ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର...
- ଆଜିଠୁ ରାଜ୍ୟରେ ଲାଗୁହେବ ନୂଆ ପାର୍ବଣ ଗାଇଡଲାଇନ
- ଆଜିଠୁ ଅମୃତ ୨.୦ ଓ ସ୍ବଚ୍ଛ ଭାରତ ସିସନ ସହରୀ ୨.୦ର ଶୁଭାରମ୍ଭ କରିବେ ମୋଦି
- ଆଜିଠୁ ଯୁକ୍ତ ଦୁଇ ସ୍ବତନ୍ତ୍ର ଅଫଲାଇନ ପରୀକ୍ଷା
- ଆଜିଠୁ ବଦଳିବ ରିକରିଂ ପେମେଣ୍ଟ ନିୟମ
- ଆଜିଠୁ ପୂର୍ବତଟ ରେଳପଥରୁ ଛାଡୁଥିବା ୧୧ଟି ସ୍ବତନ୍ତ୍ର ଟ୍ରେନ ଚଳାଚଳ ସମୟ ବଦଳିବ
- ଆଜି ଆଧୁନିକ ଯୁଗର ଅନନ୍ୟ ସାହିତ୍ୟିକ ଗୋଦାବରୀଶ ମହାପାତ୍ରଙ୍କ ଜନ୍ମଦିନ । ତାଙ୍କ ପ୍ରଥମ କବିତା ବାଣପୁର
- ଆଜି ଅନ୍ତର୍ଜାତୀୟ କଫି ଦିବସ
- ଆଜି ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ
- ଆଜିଠୁ ଦିଲ୍ଲୀରେ ବନ୍ଦ ହେବ ସମସ୍ତ ଘରୋଇ ମଦ ଦୋକାନ
- ଆଜି ମୁହାଁମୁହିଁ ହେବେ କୋଲକାତା-ପଞ୍ଜାବ