ETV Bharat / bharat

UAV Crashes In Jaisalmer: ବାୟୁସେନା ଡ୍ରୋନ ଦୁର୍ଘଟଣାଗ୍ରସ୍ତ, ତଦନ୍ତ ଆରମ୍ଭ

author img

By

Published : Apr 4, 2022, 8:53 PM IST

ରାଜସ୍ଥାନର ଜୈସେଲମାରରେ ଭାରତୀୟ ବାୟୁସେନାର ଏକ ଲଢୁଆ ଡ୍ରୋନ ଦୁର୍ଘଟଣାଗ୍ରସ୍ତ । ସ୍ପଷ୍ଟ ହୋଇନାହିଁ କାରଣ, ତଦନ୍ତ ଆରମ୍ଭ । ଅଧିକ ପଢନ୍ତୁ

ରାଜସ୍ଥାନର ଜୈସାଲମେରରେ ସେନା ଡ୍ରୋନ ଦୁର୍ଘଟଣାଗ୍ରସ୍ତ, ସ୍ପଷ୍ଟ ହୋଇନି କାରଣ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ଏକ ପାଇଲଟ ବିହୀନ ଯାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ରାଜସ୍ଥାନର ଜୈସେଲମାରରେ ଏକ ଲଢୁଆ ଡ୍ରୋନ କ୍ରାସ୍ ଲ୍ୟାଣ୍ଡିଂ କରିଥିବା ସୂଚନା ରହିଛି ଯ ଆଜି (ସୋମବାର) ଅପରାହ୍ନରେ ଏହି ଅଘଟଣ ଘଟିଥିବା ବେଳେ କାରଣ ସମ୍ପର୍କରେ ବର୍ତ୍ତମାନ ସୁଦ୍ଧା ଜଣା ପଡିନାହିଁ । ଘଟଣାର ତଦନ୍ତ ଜାରି ରହିଥିବା ବାୟୁସେନାର ଜଣେ ଅଧିକାରୀ କହିଛନ୍ତି ।

  • An Unmanned Aerial Vehicle (UAV) of the Indian Air Force crashed today during a sortie in Jaisalmer, Rajasthan. The cause of crash to be ascertained through an inquiry: Government officials

    — ANI (@ANI) April 4, 2022 " class="align-text-top noRightClick twitterSection" data=" ">

ଏହି ଡ୍ରୋନଟି ରାଜସ୍ଥାନର ଭାରତ ପାକିସ୍ତାନ ଅନ୍ତର୍ଜାତୀୟ ସୀମା ନିକଟବର୍ତ୍ତୀ ଫରଓ୍ବାର୍ଡ ପୋଷ୍ଟରେ ସର୍ଭିଲାନ୍ସ କାର୍ଯ୍ୟରେ ନିୟୋଜିତ ଥିବା ଅନୁମାନ କରାଯାଉଛି । ତଦନ୍ତ ପରେ ଦୁର୍ଘଟଣାର କାରଣ ସ୍ପଷ୍ଟ ହେବା ନେଇ ଆଶା କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.