ETV Bharat / bharat

News Today: ଆଜି ଦିନର ବଡ ଖବର, ଯାହା ଉପରେ ଆପଣଙ୍କ ନଜର

author img

By

Published : Feb 13, 2022, 7:00 AM IST

Updated : Feb 13, 2022, 7:13 AM IST

ଦେଶ-ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ ଗୋଟିଏ କ୍ଲିକରେ ETV Bharat ଦେବ ପ୍ରମୁଖ ଖବର...

ଆଜି ଦିନର ବଡ ଖବର, ଯାହା ଉପରେ ଆପଣଙ୍କ ନଜର
ଆଜି ଦିନର ବଡ ଖବର, ଯାହା ଉପରେ ଆପଣଙ୍କ ନଜର
  • ଆଜି ଦିନର ବଡ ଖବର
  • ଆଜି ହାଇଦ୍ରାବାଦ ଗସ୍ତ କରିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ।
  • ଆଜି ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶିଳ୍ପପତି ରାହୁଲ ବଜାଜଙ୍କର ହେବ ଶେଷକୃତ୍ୟ ।
  • ଆଜି କୋରୋନା ଓ ଟୀକାକରଣ ନେଇ ହେବ ଆଲୋଚନା ଚକ୍ର ।
  • ଆଜି ମଣିପୁରରେ ନିର୍ବାଚନୀ ଇସ୍ତାହାର ରିଲିଜ କରିବେ ନଡ୍ଡା ।
  • ଆଜି ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ବସିବ ବୈଠକ ।
  • ଆଜି ସରିବ ଡାକ୍ତରୀ ପାଠ୍ୟକ୍ରମ ପ୍ରଥମ ପର୍ଯ୍ୟାୟ ନାମଲେଖା ।
  • ଆଜି IPLର ମେଗା ନିଲାମର ଦ୍ବିତୀୟ ଦିନ ।
  • ଆଜି ବିଶ୍ବ ରେଡିଓ ଦିବସ ।
  • VIVO Pro Kabaddi; ଆଜି ହରିୟାଣା ଷ୍ଟେଲର-ୟୁମୁମ୍ବା ଫାଇଟ ।
  • ଆଜି ବି ଜାରି ଶୀତ ଲହରୀ ।

Last Updated : Feb 13, 2022, 7:13 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.