ETV Bharat / bharat

ମନସୁଖ ହିରେନ୍ ହତ୍ୟା ମାମଲା, ସଚିନ ୱାଜେଙ୍କ ନିକଟତର ଗିରଫ

author img

By

Published : Apr 11, 2021, 2:01 PM IST

ନିଲମ୍ବିତ ହୋଇଥିବା ମୁମ୍ବାଇ ପୋଲିସ ଅଧିକାରୀ ସଚିନ ୱାଜେଙ୍କ ନିକଟତର ଏପିଆଇ ରିୟାଜୁଦ୍ଦିନ କାଜିକୁ ଗିରଫ କରିଛି ଏନଆଇଏ । ଶନିବାର ବିଳମ୍ବିତ ରାତିରେ ଗିରଫ ହୋଇଛି ରିୟାଜୁଦ୍ଦିନ । ଅଧିକ ପଢନ୍ତୁ...

ମନସୁଖ ହିରେନ୍ ହତ୍ୟା ମାମଲା
ମନସୁଖ ହିରେନ୍ ହତ୍ୟା ମାମଲା

ମୁମ୍ବାଇ: ଆଣ୍ଟିଲିଆ ଓ ମନସୁଖ ହିରେନ ମାମଲାରେ ଏନଆଇଏ ଆଉ ଜଣଙ୍କୁ ଗିରଫ କରିଛି । ନିଲମ୍ବିତ ହୋଇଥିବା ମୁମ୍ବାଇ ପୋଲିସ ଅଧିକାରୀ ସଚିନ ୱାଜେଙ୍କ ନିକଟତର ଏପିଆଇ ରିୟାଜୁଦ୍ଦିନ କାଜିକୁ ଗିରଫ କରିଛି ଏନଆଇଏ । ଶନିବାର ବିଳମ୍ବିତ ରାତିରେ ଗିରଫ ହୋଇଛି ରିୟାଜୁଦ୍ଦିନ ।

ପ୍ରମାଣ ନଷ୍ଟ କରିବା ଓ ମାମଲାରେ ସମ୍ପୂର୍ଣ୍ଣ ଜଡିତ ଥିବା ଅଭିଯୋଗରେ ରିୟାଜୁଦ୍ଦିନକୁ ଗିରଫ କରାଯାଇଛି । ଏହି ମାମଲାରେ ସଚିନ ୱାଜେଙ୍କ ପରେ ଏହା ଦ୍ବିତୀୟ ଗିରଫଦାରୀ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.