବା ଘଟଣା । ବିଲଡିଂ ସାମ୍ନାରୁ ଉଦ୍ଧାର ହୋଇଥିବା ସ୍କର୍ପିଓ କାର ମାମଲରେ ମୁମ୍ବାଇ ପୋଲିସର ସଚିନ ୱାଜେଙ୍କୁ ଗିରଫ କରାଯାଇଛି । ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ 5ଟି ଗାଡି ଜବତ ହେଲାଣି ।

ପ୍ରଥମେ ସଚିନ ୱାଜେ ବ୍ୟବହାର କରୁଥିବା ଇନୋଭା କାର୍, ବିସ୍ଫୋରକ ସାମଗ୍ରୀ ଥିବା ସ୍କର୍ପିଓ କାର୍ ଓ ମର୍ସିଡିଜ୍ ଜବତ କରାଯାଇଥିଲା । ବର୍ତ୍ତମାନ ଆଉ ଦୁଇ ମର୍ସିଡିଜ୍ ଜବତ ହୋଇଛି । ଜବତ ହୋଇଥିବା ପଞ୍ଚମ ମର୍ସିଡିଜ୍ କାର ରେଜିଷ୍ଟର ନମ୍ବର ନଭୀ ମୁମ୍ବାଇ ଆରଟିଓରୁ ଆସିଛି ଏବଂ ଜାତୀୟ ଅନୁସନ୍ଧାନ ଏଜେନ୍ସି ଦ୍ବାରା ଏହାର ଅଧିକ ଅନୁସନ୍ଧାନ ଚାଲିଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.