ETV Bharat / bharat

ଦୁଇ ଦିନିଆ ଜର୍ଜିଆ ଗସ୍ତରେ ଏସ ଜୟଶଙ୍କର

author img

By

Published : Jul 9, 2021, 10:38 AM IST

ଆଜିଠୁ ଦୁଇ ଦିନିଆ ଜର୍ଜିଆ ଗସ୍ତରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର । ଜର୍ଜିଆ ସ୍ବାଧୀନ ହେବାପରେ ଏହା ଭାରତୀୟ ବୈଦେଶିକ ମନ୍ତ୍ରୀଙ୍କ ପ୍ରଥମ ଗସ୍ତ । ଅଧିକ ପଢନ୍ତୁ...

ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର
ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର

ନୂଆଦିଲ୍ଲୀ: ଆଜିଠାରୁ ଦୁଇ ଦିନିଆ ଜର୍ଜିଆ ଗସ୍ତରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର । ଏ ନେଇ ତାଙ୍କୁ ଜର୍ଜିଆର ଉପପ୍ରଧାନମନ୍ତ୍ରୀ ଓ ବୈଦେଶିକ ମନ୍ତ୍ରୀ ନିମନ୍ତ୍ରଣ କରିଛନ୍ତି । ଜର୍ଜିଆ ସ୍ବାଧୀନ ହେବାପରେ ଏହା ଭାରତୀୟ ବୈଦେଶିକ ମନ୍ତ୍ରୀଙ୍କ ପ୍ରଥମ ଗସ୍ତ ବୋଲି କହିଛି ବୈଦେଶିକ ମନ୍ତ୍ରଣାଳୟ ।

ଏହି ଗସ୍ତରେ ଇଏଏମ ଦ୍ବିପାକ୍ଷିକ ସମ୍ପର୍କକୁ ନେଇ ବୈଠକ ହେବ ବୋଲି ସୂଚନା ମିଳିଛି । ଏହା ସହିତ ରହିଥିବା ବିଭିନ୍ନ ଆଞ୍ଚଳିକ ଓ ବିଶ୍ବସ୍ତରୀୟ ସ୍ବାର୍ଥ ସମ୍ପର୍କ ମତାମତ ବିନିମୟ କରିବେ । ଏହି ଗସ୍ତ ସମୟରେ ସେ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେବାର ନେଇ ଆଶା କରାଯାଉଛି ।

ବୈଦେଶିକ ବ୍ୟାପାର ମନ୍ତ୍ରୀ ଜର୍ଜିଆର ରାଣୀ କେଟେନଭାନ ରିଲିକକୁ ଜିର୍ଜିଆ ସରକାର ଓ ଲୋକଙ୍କୁ ହସ୍ତାନ୍ତର କରିବେ । ଏହା ସହିତ ତବିଲିସି ସହରରେ ନୂତନ ଭାବେ ନିର୍ମିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ ଉନ୍ମେଚନ କରିବେ । ଏହି ଗସ୍ତ ଭାରତ ଓ ଜର୍ଜିଆ ମଧ୍ୟରେ ଘନିଷ୍ଠ ଏବଂ ଆନ୍ତରିକ ସମ୍ପର୍କକୁ ଆହୁରି ସୁଦୃଢ କରିବ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.