ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ଏକ ପାଇଲଟ ବିହୀନ ଯାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ରାଜସ୍ଥାନର ଜୈସେଲମାରରେ ଏକ ଲଢୁଆ ଡ୍ରୋନ କ୍ରାସ୍ ଲ୍ୟାଣ୍ଡିଂ କରିଥିବା ସୂଚନା ରହିଛି ଯ ଆଜି (ସୋମବାର) ଅପରାହ୍ନରେ ଏହି ଅଘଟଣ ଘଟିଥିବା ବେଳେ କାରଣ ସମ୍ପର୍କରେ ବର୍ତ୍ତମାନ ସୁଦ୍ଧା ଜଣା ପଡିନାହିଁ । ଘଟଣାର ତଦନ୍ତ ଜାରି ରହିଥିବା ବାୟୁସେନାର ଜଣେ ଅଧିକାରୀ କହିଛନ୍ତି ।
-
An Unmanned Aerial Vehicle (UAV) of the Indian Air Force crashed today during a sortie in Jaisalmer, Rajasthan. The cause of crash to be ascertained through an inquiry: Government officials
— ANI (@ANI) April 4, 2022 " class="align-text-top noRightClick twitterSection" data="
">An Unmanned Aerial Vehicle (UAV) of the Indian Air Force crashed today during a sortie in Jaisalmer, Rajasthan. The cause of crash to be ascertained through an inquiry: Government officials
— ANI (@ANI) April 4, 2022An Unmanned Aerial Vehicle (UAV) of the Indian Air Force crashed today during a sortie in Jaisalmer, Rajasthan. The cause of crash to be ascertained through an inquiry: Government officials
— ANI (@ANI) April 4, 2022
ଏହି ଡ୍ରୋନଟି ରାଜସ୍ଥାନର ଭାରତ ପାକିସ୍ତାନ ଅନ୍ତର୍ଜାତୀୟ ସୀମା ନିକଟବର୍ତ୍ତୀ ଫରଓ୍ବାର୍ଡ ପୋଷ୍ଟରେ ସର୍ଭିଲାନ୍ସ କାର୍ଯ୍ୟରେ ନିୟୋଜିତ ଥିବା ଅନୁମାନ କରାଯାଉଛି । ତଦନ୍ତ ପରେ ଦୁର୍ଘଟଣାର କାରଣ ସ୍ପଷ୍ଟ ହେବା ନେଇ ଆଶା କରାଯାଉଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