ETV Bharat / bharat

ବିହାର ବିଧାନସଭା ନିର୍ବାଚନ: ସଂଧ୍ୟା 5ଟା ସୁଦ୍ଧା 51.80% ମତଦାନ

author img

By

Published : Nov 3, 2020, 7:06 AM IST

Updated : Nov 3, 2020, 5:51 PM IST

ବିହାରରେ ଆଜି ଦ୍ବିତୀୟ ପର୍ଯ୍ୟାୟ ଭୋଟ
ବିହାରରେ ଆଜି ଦ୍ବିତୀୟ ପର୍ଯ୍ୟାୟ ଭୋଟ

17:43 November 03

ଭାଗଲପୁରରେ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ଚୌବେଙ୍କ ମତଦାନ

ବିହାରର ଭାଗଲପୁର ଆସନରେ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ଚୌବେ । ଅନ୍ୟପକ୍ଷେ ପାଟନାରେ ଭୋଟ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ଆର.କେ ସିଂହ । ବିହାରର କୌଣସି ସ୍ଥାନରେ ପ୍ରତିଦ୍ବନ୍ଦିତା ନଥିବା ବେଳେ ଏନଡିଏ ବିଜୟଲାଭ କରିବ ବୋଲି କହିଛନ୍ତି ଆର.କେ ସିଂହ ।

17:41 November 03

ବିହାର ବିଧାନସଭା ନିର୍ବାଚନ: ସଂଧ୍ୟା 5ଟା ସୁଦ୍ଧା 51.80% ମତଦାନ

ବିହାରରେ ଦ୍ବିତୀୟ ମତଦାନ ଜାରି ରହିଛି । ସଂଧ୍ୟା 5ଟା ସୁଦ୍ଧା 51.80 ପ୍ରତିଶତ ମତଦାନ ହୋଇଥିବା ଜଣାପଡିଛି ।

15:35 November 03

ବିହାର ବିଧାନସଭା ନିର୍ବାଚନ: ଦିନ 3ଟା ସୁଦ୍ଧା 44.51% ମତଦାନ

ବିହାରରେ ଜାରି ରହିଛି ଦ୍ବିତୀୟ ପର୍ଯ୍ୟାୟ ମତଦାନ । ଦିନ 3ଟା ସୁଦ୍ଧା 44.51 ପ୍ରତିଶତ ମତଦାନ ହୋଇଥିବା ଜଣାପଡିଛି ।

14:23 November 03

1 ଟା ସୁଦ୍ଧା ବିହାରରେ 32.82% ମତଦାନ

1 ଟା ସୁଦ୍ଧା ବିହାରରେ 32.82% ମତଦାନ
1 ଟା ସୁଦ୍ଧା ବିହାରରେ 32.82% ମତଦାନ

ପାଟନା: ବିହାର ବିଧାନସଭା ନିର୍ବାଚନ ଲାଗି ଦ୍ବିତୀୟ ଭୋଟିଂ ଜାରି । 12ଟା ସୁଦ୍ଧା ଭୋଟିଂ ଦେଲେ 32.82% ମତଦାତା । 

13:41 November 03

12 ଟା ସୁଦ୍ଧା 32.68% ମତଦାନ

ପାଟନା: ବିହାର ବିଧାନସଭା ନିର୍ବାଚନ ଲାଗି ଦ୍ବିତୀୟ ଭୋଟିଂ ଜାରି । 12ଟା ସୁଦ୍ଧା ଭୋଟିଂ ଦେଲେ 32.68 ପ୍ରତିଶତ । ମତଦାନ ରେସରେ ସବୁଠାରୁ ପଛରେ ରହିଛି ପାଟନା । 

