ETV Bharat / bharat

ଦେବଭୂମିରୁ ଟଳୁନି ବିପଦ, ଉତ୍ତରାଖଣ୍ଡରେ 4 ତୀବ୍ରତାର ଭୂମିକମ୍ପ - ଉତ୍ତରାଖଣ୍ଡ ଭୂମିକମ୍ପ

ଉତ୍ତରାଖଣ୍ଡର ପିଥୋରାଗଡ ଜିଲ୍ଲାରେ 4 ତୀବ୍ରତାର ଭୂମିକମ୍ପ । ଅଧିକ ପଢନ୍ତୁ...

ଦେବଭୂମିରୁ ଟଳୁନି ବିପଦ, ଉତ୍ତରାଖଣ୍ଡରେ 4 ତୀବ୍ରତାର ଭୂମିକମ୍ପ

author img

By

Published : Feb 19, 2021, 5:31 PM IST

ଡେରାଡୁନ: ଦେବ ଭୂମିରେ ଭୁସ୍ଖଳନ ପରେ ଏଠାକାର ଜନସାଧାରଣଙ୍କ ଭୟରେ ଜୀବନ ବିତାଉଥିବା ବେଳେ କ୍ରମାଗତ ଭୂମିକମ୍ପର ଝଟକା ଛାତି ଥରାଇଦେଉଛି । ଶୁକ୍ରବାର ପୂନର୍ବାର ଭୂମିକମ୍ପରେ ଦୋହଲିଛି ଉତ୍ତରାଖଣ୍ଡ ।

ଉତ୍ତରାଖଣ୍ଡର ପିଥୋରାଗଡ ଜିଲ୍ଲାରେ ଏହି ଭୂମିକମ୍ପ ହୋଇଛି । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା 4 ରହିଥିବା ଜଣାପଡିଛି । ତେବେ ଏଥିରେ କ୍ଷୟକ୍ଷତିର କୌଣସି ସୂଚନା ମିଳିପାରିନି ।

ନିକଟରେ ଭୁସ୍ଖଳନ ଯୋଗୁଁ ଉତ୍ତରାଖଣ୍ଡରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ଭୁସ୍ଖଳନ ପରେ ବର୍ତ୍ତମାନ ସୁଦ୍ଧା 60ରୁ ଉର୍ଦ୍ଧ୍ବ ମୃତଦେହ ମିଳିସାରିଲାଣି । ଅନେକ ଏବେ ବି ନିଖୋଜ ରହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.