ETV Bharat / bharat

ଆଜି ଦିନର ବଡ ଖବର, ଯାହା ଉପରେ ଆପଣଙ୍କ ନଜର...

author img

By

Published : Mar 15, 2021, 7:03 AM IST

Updated : Mar 15, 2021, 7:21 AM IST

ଦେଶ-ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ, ଗୋଟିଏ କ୍ଲିକରେ ETV Bharat ଦେବ ପ୍ରମୁଖ ଖବର...

ବଡ ଖବର
ବଡ ଖବର
ବଡ ଖବର

1. ଆଜି ୟୁଏସ-ଇଣ୍ଡିଆ ବାଣିଜ୍ୟ ପରିଷଦକୁ ସମ୍ବୋଧିତ କରିବେ କେନ୍ଦ୍ର DIPAM ସଚିବ ତୁହିନୀକାନ୍ତ ପାଣ୍ଡେ ।

2. ଆଜି 2008 ବାଟଲା ହାଉସ ଏନକାଉଣ୍ଟରର ଆତଙ୍କୀ ବିରୋଧରେ ଆସିବ ଦଣ୍ଡ ବିଧାନ ରାୟ ।

3. ଆଜି ଠାରୁ 2 ଦିନିଆ ସାରା ଦେଶରେ ବ୍ୟାଙ୍କ ସେବା ବନ୍ଦ । ବିଭିନ୍ନ ଦାବି ନେଇ ଧର୍ମଘଟ ।

4. ଆଜି ପୁରୁଲିଆରେ ନିର୍ବାଚନୀ ପ୍ରଚାର କରିବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।

5. ଆଜି ପଶ୍ଚିମବଙ୍ଗ ଓ ଆସାମରେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ମେଗା ରୋଡଶୋ । ଉଭୟ ରାଜ୍ୟରେ ତୋଫାନୀ ପ୍ରଚାର କରିବେ ପ୍ରଚାର ।

6. ଆଜି ଆସାମ ଗସ୍ତରେ ଯିବେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ।

7. ଆଜି 3 ଦିନର ବିରତି ପରେ ପୁଣି ଚାଲିବ ସଂସଦର ଉଭୟ ଗୃହ । ଆସିବ ଗୁରୁତ୍ବପୂର୍ଣ୍ଣ ବିଲ ।

8. ଆଜି ବିଧାନସଭା ବଜେଟ ଅଧିବେଶନ ଦ୍ବିତୀୟ ପର୍ଯ୍ୟାୟର ତୃତୀୟ ଦିନ । ବିଭିନ୍ନ ପ୍ରସଙ୍ଗରେ ହେବ ଆଲୋଚନା ।

9. ଆଜି ଠାରୁ ରାଜ୍ୟସ୍ତରୀୟ କୃଷି ମହାକୁମ୍ଭ ଓ ଜିଲ୍ଲାସ୍ତରୀୟ କୃଷି ପ୍ରଦର୍ଶନୀ । ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

10. ଆଜି ଓଡିଶାରେ କୋରୋନାକୁ ବର୍ଷେ । ଗତବର୍ଷ ଆଜିର ଦିନରେ ରାଜ୍ୟରେ ହୋଇଥିଲା ପ୍ରଥମ ଆକ୍ରାନ୍ତ ଚିହ୍ନଟ ।

Last Updated : Mar 15, 2021, 7:21 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.