ETV Bharat / bharat

ଅସ୍ତ୍ରବିରତି ଉଲ୍ଲଂଘନ ଚୁକ୍ତିନାମାକୁ ସ୍ବାଗତ କଲେ LOC ବାସିନ୍ଦା

ସମସ୍ତ ରାଜନୈତିକ ଦଳ ପାକିସ୍ତାନ ଏବଂ ଭାରତ ମଧ୍ୟରେ ସାମରିକ ସ୍ତରୀୟ ଆଲୋଚନା ଏବଂ LOC ଉପରେ ଦୁଇ ଦେଶ ମଧ୍ୟରେ ଅସ୍ତ୍ରବିରତି ଉଲ୍ଲଂଘନ ଚୁକ୍ତିନାମାକୁ ସ୍ବାଗତ କରିଛନ୍ତି । ଅଧିକ ପଢନ୍ତୁ...

author img

By

Published : Feb 27, 2021, 2:38 PM IST

ଅସ୍ତ୍ରବିରତି ଉଲ୍ଲଂଘନ ଚୁକ୍ତିନାମାକୁ ସ୍ବାଗତ କଲେ ସୀମାନ୍ତ ବାସିନ୍ଦା

ଶ୍ରୀନଗର: ସମସ୍ତ ରାଜନୈତିକ ଦଳ ପାକିସ୍ତାନ ଏବଂ ଭାରତ ମଧ୍ୟରେ ସାମରିକ ସ୍ତରୀୟ ଆଲୋଚନା ଏବଂ LOC ଉପରେ ଦୁଇ ଦେଶ ମଧ୍ୟରେ ଅସ୍ତ୍ରବିରତି ଉଲ୍ଲଂଘନ ଚୁକ୍ତିନାମାକୁ ସ୍ବାଗତ କରିଛନ୍ତି।

ସେଠାରେ ରହୁଥିବା ଲକ୍ଷ ଲକ୍ଷ ଲୋକ ମଧ୍ୟ ଏଥିପାଇଁ ଦୁଇ ଦେଶର ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଉଭୟ ଦେଶର ଗୁଳି ବିନିମୟ ଯୋଗୁଁ ଦୁଇ ଦେଶ ମଧ୍ୟରେ LOC ରେ ରହୁଥିବା ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। କ୍ରମାଗତ ଭାବେ ସେମାନେ ଅର୍ଥନୈତିକ କ୍ଷତିର ସମ୍ମୁଖୀନ ହୁଅନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.