ETV Bharat / bharat

କମଲନାଥ ଓ ଦିବ୍ୟସିଂହ ଇତିହାସ, ବିକଶିତ ରାଷ୍ଟ୍ର ସ୍ବପ୍ନରେ ଆଗକୁ ବଢ: ଅଶ୍ବିନୀ ବୈଷ୍ଣବ - ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ଫଳାଫଳ

Madhyapradesh Assembly Election Result 2023: ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପରିଣାମ ନେଇ କଣ କହୁଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଜାଣନ୍ତୁ ।

Ashwini Vaishnaw on Madhyapradesh Election Result
Madhyapradesh Election Result 2023
author img

By ETV Bharat Odisha Team

Published : Dec 3, 2023, 1:41 PM IST

ଭୋପାଳ: ସତ ହେବାକୁ ଯାଉଛି ଏକଜିଟ ପୋଲ । ମଧ୍ୟପ୍ରଦେଶରେ ପୁଣି ଶାସନ ଗାଦିରେ ବସିବାକୁ ଯାଉଛି ବିଜେପି । କମଲନାଥ ନୁହନ୍ତି କମଳ ଫୁଟିବାକୁ ଯାଉଛି । 230 ଆସନରେ ହୋଇଥିବା ବିଧାନସଭା ନିର୍ବାଚନରେ ଭୋଟ ଗଣତି ଜାରି ରହିଛି । କିଏ ଗଢିବ ସରକାର ଆଜି ତାହା ଫଇସଲା ହୋଇଯିବ । ବର୍ତ୍ତମାନ ରିପୋର୍ଟ ଅନୁସାରେ ରାଜ୍ୟରେ ବିଜେପି ଆଗରେ ରହିଛି । 161 ଆସନରେ ଲିଡ କରୁଛି ବିଜେପି । ଏନେଇ ରାଜ୍ୟରେ ବିଜେପି କର୍ମୀଙ୍କ ସେଲିବ୍ରେସନ ଆରମ୍ଭ ହୋଇଛି । କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି ଦେଶବାସୀ ମୋଦିଙ୍କ ଗ୍ୟାରେଣ୍ଟି ଉପରେ ଭରସା କରନ୍ତି । କମଳନାଥ ଓ ଦିବ୍ୟସିଂହ ଇତିହାସ । ବିକଶିତ ରାଷ୍ଟ୍ର ସ୍ବପ୍ନରେ ଆଗକୁ ବଢ ବୋଲି ପ୍ରତିକ୍ରିୟା ରଖି କହିଛନ୍ତି ।

  • #WATCH | Madhya Pradesh: Union Minister and BJP leader Ashwini Vaishnaw says, "The entire country believes in PM Modi's guarantee and wants to join and support PM Modi's resolve to make the country developed and today's results clearly show this. Digvijaya Singh and Kamal Nath… pic.twitter.com/vu4TIfTeNy

    — ANI (@ANI) December 3, 2023 " class="align-text-top noRightClick twitterSection" data=" ">

ମଧ୍ୟପ୍ରଦେଶରେ ବିଜେପି ପୁର୍ନବାର ସରକାର କରିବ ସ୍ପଷ୍ଟ ହୋଇଛି । ଏଥିପାଇଁ ବିଜେପି କର୍ମୀ ସେଲିବ୍ରେସନ ଆରମ୍ଭ କରିସାରିଲେଣି । ଖୁସିବ୍ୟକ୍ତ କରି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି, ''ପୁରା ଦେଶବାସୀଙ୍କର ମୋଦି ଗ୍ୟାରେଣ୍ଟି ଉପରେ ଭରସା ରହିଛି । ପ୍ରତି ଭାରତୀୟଙ୍କ ମନରେ ଏହା ରହିଛି ମୋଦିଜୀ ଭାରତକୁ ବିକଶିତ ରାଷ୍ଟ୍ର ବନାଇବାକୁ ଯେଉଁ ଯଜ୍ଞ କରୁଛନ୍ତି ଏଥିରେ ସମସ୍ତେ ସହଯୋଗ କରିବାକୁ ଚାହୁଁଛନ୍ତି ଏହି ପରିଣାମ ତାର ପ୍ରମାଣ । କମଳନାଥ ଓ ଦିବ୍ୟସିଂହ ଇତିହାସ, ବିକଶିତ ରାଷ୍ଟ୍ର ସ୍ବପ୍ନରେ ଆଗକୁ ବଢ । ରାଜସ୍ଥାନରେ ମଧ୍ୟ ବିଜେପିର ଭଲ ବିଜୟ ହେବ । ଅଶୋକ ଗେହଲଟଜୀଙ୍କ ଦୁର୍ନୀତି ଉପରେ ସ୍ପଷ୍ଟ ରାୟ ଦେଇଛନ୍ତି ଜନତା ।''

