ETV Bharat / bharat

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS@1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Nov 17, 2020, 1:10 PM IST

1-ଥମୁନି ମୃତ୍ୟୁ ସଂଖ୍ୟା; ପୁଣି 17 ଜୀବନ ନେଲା କୋରୋନା

ରାଜ୍ୟରେ କୋରୋନା ଜନିତ ମୃତ୍ୟୁ ସଂଖ୍ୟାରେ ଲାଗୁନି ଲଗାମ । ପୁଣି ଭାଇରସ ନେଲା 17 ଜୀବନ ।
2-ରାଜ୍ୟରେ କମୁଛି ସଂକ୍ରମଣ, 24 ଘଣ୍ଟାରେ 644 ଆକ୍ରାନ୍ତ

ରାଜ୍ୟରେ କମୁଛି କୋରୋନା ସଂକ୍ରମଣ । ରାଜ୍ୟରେ ଆଜି(ମଙ୍ଗଳବାର) 644 ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି।

3-କୋରୋନା ମୁକାବିଲା ପାଇଁ କେବଳ ଟିକା ଯଥେଷ୍ଟ ନୁହେଁ: WHO ମୁଖ୍ୟ

ସାରା ବିଶ୍ବକୁ ବ୍ୟାପିଯାଇଥିବା କୋରୋନା ଭାଇରସ ମହାମାରୀ ରୋକିବା ଲାଗି କେବଳ ଭାକ୍ସିନ ଯଥେଷ୍ଟ ନୁହେଁ ବୋଲି ଚେତାବନୀ ଦେଇଛନ୍ତି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ମହାନିର୍ଦ୍ଦେଶକ

4-‘ନୀତିଶ କୁମାରଙ୍କ ନିକଟତର ହୋଇଥିବାରୁ ସୁଶୀଲ ମୋଦିଙ୍କୁ ମିଳିନି ମନ୍ତ୍ରୀ ପଦ’

ନୀତିଶ କ୍ୟାବିନେଟରେ ସୁଶୀଲ ମୋଦିଙ୍କୁ ମନ୍ତ୍ରୀ ପଦ ମିଳିନଥିବା ପ୍ରସଙ୍ଗରେ ମୁହଁ ଖୋଲିଲା ଆରଜେଡି ।

5-HDFC ର ‘ମୁହ୍‌ଁ ବନ୍ଦ ରଖୋ’ ଅଭିଯାନ, ସାଇବର ଠକେଇକୁ ନେଇ କରିବ ସଚେତନ

ସାଇବର ଠକେଇକୁ ରୋକିବା ପାଇଁ HDFC ବ୍ୟାଙ୍କ ଲିମିଟେଡ୍ ‘ମୁହ୍‌ଁ ବନ୍ଦ ରଖୋ’ ଅଭିଯାନ ଆରମ୍ଭ କରିବାକୁ ଘୋଷଣା କରିଛି।

6-ଦୀପାବଳୀରେ ଦାନବଙ୍କ ବର୍ବରତା, 7 ବର୍ଷର ଶିଶୁକୁ ଦୁଷ୍କର୍ମ ପରେ ହତ୍ୟା

ଦୀପାବଳିରେ ଦାନବଙ୍କ ବର୍ବରତା । 7 ବର୍ଷର ଝିଅକୁ ପ୍ରଥମେ ଦୁଷ୍କର୍ମ ଓ ପରେ ହତ୍ୟା ।

7-ଗିଲଗିଟ-ବାଲୁଚିସ୍ତାନରେ ପାକିସ୍ତାନର ବିଧାନସଭା ନିର୍ବାଚନ, ନିନ୍ଦା କଲା ଭାରତ

ଗିଲଗିଟ-ବାଲୁଚିସ୍ତାନରେ ବିଧାନସଭା ନିର୍ବାଚନ ଆୟୋଜିତ କରିଛି ପାକିସ୍ତାନ ।

8-ବନ୍ଦ ହେଲା ସମ୍ବଲପୁର କୋଭିଡ ହସ୍ପିଟାଲ

ସମ୍ବଲପୁର ଜିଲ୍ଲାରେ ମଧ୍ୟ ମହାମାରୀ ନିୟନ୍ତ୍ରଣ ହେବାରେ ଲାଗିଛି । ଫଳରେ ସମ୍ବଲପୁରର କୋଭିଡ ହସ୍ପିଟାଲକୁ ବନ୍ଦ କରାଯାଇଛି ।

9-ବାଇକ ଉପରେ ଚଢ଼ିଗଲା ଟ୍ରକ, ଖେଳ ଶିକ୍ଷକ ମୃତ

NH-55ର ମୋଟଙ୍ଗା ଥାନା ଗୌଡ଼କାଟେଣି ନିକଟରେ ସଡ଼କ ଦୁର୍ଘଟଣା । ତାଳଚେରରୁ ପୁରୀ ଯାଉଥିବା ଏକ ବାଇକ ଉପରେ ଚଢିଗଲା ଟ୍ରକ ।

10-‘କେବିସି 12’ର ଦ୍ବିତୀୟ କୋଟିପତି ଆଇପିଏସ ଅଫିସ ମୋହିତା, ଦେଖନ୍ତୁ ପ୍ରୋମୋ

ଜାରି ହେଲା ‘କେବିସି 12’ର ନୂଆ ପ୍ରୋମୋ ଭିଡିଓ । ଏବର୍ଷ ସିଜନକୁ ମିଳିବେ ଦ୍ବିତୀୟ କୋଟିପତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.