ବିହାରର ଭାଗଲପୁର ଆସନରେ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ଚୌବେ । ଅନ୍ୟପକ୍ଷେ ପାଟନାରେ ଭୋଟ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ଆର.କେ ସିଂହ । ବିହାରର କୌଣସି ସ୍ଥାନରେ ପ୍ରତିଦ୍ବନ୍ଦିତା ନଥିବା ବେଳେ ଏନଡିଏ ବିଜୟଲାଭ କରିବ ବୋଲି କହିଛନ୍ତି ଆର.କେ ସିଂହ ।
ବିହାର ବିଧାନସଭା ନିର୍ବାଚନ: ସଂଧ୍ୟା 5ଟା ସୁଦ୍ଧା 51.80% ମତଦାନ - ବିହାର ବିଧାନସଭା ନିର୍ବାଚନ
17:43 November 03
ଭାଗଲପୁରରେ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ଚୌବେଙ୍କ ମତଦାନ
17:41 November 03
ବିହାର ବିଧାନସଭା ନିର୍ବାଚନ: ସଂଧ୍ୟା 5ଟା ସୁଦ୍ଧା 51.80% ମତଦାନ
ବିହାରରେ ଦ୍ବିତୀୟ ମତଦାନ ଜାରି ରହିଛି । ସଂଧ୍ୟା 5ଟା ସୁଦ୍ଧା 51.80 ପ୍ରତିଶତ ମତଦାନ ହୋଇଥିବା ଜଣାପଡିଛି ।
15:35 November 03
ବିହାର ବିଧାନସଭା ନିର୍ବାଚନ: ଦିନ 3ଟା ସୁଦ୍ଧା 44.51% ମତଦାନ
ବିହାରରେ ଜାରି ରହିଛି ଦ୍ବିତୀୟ ପର୍ଯ୍ୟାୟ ମତଦାନ । ଦିନ 3ଟା ସୁଦ୍ଧା 44.51 ପ୍ରତିଶତ ମତଦାନ ହୋଇଥିବା ଜଣାପଡିଛି ।
14:23 November 03
1 ଟା ସୁଦ୍ଧା ବିହାରରେ 32.82% ମତଦାନ
ପାଟନା: ବିହାର ବିଧାନସଭା ନିର୍ବାଚନ ଲାଗି ଦ୍ବିତୀୟ ଭୋଟିଂ ଜାରି । 12ଟା ସୁଦ୍ଧା ଭୋଟିଂ ଦେଲେ 32.82% ମତଦାତା ।
13:41 November 03
12 ଟା ସୁଦ୍ଧା 32.68% ମତଦାନ
ପାଟନା: ବିହାର ବିଧାନସଭା ନିର୍ବାଚନ ଲାଗି ଦ୍ବିତୀୟ ଭୋଟିଂ ଜାରି । 12ଟା ସୁଦ୍ଧା ଭୋଟିଂ ଦେଲେ 32.68 ପ୍ରତିଶତ । ମତଦାନ ରେସରେ ସବୁଠାରୁ ପଛରେ ରହିଛି ପାଟନା ।
13:15 November 03
ଭୋଟିଂ ଟପରେ ମୁଜାଫରପୁର, ଦରଭଙ୍ଗାରେ ସବୁଠାରୁ କମ 15.65 %
ପାଟନା: ଦିନ 11 ସୁଦ୍ଧା ମଜାଫରପୁରରେ ସର୍ବାଧିକ ଭୋଟିଂ ହୋଇଛି । 15.65 ପ୍ରତିଶତ ସହ ସବୁଠାରୁ କମ ମତଦାନ ଦରଭଙ୍ଗାରେ ।
11:44 November 03
ଭୋଟ ଦେଲେ କେନ୍ଦ୍ରମନ୍ତ୍ରୀ ରବି ଶଙ୍କର ପ୍ରସାଦ
ପାଟନା: ବିହାରରେ ଦ୍ବିତୀୟ ପର୍ଯ୍ୟାୟ ଭୋଟିଂ ଜାରି ରହିଛି । କେନ୍ଦ୍ର ମନ୍ତ୍ରୀ ତଥା ବିଜେପି ନେତା ରବି ଶଙ୍କର ପ୍ରସାଦ ପାଟନାରେ ଭୋଟ୍ ଦେଇଛନ୍ତି ।
11:42 November 03
ଦିନ 11ଟା ସୁଦ୍ଧା 19.26 ପ୍ରତିଶତ ଭୋଟ
ପାଟନା: ବିହାର ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ମତଦାନ ଜାରି ରହିଛି । ଦିନ 11 ଟା ସୁଦ୍ଧା ଭୋଟ ଦେଲେଣି 19.26 ପ୍ରତିଶତ ଲୋକ ।
11:38 November 03
ନାଳନ୍ଦାରେ ଇଭିଏମ ମେସିନ ଖରାପ
ପାଟନା: ନାଲନ୍ଦାର ରାଜଗିରରେ ଇଭିଏମ୍ ମେସିନ୍ ରେ ତ୍ରୁଟି । ବୁଥ୍ ନଂ 126-27 ରେ ମେସିନ ଖରାପ ପରେ ଲୋକଙ୍କ ହଙ୍ଗମା ।
09:50 November 03
ମତାଧିକାର ସାବ୍ୟସ୍ତ କଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
