ETV Bharat / bharat

INDIA CORONA: ୨୪ ଘଣ୍ଟାରେ 18833 ଆକ୍ରାନ୍ତ ଚିହ୍ନଟ, 278 ମୃତ - ୨୪ ଘଣ୍ଟାରେ 18, 833 ଆକ୍ରାନ୍ତ ଚିହ୍ନଟ, 278 ମୃତ

ଲଗାତର ହ୍ରାସ ପାଇବାରେ ଲାଗିଛି ଦେଶରେ କୋରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ଭାରତରେ ମାତ୍ର 18 ହଜାର 833 ଟି ନୂଆ କୋରୋନା ପଜିଟିଭ ମାମଲା ଚିହ୍ନଟ ହୋଇଥିବା ବେଳେ 278 ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ଅଧିକ ପଢନ୍ତୁ...

INDIA CORONA: ୨୪ ଘଣ୍ଟାରେ 18, 833 ଆକ୍ରାନ୍ତ ଚିହ୍ନଟ, 278 ମୃତ

author img

By

Published : Oct 6, 2021, 11:15 AM IST

ନୂଆଦିଲ୍ଲୀ: ଲଗାତର ହ୍ରାସ ପାଇବାରେ ଲାଗିଛି ଦେଶରେ କୋରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ଭାରତରେ ମାତ୍ର 18 ହଜାର 833 ଟି ନୂଆ କୋରୋନା ପଜିଟିଭ ମାମଲା ଚିହ୍ନଟ ହୋଇଛନ୍ତି । ଏହାସହ ଦେଶରେ 278 ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି, ଯାହାକୁ ମିଶାଇ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା 4 ଲକ୍ଷ 49 ହଜାର 538କୁ ବୃଦ୍ଧି ପାଇଛି ।

  • " class="align-text-top noRightClick twitterSection" data="">

ସେପଟେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ 24 ହଜାର 770 ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଫଳରେ ଦେଶରେ ସୁସ୍ଥହାର 97.94 ପ୍ରିଶତକୁ ବୃଦ୍ଧି ପାଇଛି । ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ମିଳିଛି ସୂଚନା । ସେପଟେ ଭଲ ଖବର ଏହା ଯେ, ଦେଶରେ ଏବେ 2 ଲକ୍ଷ 46 ହଜାର 687ଟି ସକ୍ରିୟ ମାମଲା ରହିଛି, ଯାହା 203 ଦିନ ମଧ୍ୟରେ ସବୁଠାରୁ କମ ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.