ETV Bharat / bharat

କୋରୋନା ନୂଆ ଷ୍ଟ୍ରେନ, ବିଦେଶ ଯାତ୍ରୀଙ୍କ ପାଇଁ ଲାଗୁ ହେଲା ଏସଓପି

ବିଦେଶରୁ ଆସୁଥିବା ଯାତ୍ରୀଙ୍କ ପାଇଁ ଫେବୃଆରୀ 22 ରାତି 11.59 ରୁ ଲାଗୁ ହେବ ଏସଓପି । ୟୁକେ, ୟୁରୋପ ଏବଂ ମଧ୍ୟଏସିୟରୁ ଭାରତକୁ ଆସୁଥିବା ଯାତ୍ରୀଙ୍କ ପାଇଁ ସରକାର ସ୍ବତନ୍ତ୍ର ନିୟମ ଲାଗୁ କରାଯାଇଛି ବୋଲି ସ୍ପଷ୍ଟ କଲା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ । ଅଧିକ ପଢନ୍ତୁ...

କୋରୋନା ନୂଆ ଷ୍ଟ୍ରେନ, ବିଦେଶ ଯାତ୍ରୀଙ୍କ ପାଇଁ ଲାଗୁ ହେଲା ଏସଓପି
କୋରୋନା ନୂଆ ଷ୍ଟ୍ରେନ, ବିଦେଶ ଯାତ୍ରୀଙ୍କ ପାଇଁ ଲାଗୁ ହେଲା ଏସଓପି
author img

By

Published : Feb 18, 2021, 2:05 PM IST

ନୂଆଦିଲ୍ଲୀ: ବିଦେଶରୁ ଆସୁଥିବା ଯାତ୍ରୀଙ୍କ ପାଇଁ ଫେବୃଆରୀ 22 ରାତି 11.59 ରୁ ଲାଗୁ ହେବ ଏସଓପି । ୟୁକେ, ୟୁରୋପ ଏବଂ ମଧ୍ୟଏସିୟରୁ ଭାରତକୁ ଆସୁଥିବା ଯାତ୍ରୀଙ୍କ ପାଇଁ ସରକାର ସ୍ବତନ୍ତ୍ର ନିୟମ ଲାଗୁ କରାଯାଇଛି ବୋଲି ସ୍ପଷ୍ଟ କଲା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ।

ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଯାତ୍ରୀମାନେ ୟୁକେ, ୟୁରୋପ ଏବଂ ମଧ୍ୟଏସିୟରୁ ଭାରତ ଫେରୁଛନ୍ତି ସେମାନଙ୍କ ପାଇଁ 2ଟି ମୁଖ୍ୟ ଅଂଶ ରହିଛି । ଗୋଟେ ହେଉଛି ଯାତ୍ରା କରିବାର ପ୍ରସ୍ତୁତି ଏବଂ ଅନ୍ୟଟି ହେଲା ବିମାନରେ ବସିବାର ପ୍ରସ୍ତୁତି ।

ଅନେକ ଦେଶରେ ଏବେ କୋରୋନା ଭାଇରସର ନୂଆ ଷ୍ଟ୍ରେନ ସକ୍ରିୟ ରହିଛି । ୟୁକେର 86ଟି ଦେଶରେ ଏହି ଭାଇରସ ସକ୍ରିୟ ରହିଛି । ତାଛଡା ଦକ୍ଷିଣ ଆଫ୍ରିକାର 44 ଦେଶରେ ଏବଂ ବ୍ରାଜିଲର 15ଟି ଦେଶରେ ଏହି ଭାଇରସ ସକ୍ରିୟ ଅଛି । ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାର ଏକ ମାନକ ଅପରେଟିଂ ପ୍ରଣାଳୀ ଜାରି କରିଛନ୍ତି । ଯାହା ଭାରତ ଆସୁଥିବା ସମସ୍ତ ଯାତ୍ରୀଙ୍କ ପାଇଁ ପ୍ରଯୁଜ୍ୟ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.