ETV Bharat / bharat

ଆଜି ଦିନର ବଡଖବର, ଯାହା ଉପରେ ଆପଣଙ୍କ ନଜର...

author img

By

Published : Nov 6, 2020, 7:02 AM IST

ଦେଶ-ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ, ଗୋଟିଏ କ୍ଲିକରେ ETV Bharat ଦେବ ପ୍ରମୁଖ ଖବର...

ଆଜି ଦିନର ବଡଖବର
ଆଜି ଦିନର ବଡଖବର
ଆଜି ଦିନର ବଡଖବର

1- ଆଜି ଠୁ ଇ-ବିଧାନସଭା ପାଇଁ କର୍ମଚାରୀଙ୍କୁ ପ୍ରଶିକ୍ଷଣ । କଡାକଡି ହେବ କୋଭିଡ୍‌ ନିୟମ ପାଳନ ।

2-ଆଜି ସାଗରକଚ ଓଡିଶା-ୱେଷ୍ଟବେଙ୍ଗଲ ସମରାଭ୍ୟାସର ଶେଷ ଦିନ । ପାରାଦୀପରେ ଚାଲିଛି ସମରାଭ୍ୟାସ ।

3- ଭାରତ-ଚୀନ ସୀମା ବିବାଦ । ଆଜି 8ତମ କୋର କମାଣ୍ଡରସ୍ତରୀୟ ବୈଠକ ।

4-ଆଜି ଭାରତ-ଇଟାଲୀ ଦ୍ବିପାକ୍ଷିକ ଆଲୋଚନା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଇଟାଲୀ ପ୍ରତିପକ୍ଷଙ୍କ ମଧ୍ୟରେ ହେବ ଭର୍ଚୁଆଲ ସମିଟ୍‌ ।

5-ବିହାର ନିର୍ବାଚନ ପାଇଁ ଆଜି ହେବନି ପ୍ରଚାର । ଆସନ୍ତାକାଲି ଶେଷ ପର୍ଯ୍ୟାୟ ନିର୍ବାଚନ ।

6-ଆଜି ବମ୍ବେ ହାଇକୋର୍ଟରେ ସାମ୍ବାଦିକ ଅର୍ଣ୍ଣବ ଗୋସ୍ବାମୀଙ୍କ ଜାମିନ ଆବେଦନର ଶୁଣାଣି ।

7-ଆଜି ଝାଡଖଣ୍ଡ ହାଇକୋର୍ଟରେ ଲାଲୁ ପ୍ରସାଦ ଯାଦବଙ୍କ ଜାମିନ ଆବେଦନ ଉପରେ ଶୁଣାଣି ।

8- ଆଜି ପଶ୍ଚିମବଙ୍ଗରୁ ଫେରିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଦଳୀୟ କାର୍ଯ୍ୟକ୍ରମ ପାଇଁ ଦୁଇ ଦିନିଆ ଗସ୍ତରେ ଥିଲେ ଅମିତ୍‌ ।

9-ଆମେରିକା ରାଷ୍ଟ୍ରପତି ନିର୍ବାଚନ । ଆଜି ଆସିପାରେ ଫଳାଫଳ ।

10-ଆଇପିଏଲ ମୁକାବିଲା । ଆଜି ଏଲିମିନେଟର ମୁକାବିଲା । ବାଙ୍ଗାଲୋର-ହାଇଦ୍ରାବାଦ ମଧ୍ୟରେ ମୁକାବିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.