ETV Bharat / bharat

ପୁଣେ-ବେଙ୍ଗାଲୁରୁ ହାଇଓ୍ବେରେ ସିରିଜ ଦୁର୍ଘଟଣା, 48 ଗାଡି କ୍ଷତିଗ୍ରସ୍ତ - ପୁଣେ ବେଙ୍ଗାଲୁରୁ ହାଇଓ୍ବେ

ପୁଣେ-ବେଙ୍ଗାଲୁରୁ ରାଜପଥର ନାଭାଲେ ବ୍ରିଜ ନିକଟରେ ସିରିଜ ଦୁର୍ଘଟଣା (Accident in Pune Bengaluru highway)। 48 ଗାଡି କ୍ଷତିଗ୍ରସ୍ତ, ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି ଉଦ୍ଧାର ଅପରେସନ । ମୃତାହତଙ୍କ ସମ୍ପର୍କରେ ମିଳିନି ସ୍ପଷ୍ଟ ସୂଚନା । ଅଧିକ ପଢନ୍ତୁ

ପୁଣେ ବେଙ୍ଗାଲରୁ ହାଇଓ୍ବେରେ ସିରଜ ଦୁର୍ଘଟଣା: 48 ଗାଡି କ୍ଷତିଗ୍ରସ୍ତ, ଉଦ୍ଧାର ଅପରେସନ ଜାରି

author img

By

Published : Nov 20, 2022, 11:08 PM IST

ମୁମ୍ବାଇ: ପୁଣେ-ବେଙ୍ଗାଲୁରୁ ରାଜପଥର ନାଭାଲେ ବ୍ରିଜ ନିକଟରେ ସିରିଜ ଦୁର୍ଘଟଣା ଘଟିଛି । ଯେଉଁଥିରେ ପ୍ରାୟ 48ଟି ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ମୃତାହତ ନେଇ କୌଣସି ସୂଚନା ସ୍ପଷ୍ଟ ହୋଇନି (Accident in Pune- Bengaluru highway) । ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର ଅପରେସନ ଜାରି ରହିଛି । ପୁଣେ ଫାୟାର ବ୍ରିଗେଡର ଏକାଧିକ ଟିମ ଏବଂ ପୁଣେ ମହାନଗର ନିଗମ ବିକାଶ ପ୍ରାଧିକରଣ (PMRDA)ର ଏକାଧିକ ଉଦ୍ଧାରକାରୀ ଟିମ ଘଟଣାସ୍ଥଳରେ ପହଞ୍ଚି ରେସସ୍କ୍ୟୁ ଅପରେସନ ଆରମ୍ଭ କରିଛନ୍ତି । ଉକ୍ତ ମାର୍ଗରେ ଗାଡି ଚଳାଚଳ ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଛି ।

  • A major accident occurred at Navale bridge on the Pune-Bengaluru highway in Pune in which about 48 vehicles got damaged. Rescue teams from the Pune Fire Brigade and Pune Metropolitan Region Development Authority (PMRDA) have reached the spot: Pune Fire Brigade pic.twitter.com/h5Y5XtxVhW

    — ANI (@ANI) November 20, 2022 " class="align-text-top noRightClick twitterSection" data=" ">

ଉଦ୍ଧାର ଅପରେସନ ଜାରି ରହିଥିବା PMRDA କହିଛି । ଆଜି ବିଳମ୍ବିତ ସଂଧ୍ୟାରେ ଏହି ଦୁର୍ଘଟଣା ଘଟିଛି । କେଉଁ କାରଣରୁ ଦୁର୍ଘଟଣା ଘଟିଲା ତାହା ମଧ୍ୟ ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ । ଫାୟାର ବ୍ରିଗେଡର ଏକାଧିକ ଟିମ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ଆହତଙ୍କୁ ତୁରନ୍ତ ହସ୍ପିଟାଲ ପଠାଇବା ପାଇଁ ଏକାଧିକ ଆମ୍ବୁଲାନ୍ସ ମଧ୍ୟ ଘଟଣାସ୍ଥଳକୁ ପଠାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.