ETV Bharat / bharat

୨ ଛାତ୍ର ହେଲେ କୋଟିପତି !

author img

By

Published : Sep 16, 2021, 7:35 PM IST

ବିହାରରେ ୨ ଜଣ ସ୍କୁଲ ଛାତ୍ରଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆସିଛି ୯୬୦ କୋଟି ଟଙ୍କା । ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲା ଘଟଣା । ଅଧିକ ପଢନ୍ତୁ...

ବିହାରର ୨ ଛାତ୍ର ହେଲେ କୋଟିପତି !
ବିହାରର ୨ ଛାତ୍ର ହେଲେ କୋଟିପତି !

ପାଟନା: ବିହାରରେ ୨ ଜଣ ସ୍କୁଲ ଛାତ୍ରଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୯୬୦ କୋଟି ଟଙ୍କା ଆସିବା ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏତେ ମାତ୍ରାରେ ଟଙ୍କା ବ୍ୟାଙ୍କ୍‌ ଖାତାକୁ ଆସିବା ଘଟଣାକୁ ନେଇ ଛାତ୍ରଙ୍କ ପରିବାର ସମେତ ବ୍ୟାଙ୍କ ଅଧିକାରୀ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଅନ୍ୟପକ୍ଷେ ଖବର ପ୍ରଚାର ପରେ ଅନ୍ୟମାନେ ମଧ୍ୟ ନିଜ ନିଜ ବ୍ୟାଙ୍କ ଖାତା ଯାଞ୍ଚ କରିବାକୁ ଲାଗିଲେ ।

ବିହାର ସରକାରଙ୍କ ପକ୍ଷରୁ ସ୍କୁଲ ଡ୍ରେସ ପାଇଁ ପଠାଯାଉଥିବା ଟଙ୍କା ସମ୍ପର୍କରେ ଆଜମନଗର ଥାନା ଅନ୍ତର୍ଗତ ପସ୍ତିଆ ଗାଁର ୨ ଛାତ୍ର ଏସବିଆଇ(SBI) ଶାଖାରେ ପହଁଞ୍ଚିଥିଲେ । ଏହି ଦୁଇ ଛାତ୍ର ଯେତେବେଳେ ନିଜ ନିଜ ଆକାଉଣ୍ଟର ଯାଞ୍ଚ କରିଥିଲେ, ସେବେ ଏମାନଙ୍କ ଖାତାରେ କୋଟି କୋଟି ଟଙ୍କା ଥିବା ଜଣାପଡିଥିଲା ।

ଦୁଇ ଛାତ୍ରଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୯୬୦ କୋଟି ଟଙ୍କା ଆସିବା ଖବର ନିଆଁ ଭଳି ବ୍ୟାପିଗଲା । ଛାତ୍ର ଗୁରୁଚନ୍ଦ୍ର ଆକାଉଣ୍ଟରେ ୬୦ କୋଟି ଟଙ୍କା ଜମା ହୋଇଥିବାବେଳେ ଅସିତ କୁମାରଙ୍କ ଆକାଉଣ୍ଟରେ ୯୦୦ କୋଟି ଟଙ୍କା ଅଛି ।

ବ୍ୟାଙ୍କ ଏହି ଘଟଣାର ସତ ଏବେ ଖୁଲାସା କରିଛି । ଯାଞ୍ଚ ସମୟରେ ଜଣେ ଛାତ୍ରଙ୍କ ଆକାଉଣ୍ଟ ସେହି ବ୍ୟାଙ୍କରେ ନଥିଲା । ଅନ୍ୟପକ୍ଷେ ଅନ୍ୟ ଜଣଏ ଛାତ୍ରାଙ୍କ ଖାତାରୁ ମାତ୍ର ୧୦୦ ଟଙ୍କା ମିଳିଛି । ତେବେ କୌଣସି ଟେକ୍ନୋଲୋଜି ତ୍ରୁଟି ହୋଇପାରେ ବୋଲି ବ୍ୟାଙ୍କ ଅଧିକାରୀ ସନ୍ଦେହ କରୁଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.