ETV Bharat / bharat

ପଞ୍ଜାବ ଓ ଦିଲ୍ଲୀ ସରକାରଙ୍କ ଉପରେ ପୁଣି ସିଦ୍ଧୁଙ୍କ ଟ୍ବିଟ୍ ବାଣ - ଦିଲ୍ଲୀ ସରକାରଙ୍କୁ ସିଦ୍ଧୁଙ୍କ ଟାର୍ଗେଟ

କିଛି ଦିନର ବ୍ୟବଧାନ ପରେ ପୁଣି ପଞ୍ଜାବ ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସର ଅସନ୍ତୁଷ୍ଟ ନେତା ନବଜ୍ୟୋତି ସିଂହ ସିଦ୍ଧୁ । ପଞ୍ଜାବରେ ବିଜୁଳି ବିତରଣ ଦର ଓ ବିଜୁଳି ଉତ୍ପାଦନ ପରେ ଏବେ ଆଉ ଦୁଇଟି ନୂଆ ଦାବିକୁ ଟ୍ବିଟରେ ସ୍ଥାନ ଦେଇଛନ୍ତି ବିବାଦୀୟ କଂଗ୍ରେସ ନେତା ନବଜ୍ୟୋତି ସିଂହ ସିଦ୍ଧୁ । ଅଧିକ ପଢ଼ନ୍ତୁ...

ପଞ୍ଜାବ ଓ ଦିଲ୍ଲୀ ସରକାରଙ୍କ ଉପରେ ପୁଣି ସିଦ୍ଧୁଙ୍କ ଟ୍ବିଟ୍ ବାଣ

author img

By

Published : Jul 11, 2021, 6:14 PM IST

ନୂଆଦିଲ୍ଲୀ: କିଛି ଦିନର ବ୍ୟବଧାନ ପରେ ପୁଣି ପଞ୍ଜାବ ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସର ଅସନ୍ତୁଷ୍ଟ ନେତା ନବଜ୍ୟୋତି ସିଂହ ସିଦ୍ଧୁ । ପଞ୍ଜାବରେ ବିଜୁଳି ବିତରଣ ଦର ଓ ବିଜୁଳି ଉତ୍ପାଦନ ପରେ ଏବେ ଆଉ ଦୁଇଟି ନୂଆ ଦାବିକୁ ଟ୍ବିଟରେ ସ୍ଥାନ ଦେଇଛନ୍ତି ବିବାଦୀୟ କଂଗ୍ରେସ ନେତା ନବଜ୍ୟୋତି ସିଂହ ସିଦ୍ଧୁ ।

ନୂଆ ଟ୍ବିଟରେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହଙ୍କ ଇସ୍ତଫା ଦାବି କରିଛନ୍ତି ସିଦ୍ଧୁ । ଏହାସହ ଟ୍ବିଟ୍ ଜରିଆରେ ରାଜଧାନୀ ଦିଲ୍ଲୀରେ ଥିବା ଆମ ଆଦମୀ ପାର୍ଟକୁ ଟାର୍ଗେଟ କରିଛନ୍ତି ସିଦ୍ଧୁ । ଲଗାତାର 6ଟି ଟ୍ବିଟ୍ କରି ପୁଣି ପଞ୍ଜାବ ଓ ଦିଲ୍ଲୀ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ନବଜ୍ୟୋତ ସିଂହ ସିଦ୍ଧୁ ।

  • Delhi does not provide free Power to Farmers & Domestic subsidy is given by heavily burdening Industry & Commercial sector. Punjab Model means cancelling faulty PPAs, producing & purchasing cheap/sustainable Power, decrease transmission costs to give subsidised power for all 5/6 pic.twitter.com/n9FIOJjrk0

    — Navjot Singh Sidhu (@sherryontopp) July 7, 2021 " class="align-text-top noRightClick twitterSection" data=" ">

2022ରେ ପଞ୍ଜାବରେ ହେବ ବିଧାନସଭା ନିର୍ବାଚନ । ଏହା ପୂର୍ବରୁ ପଞ୍ଜାବରେ ଥିବା କଂଗ୍ରେସ ସରକାରଙ୍କୁ ଟାର୍ଗେଟ କରିଛନ୍ତି ନବଜ୍ୟୋତି ସିଂହ ସିଦ୍ଧୁ । ଆଗାମୀ ନିର୍ବାଚନରେ ଏହା କଂଗ୍ରେସ ପାଇଁ ଚିନ୍ତାର କାରଣ ହୋଇପାରେ । ପଞ୍ଜାବ ସହ ଦିଲ୍ଲୀ ସରକାରଙ୍କୁ ମଧ୍ୟ ଘେରିଛନ୍ତି ସିଦ୍ଧୁ । ସେ କହିଛନ୍ତି ଦିଲ୍ଲୀ ସରକାର ମାଗଣା ବିଜୁଳି କିମ୍ବା ରିହାତି ଦେଉନାହାନ୍ତି । ବରଂ ଘରୋଇ ବିଜୁଳି କମ୍ପାନୀଗୁଡ଼ିକ ଉପରେ ଅଧିକ ଚାପ ପ୍ରୟୋଗ କରି ମାଗଣା ବିଜୁଳି ଦେବାକୁ ବାଧ୍ୟ କରୁଛନ୍ତି ବୋଲି କହିଛନ୍ତି ସିଦ୍ଧୁ । ଯଦି ଦିଲ୍ଲୀ ଭଳି ସ୍ଥାନରେ ଲୋକଙ୍କୁ ମାଗଣାରେ ବିଜୁଳି ମିଳିପାରୁଛି, ତେବେ ପଞ୍ଜାବବାସିନ୍ଦା କାହିଁକି ମାଗଣା ବିଜୁଳି ପାଇପାରିବେ ନାହିଁ ବୋଲି ପ୍ରଶ୍ନ କରିଛନ୍ତି ସିଦ୍ଧୁ । ଦିଲ୍ଲୀ ସରକାରଙ୍କ ଏଭଳି ନୀତି ଯୋଗୁଁ ଗରିବ ଚାଷୀ ଓ ମଧ୍ୟବିତ୍ତ ପରିବାର ବର୍ଗମାନେ ଉଚିତ ସୁବିଧା ପାଇ ପାରୁନାହାନ୍ତି ବୋଲି ଅଭିଯୋଗ କରିଛନ୍ତି ସିଦ୍ଧୁ ।

  • Now, the big question- Can Minister for Power, New & Renewable Energy Punjab do any of this? Not even 1%. All decision-making powers are with PSERC directly reporting to CM. Thus, I invested my time in Punjab Model to chart the path to return People’s Power back to the People 6/6

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.