ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ବାସଭବନରେ ଆକ୍ରମଣ ହୋଇଛି । ଏଥିରେ ସିସିଟିଭି ଓ ସୁରକ୍ଷା କାରଣରୁ ଲଗାଯାଇଥିବା ବ୍ୟାରିୟର ଭାଙ୍ଗିଥିବା ଅଭିଯୋଗ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ । ଦୁର୍ବୃତ୍ତଙ୍କର ଏକ ଗୋଷ୍ଠୀ ଏହି ଆକ୍ରମଣ କିରଥିବା ଟ୍ବିଟ କରି ଅଭିଯୋଗ କରିବା ସହ ଦିଲ୍ଲୀ ପୋଲିସର ଅବହେଳାକୁ ମଧ୍ୟ ଦାୟୀ କରିଛନ୍ତି ସିସୋଦିଆ । ଖାଲି ସେତିକିରେ ଅଟକି ନାହାଁନ୍ତି ସିସୋଦିଆ, କେଜ୍ରିଓ୍ୱାଲଙ୍କୁ ହତ୍ୟା କରିବାକୁ ବିଜେପି ଚାହୁଁଥିବା ସଙ୍ଗୀନ ଅଭିଯୋ ଆଣିଛନ୍ତି । ପଞ୍ଜାବରେ ଆପର ବିପୁଳ ବିଜୟ ଏବଂ ବିଜେପିର ପରାଜୟ ପରେ ବିଜେପି କେଜ୍ରିଓ୍ୱାଲଙ୍କୁ ହତ୍ୟା କରିବାକୁ ଚାହୁଁଥିବା କହିଛନ୍ତି ସିସୋଦିଆ ।
-
बीजेपी के गुंडे CM @ArvindKejriwal जी के घर पर तोड़फोड़ करते रहे. बीजेपी की पुलिस उन्हें रोकने की जगह उन्हें घर के दरवाज़े तक लेकर आई. https://t.co/oSFc2kWaDC
— Manish Sisodia (@msisodia) March 30, 2022 " class="align-text-top noRightClick twitterSection" data="
">बीजेपी के गुंडे CM @ArvindKejriwal जी के घर पर तोड़फोड़ करते रहे. बीजेपी की पुलिस उन्हें रोकने की जगह उन्हें घर के दरवाज़े तक लेकर आई. https://t.co/oSFc2kWaDC
— Manish Sisodia (@msisodia) March 30, 2022बीजेपी के गुंडे CM @ArvindKejriwal जी के घर पर तोड़फोड़ करते रहे. बीजेपी की पुलिस उन्हें रोकने की जगह उन्हें घर के दरवाज़े तक लेकर आई. https://t.co/oSFc2kWaDC
— Manish Sisodia (@msisodia) March 30, 2022
ଏହି ଆକ୍ରମଣରେ ବିଜେପି ଗୁଣ୍ଡା ମଧ୍ୟ ସାମିଲ ଥିଲେ ବୋଲି ସେ କହିଛନ୍ତି । ପୋଲିସ ତାଙ୍କୁ ରୋକିବା ପରିବର୍ତ୍ତେ ଆଗକୁ ବଢିବାରେ ସାହାଯ୍ୟ କରିଥିଲା ବୋଲି ସିସୋଦିଆ କହିଛନ୍ତି । ଦଳର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ସିଂ ମଧ୍ୟ ଟ୍ବିଟ କରି ଆକ୍ରମଣର ଫଟୋ ପୋଷ୍ଟ କରିବା ସହ ବିଜେପିକୁ ଦାୟୀ କରିଛନ୍ତି । ଅନ୍ୟପଟେ ଏନେଇ ଥାନାରେ ମାମଲା ମଧ୍ୟ ଦାଏର ହୋଇଛି । ସ୍ଥାନୀୟ ପୋଲିସ ପକ୍ଷରୁ କୌଣସି ସୂଚନା ମିଳିପାରିନାହିଁ ।
-
Due to AAP's victory and BJP's defeat in Punjab, BJP wants to murder Arvind Kejriwal. BJP goons were deliberately taken by the police to the residence of CM Kejriwal. They broke the CCTV cameras and barriers in front of the CM's residence: Delhi Deputy CM Manish Sisodia pic.twitter.com/cBIhQk6bNP
— ANI (@ANI) March 30, 2022 " class="align-text-top noRightClick twitterSection" data="
">Due to AAP's victory and BJP's defeat in Punjab, BJP wants to murder Arvind Kejriwal. BJP goons were deliberately taken by the police to the residence of CM Kejriwal. They broke the CCTV cameras and barriers in front of the CM's residence: Delhi Deputy CM Manish Sisodia pic.twitter.com/cBIhQk6bNP
— ANI (@ANI) March 30, 2022Due to AAP's victory and BJP's defeat in Punjab, BJP wants to murder Arvind Kejriwal. BJP goons were deliberately taken by the police to the residence of CM Kejriwal. They broke the CCTV cameras and barriers in front of the CM's residence: Delhi Deputy CM Manish Sisodia pic.twitter.com/cBIhQk6bNP
— ANI (@ANI) March 30, 2022
-
Just because BJP cannot defeat Kejriwal, they are trying to kill him. Today's incident was a pre-orchestrated plan of the BJP to murder the CM: Delhi Deputy CM Manish Sisodia pic.twitter.com/JQqkLwFY8S
— ANI (@ANI) March 30, 2022 " class="align-text-top noRightClick twitterSection" data="
">Just because BJP cannot defeat Kejriwal, they are trying to kill him. Today's incident was a pre-orchestrated plan of the BJP to murder the CM: Delhi Deputy CM Manish Sisodia pic.twitter.com/JQqkLwFY8S
— ANI (@ANI) March 30, 2022Just because BJP cannot defeat Kejriwal, they are trying to kill him. Today's incident was a pre-orchestrated plan of the BJP to murder the CM: Delhi Deputy CM Manish Sisodia pic.twitter.com/JQqkLwFY8S
— ANI (@ANI) March 30, 2022
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