ETV Bharat / bharat

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - news at 3 pm

ନଜର ପକାନ୍ତୁ NEWS@3PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : May 28, 2021, 3:12 PM IST

1. ଭୁବନେଶ୍ବରରେ ମୋଦି: ସମୀକ୍ଷା ବୈଠକରେ ଓଡିଶାର 2ଟି ଦୀର୍ଘକାଳନ ଦାବି

ଆକାଶମାର୍ଗରୁ ବାତ୍ୟା ସମୀକ୍ଷା କରିବା ପରେ ଭଦ୍ରକ ଓ ବାଲେଶ୍ବର ପରିଦର୍ଶନ କରିବେ ମୋଦି ।

2.ଟିକା ପାଇଁ ବଢିଲା ଗ୍ଲୋବାଲ ଟେଣ୍ଡର ସମୟସୀମା

ଟିକା ପାଇଁ ବଢିଲା ଗ୍ଲୋବାଲ ଟେଣ୍ଡର ସମୟସୀମା । ଆସନ୍ତା 4 ତାରିଖ ପର୍ଯ୍ୟନ୍ତ ବଢ଼ିଲା ଟେଣ୍ଡର ଅବଧି । ଅନଲାଇନରେ ବିଡିଂ ହେବ ।

3.ବନ୍ଧା ହେଲେ 3 ନକଲି ସାମ୍ବାଦିକ, କରୁଥିଲେ ବଟି ଆଦାୟ

ବ୍ଲାକମେଲ୍ କରି ଅର୍ଥ ଦାବି କରୁଥିବା 3 ଜଣ ନକଲି ସାମ୍ବାଦିକ ଗିରଫ । ଆମ୍ବାଭୋନା ପୋଲିସ ହାତରେ ଧରାପଡିଛନ୍ତି ନକଲି ସାମ୍ବାଦିକ ।

4.ବାତ୍ୟା ପରର ଦୁର୍ଦ୍ଦିନ, ନଦୀ ତଟବାସୀ ଜଳବନ୍ଦୀ

ବାତ୍ୟା ୟସ ଚାଲିଯିବା ପରେ ଉପୁଜିଛି ବନ୍ୟା ପରିସ୍ଥିତି । ଜଳବନ୍ଦୀ ଜୀବନ କାଟୁଛନ୍ତି ବୈତରଣୀ ନଦୀ ତଟବାସୀ ।

5.ନାରଦା ଷ୍ଟିଙ୍ଗ ମାମଲା: 4 TMC ନେତାଙ୍କୁ ଆନ୍ତରୀଣ ଜାମିନ

ନାରଦା ମାମଲାରେ 4 ଟିଏମସି ନେତାଙ୍କୁ କୋଲକାତା ହାଇକୋର୍ଟ ଆନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି ।

6.ଅକ୍ସିଜେନ ଅଭାବରୁ ମୃତ କୋରୋନା ଆକ୍ରାନ୍ତଙ୍କ ପରିବାରକୁ ମିଳିବ 5 ଲକ୍ଷ

ଦିଲ୍ଲୀରେ ଅକ୍ସିଜେନର ଅଭାବ ଯୋଗୁଁ ପ୍ରାଣ ହରାଇଥିବା କୋରୋନା ଆକ୍ରାନ୍ତଙ୍କ ପରିବାରକୁ ମିଳିବ 5 ଲକ୍ଷ ଟଙ୍କା । ଘୋଷଣା କଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ।

7. ସୁଶୀଲଙ୍କ ପାଇଁ ବଢୁଛି ଅଡୁଆ; ମାରପିଟ୍‌ ଫଟୋ ଭାଇରାଲ

ଛତ୍ରଶାଳା ଷ୍ଟାଡିୟମରେ ହୋଇଥିବା ମାଡପିଟ ଘଟଣା ନେଇ ସୁଶୀଲଙ୍କ ପାଇଁ ବଢୁଛି ଅଡୁଆ । ମେ 4 ତାରିଖରେ ହୋଇଥିବା ମାଡପିଟର ଫଟୋ ଭାଇରାଲ ହେବାରେ ଲାଗିଛି ।

8. 50 ବର୍ଷ ଭିତରେ ଦେଶରେ 117 ବାତ୍ୟା, ଯାଇଛି 40 ହଜାର ଜୀବନ

ଦେଶରେ ପ୍ରତିବର୍ଷ ବାତ୍ୟା ହେବା ଆଜିକାଲି ସାଧାରଣ କଥା ହୋଇପଡିଛି । ପୂର୍ବରୁ ବର୍ଷାଦିନେ ବାତ୍ୟା ହେଉଥିବା ବେଳେ ଏବେ ଖରା ଦିନରେ ମଧ୍ୟ ଭୀଷଣ ବାତ୍ୟା ହେଉଛି ।

9.ମହିଳାଙ୍କୁ ପୁସ୍ଅପ୍ କରାଇଲେ ମିଲିନ୍ଦ; ରାଗିଲେ ୟୁଜର୍ସ, କଲେ ଟ୍ରୋଲ

ସେଲ୍ଫି ଉଠାଇବା କଥା କହିବାରୁ ଜଣେ ମହିଳାଙ୍କୁ ରାସ୍ତାରେ ପୁସ୍ଅପ୍ କରାଇଲେ ମିଲିନ୍ଦ । ରାଗିଲେ ଟ୍ରୋଲର୍ସ ।

10.ପୁଅ ଭିଆନଙ୍କ କ୍ରିଏଟିଭ ଭିଡିଓରେ ଖୁସି ଶିଳ୍ପା

ଶିଳ୍ପାଙ୍କ ନୂଆ ଇନଷ୍ଟାଗ୍ରାମ ଭିଡିଓ । ଯାହାକୁ ତାଙ୍କ ପାଇଁ ତିଆରି କରିଛନ୍ତି ଭିଆନ । ଭିଡିଓରେ କୋରୋନା ସହ ଲଢୁଥିବାର ନଜର ଆସିଲେ ଶିଳ୍ପା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.