ପାଟନା: ବିହାର ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ମତଦାନ ଜାରି ରହିଛି । ବୁଥରେ ପହଞ୍ଚି ମତାଧିକାର ସାବ୍ୟସ୍ତ କଲେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ।
09:45 November 03
ମାଆ ରାବ୍ରି ଦେବୀଙ୍କ ସହ ପୁଅ ତେଜସ୍ବୀ ଯାଦବ ଦେଲେ ଭୋଟ
ପାଟନା: ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରି ଦେବୀଙ୍କ ସହ ପୁଅ ତେଜସ୍ବୀ ଯାଦବ ସାବ୍ୟସ୍ତ କଲେ ନିଜ ମତଦାନ । ପାଟଣାର ପ୍ରାଣୀ ଚିକିତ୍ସା ମହାବିଦ୍ୟାଳୟର ବୁଥରେ ପହଞ୍ଚି ଭୋଟ ଦେଇଛନ୍ତି ।
09:38 November 03
ସକାଳ 9ଟା ସୁଦ୍ଧା 08.02 ପ୍ରତିଶତ ମତ ସାବ୍ୟସ୍ତ
ପାଟନା: ବିହାର ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ମତଦାନ ଜାରି ରହିଛି । ସକାଳ 9 ସୁଦ୍ଧା 08.02 ପ୍ରତିଶତ ମତଦାନ ସାବ୍ୟସ୍ତ ହୋଇଛି ।
08:05 November 03
ସକାଳ 8ଟା ସୁଦ୍ଧା 3.7 ପ୍ରତିଶତ ମତ ସାବ୍ୟସ୍ତ
ପାଟନା: ବିହାର ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ମତଦାନ ଜାରି ରହିଛି । ସକାଳ 8 ସୁଦ୍ଧା 3.7 ପ୍ରତିଶତ ମତଦାନ ସାବ୍ୟସ୍ତ ହୋଇଛି ।
07:48 November 03
ଜେଡିୟୁ ପ୍ରାର୍ଥୀ ନରେନ୍ଦ୍ର ପ୍ରସାଦ ସିଂହ ଗିରଫ
ପାଟନା: ଆଚାରଣ ବିଧି ଉଲ୍ଲଙ୍ଘନ ଅଭିଯୋଗରେ ଜେଡିୟୁ ପ୍ରାର୍ଥୀ ନରେନ୍ଦ୍ର ପ୍ରସାଦ ସିଂ ଗିରଫ । ମଟିହାନୀ ବିଧାନସଭାର ବିଧାୟକ ନରେନ୍ଦ୍ର ସିଂହ । ବିଧାୟକଙ୍କୁ ମିଳିଲା ଜାମିନ ।
07:41 November 03
ଭୋଟ ଦେଲେ ଚିରାଗ ପାଶୱାନ
ପାଟନା: ମତଦାନ ଦେଲେ ଏଲପିଜି ସଭାପତି ଚିରାଗ ପାଶୱାନ । ଖଗରିଆର ନିର୍ବାଚନମଣ୍ଡଳୀରୁ ନିଜର ମତ ସାବ୍ୟସ୍ତ କରିଛନ୍ତି ।
07:35 November 03
ମତଦାନ ସାବ୍ୟସ୍ତ କଲେ ବିହାର ଉପମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ
ପାଟନା: ମତଦାନ ସାବ୍ୟସ୍ତ କଲେ ବିହାର ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି । ରାଜ୍ୟପାଳ ଫାଗୁ ଚୌହାନ ମଧ୍ୟ କନିଆ ମଧ୍ୟ ବିଦ୍ୟାଳୟରେ ପହଞ୍ଚି ଭୋଟ ଦେଇଛନ୍ତି ।
07:20 November 03
ଭୋଟ ପାଇଁ ଅପିଲ କଲେ ମୋଦି
ପାଟନା: ବିହାର ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ଭୋଟିଂ ଆରମ୍ଭ ହୋଇଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଭାରି ମତରେ ମତଦାନ ଦେବାକୁ ବିହାରବାସୀଙ୍କୁ କଲେ ଅପିଲ ।
06:53 November 03
ବିହାରରେ ଆଜି ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଭୋଟିଂ ଆରମ୍ଭ
ପାଟନା : ଆରମ୍ଭ ହୋଇଛି ବିହାର ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ମତଦାନ । ସକାଳୁ 7ଟାରୁ 17 ଜିଲ୍ଲାର 94ଟି ଆସନ ପାଇଁ ଚାଲିଛି ଭୋଟିଂ । କୋରୋନା ଗାଇଡଲାଇନ ସହ ଭୋଟିଂ ଦେଉଛନ୍ତି ଜନତା । ଏହି ପର୍ଯ୍ୟାୟରେ ଆରେଜେଡି ନେତା ତେଜସ୍ବୀ ଯାଦବଙ୍କ ଭାଗ୍ୟ ପରୀକ୍ଷା ହେବ ।