ETV Bharat / bharat

ଆଜି ଦିନର ବଡ ଖବର, ଯାହା ଉପରେ ଆପଣଙ୍କ ନଜର... - ଆଜି ଦିନର ପ୍ରମୁଖ ଖବର

ଦେଶ-ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ ଗୋଟିଏ କ୍ଲିକରେ ETV Bharat ଦେବ ପ୍ରମୁଖ ଖବର...

ଆଜି ଦିନର ବଡ ଖବର
ଆଜି ଦିନର ବଡ ଖବର
author img

By

Published : May 20, 2021, 7:11 AM IST

Updated : May 20, 2021, 7:32 AM IST

ଆଜି ଦିନର ବଡ ଖବର

1-ଆଜିଠୁ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଲକଡାଉନ ଆରମ୍ଭ । ଜୋରଦାର ହେବ ଚେକିଂ ।

2- ଆଜିଠୁ 27 ପର୍ଯ୍ୟନ୍ତ ଉଚ୍ଚ ନ୍ୟାୟାଳୟ ବନ୍ଦ । ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ନିଆଗଲା ନିଷ୍ପତ୍ତି ।

3-ଆଜିଠୁ କୋର୍ଟ ବିବାହ ଓ ପରିଦର୍ଶନ ଦଲିଲ ବନ୍ଦ ।

4-ଆଜି ନାରଦା ମାମଲାର ଶୁଣାଣି । ଗିରଫ ହୋଇଛନ୍ତି 4 ଟିଏମସି ନେତା ।

5-ଆଜି କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କ ଶପଥ ପାଠ । ଦ୍ବିତୀୟଥର ପାଇଁ ହେଲେ କେରଳର ମୁଖ୍ୟମନ୍ତ୍ରୀ ।

6-ଆଜିଠୁ ନବ ନିଯୁକ୍ତ 786 ଡାକ୍ତରଙ୍କ ଅନଲାଇନରେ ହେବ କାଉନସେଲିଂ । ଅନଲାଇନରେ ଡାକ୍ତରମାନେ କରିପାରିବେ ଚଏସ ଲକ ।

7-ଆଜି ରାଜ୍ୟର 475 କେନ୍ଦ୍ରରେ ଟିକାଦାନ । ବାଲେଶ୍ବର, ଜଗତସିଂହପୁର, କେନ୍ଦ୍ରାପଡ଼ାରେ ଟୀକାକରଣ ବନ୍ଦ ।

8-ଆଜି କୋଭିଡ୍ ସ୍ଥିତି ନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ ।

9-ଆଜି କିଛି ସ୍ଥାନରେ ବଢିବ ତାପମାତ୍ରା । ଆସନ୍ତା 2 ଦିନ ପର୍ଯ୍ୟନ୍ତ କାଳବୈଶାଖୀ ପ୍ରଭାବ ରହିବ । 16 ଜିଲ୍ଲାକୁ ସତର୍କ ସୂଚନା ।

10-ଆଜି କେବଳ ଖୋର୍ଦ୍ଧାର ପ୍ରାଣନାଥ କଲେଜରେ ମିଳିବ ଟିକା । ଅନ୍ୟ ସମସ୍ତ ଟିକା କେନ୍ଦ୍ର ବନ୍ଦ ।

Last Updated : May 20, 2021, 7:32 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.