ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର...
- ଆଜି ମହାଳୟା । ମା' ଦୁର୍ଗାଙ୍କର ଆରମ୍ଭ ହେବ ନବରାତ୍ର ପୂଜା ।
- ଆଜି ବିନ୍ଦୁସାଗରରେ ପିଣ୍ଡଦାନ ମନା ।
- ଆଜି ଲଖୀମପୁର ଯିବେ ରାହୁଲ ଗାନ୍ଧୀ ।
- ଆଜି ମା' ସମଲେଶ୍ବରୀଙ୍କ ଧବଳେଶ୍ବର ବେଶ ।
- ମହାଳୟା ଅବସରରେ ଆଜି ଶ୍ରୀମନ୍ଦିରରେ ହେବ ସ୍ବତନ୍ତ୍ର ନୀତିକାନ୍ତି ।
- ଆଜି ଲକ୍ଷ୍ନୌରେ ବିଭିନ୍ନ ଉନ୍ନମୂଳକ ପ୍ରକଳ୍ପର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ।
- କଟକଣା ପ୍ରତ୍ୟାହାର ଦାବିରେ ଆନ୍ଦୋଳନକାରୀ । ଆଜି ବସିପାରେ ବିଏମସିର ଉଚ୍ଚସ୍ତରୀୟ ବୈଠକ ।
- ଆଜି ବି ଅଭୟ ପାଠକଙ୍କୁ ଇଡିର ଜେରା ।
- IPL-2021: ଆଜି ବାଙ୍ଗାଲୋର-ହାଇଦ୍ରାବାଦ ମୁକାବିଲା ।
- ଆଜି ଓଲିଉଡ୍ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଜନ୍ମଦିନ ।