ETV Bharat / bharat

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ଟପ 3 ପିଏମ

ନଜର ପକାନ୍ତୁ NEWS@3PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

author img

By

Published : Jul 15, 2021, 3:15 PM IST

Updated : Jul 15, 2021, 3:22 PM IST

1.ଅଗଷ୍ଟ 1 ଯାଏଁ ବଢିଲା ଆଂଶିକ ଲକଡାଉନ

କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ପାଇଁ ନୂଆ ଗାଇଡଲାଇନ ଘୋଷଣା କଲେ ମୁଖ୍ୟ ଶାସନ ସଚିବ । ଅଗଷ୍ଟ 1 ଯାଏଁ ବଢିଲା ଆଂଶିକ ଲକଡାଉନ ।

2.ଜମ୍ମୁରେ CDS ଜେନେରାଲ ବିପିନ ରାୱତ; ଜୈସଲମେର ସ୍ଥଳସେନା ପ୍ରମୁଖ

ସ୍ଥଳସେନା ପ୍ରମୁଖ ଜେନେରାଲ ମନୋଜ ମୁକୁନ୍ଦ ନରଭାଣେ ରାଜସ୍ଥାନ ପୋଖରନ ଗସ୍ତରେ ଯାଇ ଯବାନଙ୍କ ସହ ଆଲୋଚନା କରିଛନ୍ତି । ଏହାସହ ବୋଫର୍ସ, ଧନୁଷ, ଭଳି ସ୍ବଦେଶୀ ବନ୍ଧୁକ ଚାଳନାର ମକଡ୍ରିଲ ଦେଖିଛନ୍ତି ।

3.PM Modi in Varanasi; ବାରଣାସୀକୁ 15 ଶହ କୋଟି ପ୍ରକଳ୍ପ ଭେଟି

ପ୍ରଧାନମନ୍ତ୍ରୀ ମୋଦି ବନାରସ ମଞ୍ଚରୁ ଆହୁରି କହିଛନ୍ତି 2017 ପୂର୍ବରୁ ଦିଲ୍ଲୀରୁ ୟୁପି ପାଇଁ ଟଙ୍କା ଆସୁଥିବା ବେଳେ ଅଧାବାଟରେ ଟଙ୍କା ଲୁଟ ହେଉଥିଲା । ଏବେ ସେହି ଚିତ୍ର ଆଉ ନାହିଁ ।

4.+2 ସିଟ୍‌ ବୃଦ୍ଧି ପ୍ରସଙ୍ଗ; ଜୁଲାଇ 20 ଯାଏଁ ଚାଲିବ ଆବେଦନ ପ୍ରକ୍ରିୟା

ଯୁକ୍ତ ଦୁଇ ସିଟ ବୃଦ୍ଧି ପ୍ରସଙ୍ଗ । ଜୁଲାଇ 20 ତାରିଖ ସୁଦ୍ଧା ଆଗ୍ରହୀ ଜୁନିଅର କଲେଜ ଗୁଡିକର ସିଟ୍‌ ବୃଦ୍ଧି ନେଇ ଆବେଦନ କରିବେ ।

5.ଆଜି ମହାପ୍ରଭୁଙ୍କ ବନକଲାଗି; ରାତିରୁ ଆରମ୍ଭ ହେବ ନୀତିକାନ୍ତି

ଶ୍ରୀଗୁଣ୍ଡିଚା ଯାତ୍ରାରେ ଥିବା ମହାପ୍ରଭୁଙ୍କର ଆଜି ବନକଲାଗି ନୀତି ଅନୁଷ୍ଠିତ ହେବ । ରାତିରୁ ଏହି ନୀତିକାନ୍ତି ଆରମ୍ଭ ହେବ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

6.ବଜ୍ରପାତରୁ ରକ୍ଷା ପାଇବା ପାଇଁ ଜାଣନ୍ତୁ କିଛି ଜରୁରୀ ଉପାୟ...

ବଜ୍ରପାତ ବା ବିଜୁଳି ମାରିବା ଯୋଗୁଁ ଅନେକ ଜୀବନହାନୀ ହେଉଛି । ଏଥିରୁ ରକ୍ଷା ପାଇବା ନିମନ୍ତେ ନିମ୍ନଲିଖିତ ଉପାୟମାନ ଅବଲମ୍ବନ କରନ୍ତୁ ...

7.କଟକରୁ 2 କେଜିରୁ ଊର୍ଦ୍ଧ୍ବ ସୁନା ଜବତ, 3 ଅଟକ

ବେଆଇନ ସୁନା କାରବାର ଉପରେ ଚଢାଉ କଲା ପୋଲିସ । କଟକରୁ 2 କେଜିରୁ ଊର୍ଦ୍ଧ୍ବ ସୁନା ଜବତ, 3 ଅଟକ ।

8.ସୁଧୁରୁଛି ପ୍ରଦୀପ୍ତ ଓ ବିଷ୍ଣୁଙ୍କ ସ୍ବାସ୍ଥ୍ୟବସ୍ଥା, ଖୁବ ଶୀଘ୍ର ହୋଇପାରନ୍ତି ଡିସଚାର୍ଜ

ଉଭୟ ବିରୋଧୀ ଦଳ ନେତା ଏବଂ ଉପନେତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଅଛି । ଅଳ୍ପଦିନ ମଧ୍ୟରେ ଡିସଚାର୍ଜ ହେବା ନେଇ ଏମ୍ସ ସୁପରିଟେଣ୍ଡଣ୍ଟଙ୍କ ପକ୍ଷରୁ ସୂଚନା ।

9.ଭୋପାଳରେ ଆକାଶ ଛୁଆଁ ପେଟ୍ରୋଲ ଦର, ଲିଟର ପ୍ରତି 109 ଟଙ୍କା

ଭୋପାଳରେ ପେଟ୍ରୋଲ ଦର ସର୍ବାଧିକ ରହିଛି । ଏଠାରେ ପେଟ୍ରୋଲ ଲିଟର ପିଛା 109 ଟଙ୍କାରେ ବିକ୍ରି ହେଉଛି ।

10.ଋଷଭ ପନ୍ତଙ୍କୁ କୋରୋନା, ଷ୍ଟାଡିୟମରେ ଦେଖିଥିଲେ Euro 2020 ମ୍ୟାଚ୍‌

ଇଂଲଣ୍ଡ ଗସ୍ତରେ ଥିବା ଟିମ ଇଣ୍ଡିଆର ୱିକେଟ କିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତ COVID-19 ପଜିଟିଭ ଚିହ୍ନଟ ।

Last Updated : Jul 15, 2021, 3:22 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.