ନୂଆଦିଲ୍ଲୀ: ମହାରାଷ୍ଟ୍ର ମହାଭାରତର ଅନ୍ତିମ ଦୃଶ୍ୟ । ଫ୍ଲୋର ଟେଷ୍ଟକୁ ନେଇ ଜାରି ରହିଥିବା ଶୁଣାଣି ଶେଷ । ସମସ୍ତ ପକ୍ଷଙ୍କ ଯୁକ୍ତି ଶେଷ । 9 ଟାରେ ରାୟ ଶୁଣାଇବେ ସୁପ୍ରିମକୋର୍ଟ ।
-
#9_ଟାରେ_ଆସିବ_ରାୟ
— ETVBharat Odisha (@ETVBharatOD) June 29, 2022 " class="align-text-top noRightClick twitterSection" data="
ମହାରାଷ୍ଟ୍ର ମହାଭାରତର ଅନ୍ତିମ ଦୃଶ୍ୟ । ଫ୍ଲୋର ଟେଷ୍ଟକୁ ନେଇ ଜାରି ରହିଥିବା ଶୁଣାଣି ଶେଷ । ସମସ୍ତ ପକ୍ଷଙ୍କ ଯୁକ୍ତି ଶେଷ । 9 ଟାରେ ରାୟ ଶୁଣାଇବେ ସୁପ୍ରିମକୋର୍ଟ । #EtvBharat #EtvBharatOdisha #BharatNews #MaharashtraPolitcalCrisis pic.twitter.com/WLRfvE3l9G
">#9_ଟାରେ_ଆସିବ_ରାୟ
— ETVBharat Odisha (@ETVBharatOD) June 29, 2022
ମହାରାଷ୍ଟ୍ର ମହାଭାରତର ଅନ୍ତିମ ଦୃଶ୍ୟ । ଫ୍ଲୋର ଟେଷ୍ଟକୁ ନେଇ ଜାରି ରହିଥିବା ଶୁଣାଣି ଶେଷ । ସମସ୍ତ ପକ୍ଷଙ୍କ ଯୁକ୍ତି ଶେଷ । 9 ଟାରେ ରାୟ ଶୁଣାଇବେ ସୁପ୍ରିମକୋର୍ଟ । #EtvBharat #EtvBharatOdisha #BharatNews #MaharashtraPolitcalCrisis pic.twitter.com/WLRfvE3l9G#9_ଟାରେ_ଆସିବ_ରାୟ
— ETVBharat Odisha (@ETVBharatOD) June 29, 2022
ମହାରାଷ୍ଟ୍ର ମହାଭାରତର ଅନ୍ତିମ ଦୃଶ୍ୟ । ଫ୍ଲୋର ଟେଷ୍ଟକୁ ନେଇ ଜାରି ରହିଥିବା ଶୁଣାଣି ଶେଷ । ସମସ୍ତ ପକ୍ଷଙ୍କ ଯୁକ୍ତି ଶେଷ । 9 ଟାରେ ରାୟ ଶୁଣାଇବେ ସୁପ୍ରିମକୋର୍ଟ । #EtvBharat #EtvBharatOdisha #BharatNews #MaharashtraPolitcalCrisis pic.twitter.com/WLRfvE3l9G
ରାଜ୍ୟପାଳ ଭଗତ ସିଂ କୋଶ୍ୟାରୀ( Bhagat Singh Koshyari) ଙ୍କ ନିର୍ଦ୍ଦେଶକୁ ବଳବତ୍ତର ରଖିବେ ନା ସରକାରଙ୍କ ସପକ୍ଷରେ ରାୟ ଦେବେ ସୁପ୍ରିମକୋର୍ଟ ତାହା କିଛି ସମୟ ପରେ ସ୍ପଷ୍ଟ ହୋଇଯିବ । ଆସନ୍ତାକାଲି ଉଦ୍ଧବ ସରକାରଙ୍କୁ ବିଧାନସଭାରେ ବହମତ ସାବ୍ୟସ୍ତ କରିବାକୁ ରାଜ୍ୟପାଳ ନିର୍ଦ୍ଦେଶ ଦେଇଥିଲେ ।
ଯାହାକୁ ବିରୋଧ କରି ମହାବିକାଶ ଅଘାଡି ସରକାର ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ସଂଧ୍ୟା 5 ଟାରୁ ଶୁଣାଣି ଆରମ୍ଭ ହୋଇ ପାଖାପାଖି ରାତି ସାଢେ 8 ପର୍ଯ୍ୟନ୍ତ ଚାଲିଥିଲା । ଯାହାର ରାୟ ଆସିବ ରାତି 9 ଟାରେ ।