ETV Bharat / bharat

କେରଳରେ ୨୦,୨୪୦ ନୂଆ ଆକ୍ରାନ୍ତ ଚିହ୍ନଟ, ଗୋଟିଏ ଦିନରେ ୬୭ ମୃତ

author img

By

Published : Sep 12, 2021, 10:44 PM IST

ଗତ 24 ଘଣ୍ଟା ମଧ୍ୟରେ 1,15 575 ନମୁନା ପରୀକ୍ଷା କରିବା ପରେ କେରଳରେ ଟେଷ୍ଟ ପଜିଟିଭିଟି ରେଟ୍ 17.51 ପ୍ରତିଶତରେ ରେକର୍ଡ କରାଯାଇଛି । ଅଧିକ ପଢନ୍ତୁ...

Kerala posts 20,240 fresh COVID cases, 67 deaths
କେରଳରେ ୨୦,୨୪୦ ନୂଆ ଆକ୍ରାନ୍ତ ଚିହ୍ନଟ,ଗୋଟିଏ ଦିନରେ ୬୭ ମୃତ୍ୟୁ

ଥିରୁଅନନ୍ତପୁରମ: କେରଳ ରବିବାର 20,240 ନୂତନ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହା ରାଜ୍ୟରେ ମୋଟ ସଂକ୍ରମଣକୁ 43,75,431କୁ ବୃଦ୍ଧି ପାଇଛି । ସେହିପରି ରାଜ୍ୟରେ ଆଜି 67 ମୃତ୍ୟୁବରଣ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ 22,551 ଜଣ ମୃତ୍ୟୁ ଘଟିଥିବା ସରକାର ସୂଚନା ଦେଇଛନ୍ତି ।

ଗତ 24 ଘଣ୍ଟା ମଧ୍ୟରେ 1,15,575 ନମୁନା ପରୀକ୍ଷା କରାଯାଇଥିବାବେଳେ ପଜିଟିଭିଟି ରେଟ୍ 17.51 ​​ପ୍ରତିଶତରେ ରେକର୍ଡ କରାଯାଇଛି । ଶନିବାର ରାଜ୍ୟରେ 41,30,065 କୋରୋନା ଆକ୍ରାନ୍ତଙ୍କ ମଧ୍ୟରୁ 29,710 ଲୋକ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ରାଜ୍ୟରେ ସକ୍ରିୟ ମାମଲା ସଂଖ୍ୟା 2,22,255 ରହିଛି । ରାଜ୍ୟର 14ଟି ଜିଲ୍ଲା ମଧ୍ୟରେ ଏର୍ନାକୁଲମ୍ ସର୍ବାଧିକ ସଂଖ୍ୟକ ମାମଲା ରେକର୍ଡ କରିଛନ୍ତି, ଯେଉଁଥିରେ 2,572, ଟିସିସୁର 2,451, ଥିରୁବନନ୍ତପୁରମ୍ 1,884, କୋଝିକୋଡ 1805, କୋଟାୟାମ 1780, କୋଲାମ 1,687, ପାଲକଡ 1,644, ମାଲାପୁରାମ 1,546, କନ୍ନୁର 1,217 ଏବଂ ଆଲାପୁଜା 1,197 ଚିହ୍ନଟ କରାଯାଇଛି ।

ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ତ୍ତମାନ 6,03,315 ଲୋକ ନଜର ରଖାଯାଇଛି , ସେମାନଙ୍କ ମଧ୍ୟରୁ 5,72,761 ହୋମ କ୍ବାରେଣ୍ଟାଇନରେ ଥିବାବେଳେ 30,554 ଡାକ୍ତରଖାନାରେ ଅଛନ୍ତି। ସୂଚନାଥାଉକି ସାରା ଦେଶରେ ବର୍ତ୍ତମାନ ତୃତୀୟ ୱେଭର ଆଶଙ୍କା ଦେଖାଦେଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.