  • #WATCH | Madhya Pradesh: Union Minister and BJP leader Ashwini Vaishnaw says, "This is a great victory for BJP in Madhya Pradesh. BJP government has done work, people have faith in the double-engine government, the leadership of PM Modi and the performance of CM Shivraj Singh… https://t.co/QKDZv58dRG pic.twitter.com/ki3X3VbgFQ

କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଆହୁରି କହିଛନ୍ତି,''ମଧ୍ୟପ୍ରଦେଶରେ ବିଜେପିର ଏହା ବଡ ବିଜୟ । ବିଜେପି ସରକାର ବହୁତ ଭଲ କାମ କରିଛି । ଡବଲ ଇଞ୍ଜିନ ଉପରେ ଲୋକଙ୍କ ଭରସା ଅଛି । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବ ଓ ଶିବରାଜ ସିଂହ ଚୌହାନଙ୍କ ପ୍ରଦର୍ଶନ ବଳରେ ଏହି ସଫଳତା ମିଳିଛି । ମୁଁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଉଛି ।''

ଏହା ବି ପଢନ୍ତୁ...ମୋଦିଜୀ ଏମପି ମନରେ ଆଉ ଏମପି ମୋଦିଜୀଙ୍କ ମନରେ ଅଛି: ଶିବରାଜ ସିଂହ

ଏହା ବି ପଢନ୍ତୁ...ମଧ୍ୟପ୍ରଦେଶରେ କମଳ ନା କମଳନାଥ, କିଏ ଗଢିବ ସରକାର

ପ୍ରକାଶ ଥାଉ କି ମଧ୍ୟ ପ୍ରଦେଶରେ 230 ଆସନ ବିଶିଷ୍ଟ ବିଧାନସଭା ଆସନରେ ନଭେମ୍ବର 17 ତାରିଖରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । 5 କୋଟି 60 ଲକ୍ଷ ଭୋଟଙ୍କ ହାତରେ 2533 ପ୍ରାର୍ଥୀଙ୍କ ଭାଗ୍ୟ ସିଲ ହୋଇଥିଲା । ରିପୋର୍ଟ ଲେଖା ଯିବା ସୁଦ୍ଧା ରାଜ୍ୟରେ ବିଜେପି 161 ଆସନରେ ଆଗୁଆ ରହିଛି । କଂଗ୍ରେସ 65 ଆସନରେ ଆଗୁଆ ରହିଛି । ରିପୋର୍ଟ ଲେଖା ଯିବା ସୁଦ୍ଧା ରାଜ୍ୟରେ ବିଜେପି 161 ଆସନରେ ଆଗୁଆ ରହିଛି । କଂଗ୍ରେସ 65 ଆସନରେ ଆଗୁଆ ରହିଛି । ବଡ ବିଜୟ ପଥରେ ଆଗଉଛି ବିଜେପି । ବୁଧନୀ ଆସନରେ ବିଜେପି ଶିବରାଜ ସିଂହ ଚୌହାନ ଆଗରେ ରହିଛନ୍ତି । ରାଜ୍ୟରେ ବିଜେପି ପ୍ରଥମ ବିଜୟ ହାସଲ କରିଛି । କାଳପିପଳରୁ ଭାଜପାକୁ ବିଜୟ ମିଳିଛି । ଘନଶ୍ୟାମ ଚନ୍ଦ୍ରବଂଶୀ ବାଜି ମାରି ନେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.