News Today: ଆଜି ଦିନର ବଡ ଖବର, ଯାହା ଉପରେ ଆପଣଙ୍କ ନଜର
- Panchayat Election: ଆଜି ୪୫ଟି ବୁଥରେ ସାନି ମତଦାନ
- ଆଜି ଦଶମ ଓ ଦ୍ବାଦଶ ଶ୍ରେଣୀ ଅଫଲାଇନ ପରୀକ୍ଷା ଉପରେ ଶୁଣାଣି କରିବେ ହାଇକୋର୍ଟ
- ଆଜି ମହାପ୍ରଭୁଙ୍କ ବନକଲାଗି ନୀତି: ଅପରାହ୍ନ ୫ଟାରୁ ରାତି ୮ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ
- ଆଜି ଲିଙ୍ଗରାଜଙ୍କ ଜାଗର ଯାତ୍ରା ସମନ୍ବୟ ବୈଠକ
- Assembly Poll: ଆଜି ୟୁପିରେ ଚତୁର୍ଥ ପର୍ଯ୍ୟାୟ ମତଦାନ
- ଆଜି ଉପକୂଳ ଓଡିଶାରେ ଝଡ ବର୍ଷା ସମ୍ଭାବନା
- ଆଜି ବଜେଟ ପରବର୍ତ୍ତୀ ୱେବିନାରକୁ ସମ୍ବୋଧିତ କରିବେ ମୋଦି
- ଆଜି ପ୍ରୋ-କବାଡି ଲିଗ୍ ସେମିଫାଇନାଲ