13:15 November 03

ଭୋଟିଂ ଟପରେ ମୁଜାଫରପୁର, ଦରଭଙ୍ଗାରେ ସବୁଠାରୁ କମ 15.65 %

ଭୋଟିଂ ଟପରେ ମୁଜାଫରପୁର
ଭୋଟିଂ ଟପରେ ମୁଜାଫରପୁର

ପାଟନା: ଦିନ 11 ସୁଦ୍ଧା ମଜାଫରପୁରରେ ସର୍ବାଧିକ ଭୋଟିଂ ହୋଇଛି । 15.65 ପ୍ରତିଶତ ସହ ସବୁଠାରୁ କମ ମତଦାନ ଦରଭଙ୍ଗାରେ ।

11:44 November 03

ଭୋଟ ଦେଲେ କେନ୍ଦ୍ରମନ୍ତ୍ରୀ ରବି ଶଙ୍କର ପ୍ରସାଦ

ପାଟନା: ବିହାରରେ ଦ୍ବିତୀୟ ପର୍ଯ୍ୟାୟ ଭୋଟିଂ ଜାରି ରହିଛି । କେନ୍ଦ୍ର ମନ୍ତ୍ରୀ ତଥା ବିଜେପି ନେତା ରବି ଶଙ୍କର ପ୍ରସାଦ ପାଟନାରେ ଭୋଟ୍ ଦେଇଛନ୍ତି ।

11:42 November 03

ଦିନ 11ଟା ସୁଦ୍ଧା 19.26 ପ୍ରତିଶତ ଭୋଟ

ପାଟନା:  ବିହାର ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ମତଦାନ ଜାରି ରହିଛି । ଦିନ 11 ଟା ସୁଦ୍ଧା ଭୋଟ ଦେଲେଣି 19.26 ପ୍ରତିଶତ ଲୋକ ।

11:38 November 03

ନାଳନ୍ଦାରେ ଇଭିଏମ ମେସିନ ଖରାପ

ପାଟନା: ନାଲନ୍ଦାର ରାଜଗିରରେ ଇଭିଏମ୍ ମେସିନ୍ ରେ ତ୍ରୁଟି । ବୁଥ୍ ନଂ 126-27 ରେ ମେସିନ ଖରାପ ପରେ ଲୋକଙ୍କ ହଙ୍ଗମା ।

09:50 November 03

ମତାଧିକାର ସାବ୍ୟସ୍ତ କଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର

ପାଟନା: ବିହାର ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ମତଦାନ  ଜାରି ରହିଛି । ବୁଥରେ ପହଞ୍ଚି ମତାଧିକାର ସାବ୍ୟସ୍ତ କଲେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ।

09:45 November 03

ମାଆ ରାବ୍ରି ଦେବୀଙ୍କ ସହ ପୁଅ ତେଜସ୍ବୀ ଯାଦବ ଦେଲେ ଭୋଟ

ପାଟନା: ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରି ଦେବୀଙ୍କ ସହ ପୁଅ ତେଜସ୍ବୀ ଯାଦବ ସାବ୍ୟସ୍ତ କଲେ ନିଜ ମତଦାନ । ପାଟଣାର ପ୍ରାଣୀ ଚିକିତ୍ସା ମହାବିଦ୍ୟାଳୟର ବୁଥରେ ପହଞ୍ଚି ଭୋଟ ଦେଇଛନ୍ତି । 

09:38 November 03

ସକାଳ 9ଟା ସୁଦ୍ଧା 08.02 ପ୍ରତିଶତ ମତ ସାବ୍ୟସ୍ତ

ବିହାର ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ
ବିହାର ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ

ପାଟନା: ବିହାର ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ମତଦାନ  ଜାରି ରହିଛି । ସକାଳ 9 ସୁଦ୍ଧା 08.02 ପ୍ରତିଶତ ମତଦାନ ସାବ୍ୟସ୍ତ ହୋଇଛି ।

08:05 November 03

ସକାଳ 8ଟା ସୁଦ୍ଧା 3.7 ପ୍ରତିଶତ ମତ ସାବ୍ୟସ୍ତ

ପାଟନା: ବିହାର ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ମତଦାନ  ଜାରି ରହିଛି । ସକାଳ 8 ସୁଦ୍ଧା 3.7 ପ୍ରତିଶତ ମତଦାନ ସାବ୍ୟସ୍ତ ହୋଇଛି ।

