ETV Bharat / bharat

ଉତ୍ତରାଖଣ୍ଡରେ ଜୁନ୍ 15 ପର୍ଯ୍ୟନ୍ତ ବଢିଲା ଲକଡାଉନ

author img

By

Published : Jun 7, 2021, 9:04 AM IST

ଉତ୍ତରାଖଣ୍ଡରେ ଜୁନ୍ 15 ତାରିଖ ପର୍ଯ୍ୟନ୍ତ ଲକଡାଉନକୁ ବୃଦ୍ଧି କଲେ ଉତ୍ତରାଖଣ୍ଡ ସରକାର । ଅଧିକ ପଢନ୍ତୁ...

ଉତ୍ତରାଖଣ୍ଡରେ ଜୁନ୍ 15 ପର୍ଯ୍ୟନ୍ତ ବଢିଲା ଲକଡାଉନ
ଉତ୍ତରାଖଣ୍ଡରେ ଜୁନ୍ 15 ପର୍ଯ୍ୟନ୍ତ ବଢିଲା ଲକଡାଉନ

ଡେରାଡୁନ: କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଉତ୍ତରାଖଣ୍ଡରେ ପୁଣି ବଢିଲା ଲକଡାଉନ । ଜୁନ୍ 15 ତାରିଖ ପର୍ଯ୍ୟନ୍ତ ଲକଡାଉନକୁ ବୃଦ୍ଧି କଲେ ଉତ୍ତରାଖଣ୍ଡ ସରକାର । ଏନେଇ ନୂତନ ଗାଇଡଲାଇନ ମଧ୍ୟ ଜାରି ହୋଇଛି । ଗାଇଡଲାଇନ ଅନୁଯାଇ ଜୁନ 9ରୁ ଜୁନ୍ 14 ତାରିଖ ପର୍ଯ୍ୟନ୍ତ ଷ୍ଟୋର ଗୁଡିକ ସକାଳ 8ରୁ 1ଟା ପର୍ଯ୍ୟନ୍ତ ଖୋଲା ରହିବ ।

ପୂର୍ବ ତୁଳନାରେ ଏହି ସପ୍ତାହରେ ସରକାର ଅଧିକ ଛାଡ ଦେଇଛନ୍ତି । ଏହି ସପ୍ତାହରେ ଦୁଇ ଦିନ ପାଇଁ ଖୁଚୁରା ଦୋକାନ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି, ନିର୍ଦ୍ଦେଶ ଅନୁଯାୟୀ ମଦ ଦୋକାନ ତିନି ଦିନ ପାଇଁ ଖୋଲାଯିବ । ଉତ୍ତରାଖଣ୍ଡରେ ଶନିବାର ଦିନ 619 ନୂତନ କୋରୋନା ମାମଲା ଚିହ୍ନଟ ହୋଇଥିବା ବେଳେ 2531 ଜଣ ହୋଇଛନ୍ତି ସୁସ୍ଥ ଓବଂ 16 ଜଣ ମୃତ୍ୟୁବରଣ କରିଥିବା ଜଣାଯାଇଛି।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.