ETV Bharat / bharat

ପୁଣି ୧ କୋଟିରୁ ଊର୍ଦ୍ଧ୍ବ ଭ୍ୟାକ୍ସିନ ଦେଇ ଇତିହାସ ରଚିଲା ଭାରତ - 1-crore-vaccine

ମଙ୍ଗଳବାର ଗୋଟିଏ ଦିନରେ ପୁନର୍ବାର ଏକ କୋଟିରୁ ଊର୍ଦ୍ଧ୍ବ ଲୋକଙ୍କୁ ଦିଆଯାଇଛି କୋଭିଡ ଟିକା । ଏହାସହ ଟୀକାକରଣର ନୂଆ ରେକର୍ଡ କରିଛି ଭାରତ । ଅଧିକ ପଢନ୍ତୁ...

ପୁଣି ୧ କୋଟିରୁ ଊର୍ଦ୍ଧ୍ବ ଭ୍ୟାକ୍ସିନ ଦେଇ ଇତିହାସ ରଚିଲା ଭାରତ

author img

By

Published : Aug 31, 2021, 10:27 PM IST

ନୂଆଦିଲ୍ଲୀ: ମହାମାରୀ କୋରୋନା ବିରୁଦ୍ଧରେ ଚାଲିଥିବା ଯୁଦ୍ଧରେ ପୁଣି ନୂଆ ଇତିହାସ ରଚିଛି ଭାରତ । ମଙ୍ଗଳବାର ଗୋଟିଏ ଦିନରେ ପୁନର୍ବାର ଏକ କୋଟିରୁ ଊର୍ଦ୍ଧ୍ବ ଲୋକଙ୍କୁ ଦିଆଯାଇିଛି କୋଭିଡ ଟିକା । ଏହାସହ ଟୀକାକରଣର ନୂଆ ରେକର୍ଡ କରିଛି ଭାରତ ।

  • देश ने स्थापित किया नया कीर्तिमान!

    PM @NarendraModi जी के #SabkoVaccineMuftVaccine अभियान ने 1.09 करोड़ से अधिक डोज के अपने पिछले कीर्तिमान को तोड़ते हुए आज नया कीर्तिमान बनाया। देश में आज इससे अधिक टीके अब तक लग गए हैं और यह संख्या लगातार बढ़ रही है।

    सभी देशवासियों को बधाई! pic.twitter.com/0cqUTxalfw

    — Mansukh Mandaviya (@mansukhmandviya) August 31, 2021 " class="align-text-top noRightClick twitterSection" data=" ">

ଏହାପୂର୍ବରୁ ୨୭ ଅଗଷ୍ଟ ଗୋଟିଏ ଦିନରେ 1.09 କୋଟି ଟୀକାକରଣ ସହ ଦେଶରେ ସୃଷ୍ଟି ହୋଇଥିଲା ରେକର୍ଡ । ହେଲେ ଆଜି ଏହି ସଂଖ୍ୟା ପୁଣି ରେକର୍ଡ ଭାଙ୍ଗିଛି । ଏହି ଉପଲବ୍ଧି ଉପରେ ଖୁସି ଜାହିର କରି ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ।

ମନସୁଖ ମାଣ୍ଡବ୍ୟ ଟ୍ବିଟ କରି ଲେଖଇଛନ୍ତି, ଦେଶ ଏକ ନୂଆ ରେକର୍ଡ ସୃଷ୍ଟି କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ #SabkoVaccineMuftVaccine ଅଭିଯାନ 1.09 କୋଟିରୁ ଅଧିକ ଡୋଜର ଟୀକାକରଣ ହୋଇ ନୂତନ ରେକର୍ଡ ସୃଷ୍ଟି କରିଛି । ଏହି ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି । ଏନେଇ ସମସ୍ତ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.