07:48 November 03

ଜେଡିୟୁ ପ୍ରାର୍ଥୀ ନରେନ୍ଦ୍ର ପ୍ରସାଦ ସିଂହ ଗିରଫ

ପାଟନା: ଆଚାରଣ ବିଧି ଉଲ୍ଲଙ୍ଘନ ଅଭିଯୋଗରେ ଜେଡିୟୁ ପ୍ରାର୍ଥୀ ନରେନ୍ଦ୍ର ପ୍ରସାଦ ସିଂ ଗିରଫ । ମଟିହାନୀ ବିଧାନସଭାର ବିଧାୟକ ନରେନ୍ଦ୍ର ସିଂହ । ବିଧାୟକଙ୍କୁ ମିଳିଲା ଜାମିନ । 

07:41 November 03

ଭୋଟ ଦେଲେ ଚିରାଗ ପାଶୱାନ

ଭୋଟ ଦେଲେ ଚିରାଗ ପାଶୱାନ
ଭୋଟ ଦେଲେ ଚିରାଗ ପାଶୱାନ

ପାଟନା: ମତଦାନ ଦେଲେ ଏଲପିଜି ସଭାପତି ଚିରାଗ ପାଶୱାନ । ଖଗରିଆର ନିର୍ବାଚନମଣ୍ଡଳୀରୁ ନିଜର ମତ ସାବ୍ୟସ୍ତ କରିଛନ୍ତି ।

07:35 November 03

ମତଦାନ ସାବ୍ୟସ୍ତ କଲେ ବିହାର ଉପମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ

ମତଦାନ ସାବ୍ୟସ୍ତ କଲେ ରାଜ୍ୟପାଳ ଫାଗୁ ଚୌହାନ
ମତଦାନ ସାବ୍ୟସ୍ତ କଲେ ରାଜ୍ୟପାଳ ଫାଗୁ ଚୌହାନ

ପାଟନା: ମତଦାନ ସାବ୍ୟସ୍ତ କଲେ ବିହାର ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି । ରାଜ୍ୟପାଳ ଫାଗୁ ଚୌହାନ ମଧ୍ୟ କନିଆ ମଧ୍ୟ ବିଦ୍ୟାଳୟରେ ପହଞ୍ଚି ଭୋଟ ଦେଇଛନ୍ତି ।

07:20 November 03

ଭୋଟ ପାଇଁ ଅପିଲ କଲେ ମୋଦି

ଭୋଟ ପାଇଁ ଅପିଲ କଲେ ମୋଦି
ଭୋଟ ପାଇଁ ଅପିଲ କଲେ ମୋଦି

ପାଟନା: ବିହାର ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ଭୋଟିଂ ଆରମ୍ଭ ହୋଇଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଭାରି ମତରେ ମତଦାନ ଦେବାକୁ ବିହାରବାସୀଙ୍କୁ କଲେ ଅପିଲ ।

06:53 November 03

ବିହାରରେ ଆଜି ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଭୋଟିଂ ଆରମ୍ଭ

ପାଟନା : ଆରମ୍ଭ ହୋଇଛି ବିହାର ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ମତଦାନ । ସକାଳୁ 7ଟାରୁ 17 ଜିଲ୍ଲାର 94ଟି ଆସନ ପାଇଁ  ଚାଲିଛି ଭୋଟିଂ । କୋରୋନା ଗାଇଡଲାଇନ ସହ ଭୋଟିଂ ଦେଉଛନ୍ତି ଜନତା । ଏହି ପର୍ଯ୍ୟାୟରେ ଆରେଜେଡି ନେତା ତେଜସ୍ବୀ ଯାଦବଙ୍କ ଭାଗ୍ୟ ପରୀକ୍ଷା ହେବ । 

Last Updated : Nov 3, 2020, 5:51 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.