ETV Bharat / bharat

ପରଲୋକରେ ନେତାଜୀଙ୍କ ନିଖୋଜ ଉପରୁ ପରଦା ଉଠାଇବାର ଦାୟିତ୍ବ ନେଇଥିବା ଜଷ୍ଟିସ - justice-manoj-mukherjee

ପୂର୍ବତନ ବିଚାରପତି ମନୋଜ ମୁଖାର୍ଜୀଙ୍କ ଦେହାନ୍ତ । ଜଷ୍ଟିସ ମନୋଜ ମୁଖାର୍ଜୀଙ୍କ ନେତୃତ୍ବରେ ମୁଖାର୍ଜୀ ଆୟୋଗ 1999ରେ ନେତାଜୀଙ୍କ ନିଖୋଜ ରହସ୍ୟ ଉନ୍ମୋଚନ ପାଇଁ ଗଠନ କରାଯାଇଥିଲା। ଅଧିକ ପଢନ୍ତୁ...

ପରଲୋକରେ ନେତାଜୀଙ୍କ ନିଖୋଜ ଉପରୁ ପରଦା ଉଠାଇବାର ଦାୟିତ୍ବ ନେଇଥିବା ଜଷ୍ଟିସ

author img

By

Published : Apr 18, 2021, 10:19 PM IST

କୋଲକାତା: ପୂର୍ବତନ ବିଚାରପତି ମନୋଜ ମୁଖାର୍ଜୀଙ୍କ ଦେହାନ୍ତ । 87 ବର୍ଷରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ମନୋଜ । ଭାରତୀୟ ଇତିହାସରେ ମୁଖାର୍ଜୀଙ୍କ ରହିଥିଲା ଗୁରୁତ୍ବପୂର୍ଣ୍ଣ ଭୂମିକା ।

ଜଷ୍ଟିସ ମନୋଜ ମୁଖାର୍ଜୀ ବମ୍ବେ ଓ ଆହ୍ଲାବାଦ ହାଇକୋର୍ଟର ବିଚାରପତି ଥିଲେ । ପରେ ସେ ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ । ଅବସର ପରେ ତାଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଥିଲା ମୁଖାର୍ଜୀ କମିଶନ ।

1945 ବିମାନ ଦୁର୍ଘଟଣାରେ ନେତାଜୀଙ୍କ ଦେହାନ୍ତ ହୋଇଛି କି ନାହିଁ ତାହା ଅନୁସନ୍ଧାନ କରିବାକୁ କମିଶନଙ୍କୁ ମୁଖାର୍ଜୀ କମିଶନକୁ ଦାୟିତ୍ବ ଦିଆଯାଇଥିଲା । ଜଷ୍ଟିସ ମନୋଜ ମୁଖାର୍ଜୀଙ୍କ ନେତୃତ୍ବରେ ମୁଖାର୍ଜୀ ଆୟୋଗ 1999ରେ ନେତାଜୀଙ୍କ ନିଖୋଜ ରହସ୍ୟ ଉନ୍ମୋଚନ ପାଇଁ ଗଠନ କରାଯାଇଥିଲା।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.