ETV Bharat / bharat

ଦିଲ୍ଲୀ ଏମ୍ସରେ ଭର୍ତ୍ତି ହେଲେ ଜୁଏଲ ଓରାମ

author img

By

Published : Apr 26, 2021, 8:31 PM IST

କୋରୋନା ପଜିଟିଭ ଚିହ୍ନଟ ହେବା ପରେ ସତର୍କତାମୂଳକ ପଦକ୍ଷେପ ଭାବେ ନୂଆଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଥିବା ସୂଚନା ଦେଇଛନ୍ତି ଜୁଏଲ ଓରାମ । ଅଧିକ ପଢନ୍ତୁ...

ଦିଲ୍ଲୀ ଏମ୍ସରେ ଭର୍ତ୍ତି ହେଲେ ଜୁଏଲ ଓରାମ
ଦିଲ୍ଲୀ ଏମ୍ସରେ ଭର୍ତ୍ତି ହେଲେ ଜୁଏଲ ଓରାମ

ନୂଆଦିଲ୍ଲୀ: ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଛନ୍ତି ବିଜେପି ଲୋକସଭା ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ । କୋରୋନାରେ ଆକ୍ରାନ୍ତ ହୋଇଥିଲେ ଜୁଏଲ । ତେବେ କୋରୋନା ପଜିଟିଭ ଚିହ୍ନଟ ହେବା ପରେ ସତର୍କତାମୂଳକ ପଦକ୍ଷେପ ଭାବେ ନୂଆଦିଲ୍ଲୀର ଏମ୍ସରେ ଭର୍ତ୍ତି ହୋଇଥିବା ସୂଚନା ଦେଇଛନ୍ତି ଜୁଏଲ ଓରାମ ।

ବିଜେପି ନେତା ଜୁଏଲ ଓରାମ ଟ୍ବିଟ କରି କହିଛନ୍ତି, ମୁଁ ଏବେ ସୁସ୍ଥ ଅଛି । ତେବେ ଆରୋଗ୍ୟ କାମନା କରିଥିବା ସମସ୍ତ ଶୁଭେଚ୍ଛୁଙ୍କୁ ଧନ୍ୟବାଦ ଜଣାଇଛନ୍ତି ଜୁଏଲ ।

ଦିଲ୍ଲୀ ଏମ୍ସରେ ଭର୍ତ୍ତି ହେଲେ ଜୁଏଲ ଓରାମ
ଦିଲ୍ଲୀ ଏମ୍ସରେ ଭର୍ତ୍ତି ହେଲେ ଜୁଏଲ ଓରାମ

ଶନିବାର କୋରୋନାରେ ଆକ୍ରାନ୍ତ ହୋଇଥିଲେ ସୁନ୍ଦରଗଡ ସାଂସଦ ଜୁଏଲ ଓରାମ । କୋଭିଡ ରିପୋର୍ଟ ପଜିଟିଭ ଆସିଥିବା ଟ୍ବିଟ କରି କହିଥିଲେ ଜୁଏଲ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.