ETV Bharat / bharat

ପତ୍ନୀଙ୍କୁ ଗୁଳି କରି ହତ୍ୟା ପରେ BJP ନେତାଙ୍କ ଆତ୍ମହତ୍ୟା - BJP ନେତାଙ୍କ ଆତ୍ମହତ୍ୟା

ବିହାରର ମୁଙ୍ଗେରରେ ଅଭାବନୀୟ ଘଟଣା । ପତ୍ନୀଙ୍କୁ ଗୁଳି କରି ହତ୍ୟା ପରେ ଆତ୍ମହତ୍ୟା କଲେ ବିଜେପି ନେତା । ପୋଲିସର ତଦନ୍ତ ଆରମ୍ଭ । ଅଧିକ ପଢନ୍ତୁ

ପତ୍ନୀଙ୍କୁ ଗୁଳି କରି ହତ୍ୟା ପରେ BJP ନେତାଙ୍କ ଆତ୍ମହତ୍ୟା

author img

By

Published : Jun 16, 2022, 10:50 PM IST

ପାଟନା: ବିହାରର ମୁଙ୍ଗେରରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ବିଜେପି ନେତା ନିଜ ପତ୍ନୀଙ୍କୁ ଗୁଳି କରି ହତ୍ୟା କରିବା ପରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି । ମୃତ ଦମ୍ପତି ବିଜେପି ନେତା ଅରୁଣ ଯାଦବ ଓ ତାଙ୍କ ପତ୍ନୀ ପ୍ରିତି ବୋଲି ଜଣାପଡିଛି । ଅରୁଣ ପ୍ରଥମେ ପତ୍ନୀ ପ୍ରିତିଙ୍କୁ ଗୁଳି କରି ହତ୍ୟା କରିବା ପରେ ନିଜେ ଗୁଳି କରି ଆତ୍ମହତ୍ୟା କରିଥିବା ପ୍ରାଥମିକ ଭାବେ ପୋଲିସ ସନ୍ଦେହ କରୁଛି । ଏହି ଘଟଣାଟି ମୁଙ୍ଗେର ଜିଲ୍ଲାର କୋଟୱାଲି ପୋଲିସ ଷ୍ଟେସନ ପରିସରର ଲାଲ ଦାରୱାଜା ଅଞ୍ଚଳରେ ଘଟିଛି।

  • Bihar | Munger BJP OBC Morcha leader Arun Yadav and his wife Preeti died allegedly after shooting themselves, police investigation underway: Police

    — ANI (@ANI) June 16, 2022 " class="align-text-top noRightClick twitterSection" data=" ">

ସୂଚନା ପାଇବା ପରେ କୋଟୱାଲି ପୋଲିସ ଷ୍ଟେସନ ଘଟଣାସ୍ଥଳରେ ପହଞ୍ଚି ଦମ୍ପତିଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ମୁଙ୍ଗର ସଦର ହସ୍ପିଟାଲକୁ ପଠାଇଛି । ତଦନ୍ତ ପରେ ଘଟଣାର କାରଣ ସ୍ପଷ୍ଟ ହେବା ନେଇ ପୋଲିସ କହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.