ETV Bharat / bharat

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ଗୁରୁତ୍ବପୂର୍ଣ୍ଣ ଖବର

ନଜର ପକାନ୍ତୁ NEWS@9AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Dec 15, 2020, 9:06 AM IST

1-କ୍ୟାବିନେଟରେ ଲିଙ୍ଗରାଜ ମନ୍ଦିର ପାଇଁ ସ୍ବତନ୍ତ୍ର ଆଇନ ପାରିତ, ଜାଣନ୍ତୁ କଣ ଏହି ଆଇନ...

ଏକାମ୍ର ଯୋଜନା ପରେ ଲିଙ୍ଗରାଜ ମନ୍ଦିର ପାଇଁ ଆଜି(ସୋମବାର) କ୍ୟାବିନେଟ ବୈଠକରେ ସ୍ବତନ୍ତ୍ର ଆଇନ ପାରିତ ହୋଇଛି।

2-ନାବାଳକ ହତ୍ୟାକାଣ୍ଡ ଘଟଣା, ଟେର ପାଉନି ପୋଲିସ

ବଲାଙ୍ଗୀର ଜିଲ୍ଲା ଦେଓଗାଁରେ ନାବାଳକକୁ ହତ୍ୟାକାଣ୍ଡକୁ 12ମାସ ପୁରି ଥିୃଲେ ବି ପୋଲିସ ହାତ ଖାଲି

3-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମୁଖରେ କୃଷକଙ୍କ ଧାରଣା

କୃଷି ଆଇନ ପ୍ରତ୍ୟାହାର ଦାବି । ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଭିନ୍ନ ସଙ୍ଗଠନ ପକ୍ଷରୁ ଧାରଣା ପ୍ରଦର୍ଶନ ।

4-ଯୁଦ୍ଧ ବନ୍ଦୀଙ୍କୁ ମୁକୁଳାଇବା ପାଇଁ ଭଦ୍ରକ ସାଂସଦଙ୍କ ପ୍ରୟାସ

ପାକିସ୍ତାନ ଜେଲରୁ ଯୁଦ୍ଧ ବନ୍ଦୀଙ୍କୁ ମୁକୁଳାଇବା ପାଇଁ ଭଦ୍ରକ ସାଂସଦଙ୍କ ପ୍ରୟାସ।

5-ଶ୍ରୀମନ୍ଦିରରେ ଆରମ୍ଭ ହେଲା ପହିଲି ଭୋଗ ନୀତି

ଆଜିଠୁ ଶ୍ରୀମନ୍ଦିରରେ ପହିଲି ଭୋଗ ନୀତି । ସକାଳ ବଲ୍ଲଭ ଭୋଗ ବସିବା ପରେ ପହିଲି ଭୋଗ ଅନୁଷ୍ଠିତ ହୋଇଥାଏ ।

6-ଜଗତସିଂହପୁର ଏସଆଇ ସୁଶାନ୍ତ ମହାନ୍ତିଙ୍କ ନାମରେ ଦୁର୍ବ୍ୟବହାର ଅଭିଯୋଗ

ଏସଆଇ ସୁଶାନ୍ତ ମହାନ୍ତିଙ୍କ ନାମରେ ଆସିଛି ସଙ୍ଗୀନ ଅଭିଯୋଗ । ଏକାକୀ ରହୁଥିବା ମହିଳାଙ୍କ ଘର କବାଟକୁ ରାତିରେ ବାଡେଇବାର ଅଭିଯୋଗ ଆଣିଛନ୍ତି ମହିଳା ।

7-କୋରୋନା ଟୀକାକରଣ ପୂର୍ବରୁ କେନ୍ଦ୍ରର ଗାଇଡଲାଇନ ଜାରି

ଦେଶରେ କୋରୋନା ସଂକ୍ରମଣ ହାର ଆପାତତଃ କମିଥିବାବେଳେ ଏଯାଏଁ ଜାରି ରହିଛି ସଙ୍କଟ ।

8-'କୃଷକଙ୍କୁ ନାଗରିକ ବିରୋଧୀ କହୁଥିବା ବ୍ୟକ୍ତି ପାକିସ୍ତାନ ଚାଲିଯିବା ଆବଶ୍ୟକ'

ଦେଶରେ କୃଷି ଆଇନକୁ ନେଇ ଚାଲିଥିବା ଅସ୍ଥିରତାକୁ ନେଇ ଆପର ମନ୍ତବ୍ୟ । କୃଷକଙ୍କୁ ନାଗରିକ ବିରୋଧି କହିବା ଲୋକ ହିଁ ରାଷ୍ଟ୍ର ବିରୋଧୀ ।

9-ଆମେରିକାରେ ଦିଆଗଲା ଫାଇଜରର ପ୍ରଥମ ଡୋଜ, ଟ୍ବିଟ କରି ଟ୍ରମ୍ପ ଜଣାଇଲେ ଶୁଭେଚ୍ଛା

ଆମେରିକାରେ କୋରୋନା ଟୀକାର ପ୍ରଥମ ଡୋଜ ଦିଆଯାଇଛି । ଟ୍ବିଟ କରି ଆମେରିକା ଓ ବିଶ୍ବବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଟ୍ରମ୍ପ ।

10-ଆଡିଲେଷ୍ଟ ଟେଷ୍ଟ: ମୋଇସେସ ହେନରିକ୍ସ ଅଷ୍ଟ୍ରେଲିଆ ସ୍କ୍ବାଡରେ ସାମିଲ

ଭାରତ ବିପକ୍ଷ ପ୍ରଥମ ଟେଷ୍ଟ ପାଇଁ ଅଲରାଉଣ୍ଡର ମୋଇସେସ ହେନରିକ୍ସ ଅଷ୍ଟ୍ରେଲିଆ ସ୍କ୍ବାଡରେ ସାମିଲ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.