ETV Bharat / bharat

INDIA CORONA: କମିଲା ସଂକ୍ରମଣ, ୧୦,୪୨୩ ନୂଆ ସଂକ୍ରମିତ ଚିହ୍ନଟ - ଦୈନିକ କୋରୋନା ରିପୋର୍ଟ

ଦେଶରେ ହ୍ରାସ ପାଉଛି ସଂକ୍ରମଣ । ଗତ ୨୪ ଘଣ୍ଟାରେ ଦେଶରୁ ଚିହ୍ନଟ ହେଲେ ମାତ୍ର 10,423 ନୂଆ କୋରୋନା ସଂକ୍ରମିତ । ଅଧିକ ପଢନ୍ତୁ...

INDIA CORONA: କମିଲା ସଂକ୍ରମଣ, ୧୦,୪୨୩ ନୂଆ ସଂକ୍ରମିତ ଚିହ୍ନଟ

author img

By

Published : Nov 2, 2021, 10:04 AM IST

ନୂଆଦିଲ୍ଲୀ: ସଂକ୍ରମଣରେ ବଡ ହ୍ରାସ । ଗତ 24 ଘଣ୍ଟାରେ ଦେଶରୁ ଚିହ୍ନଟ ହେଲେ ମାତ୍ର 10,423 ନୂଆ ସଂକ୍ରମିତ । ଭାରତରେ ମହାମାରୀ ପ୍ରକୋପ କମ୍ ରହିଥିଲେ ହେଁ ଥମୁନାହିଁ ମୃତ୍ୟୁସଂଖ୍ୟା । ଗୋଟିଏ ଦିନରେ ଦେଶରେ 443 ଜଣଙ୍କ ମୁଣ୍ଡ ନେଇଛି ମହାମାରୀ । ସେହିପରି 15,021 ନୂଆ ସଂକ୍ରମିତ କୋରୋନାରୁ ସୁସ୍ଥ ହୋଇଛନ୍ତି । ଏନେଇ ସୂଚନା ଦେଇଛି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ।

ଧୀରେ ଧୀରେ ଦେଶରୁ ସଂକ୍ରମଣ ହ୍ରାସ ପାଉଛି । ସେପଟେ ଅକ୍ଟୋବର-ନଭେମ୍ବରରେ ତୃତୀୟ ଲହର ନେଇ ଯେଉଁ ଆଶଙ୍କା କରାଯାଉଥିଲା ତାହା ମଧ୍ୟ ଟଳିଛି । ସଂକ୍ରମଣ କମିବା ସହ ସୁସ୍ଥସଂଖ୍ୟା ବୃଦ୍ଧି ଯୋଗୁଁ ବର୍ତ୍ତମାନ ଦେଶରେ 1,53,776ଟି ସକ୍ରିୟ ମାମଲା ରହିଛି । ସେହିପରି ଆଜିସୁଦ୍ଧା ଦେଶରେ 3,42,96,237 ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମୋଟ 4,58,880 ଜଣଙ୍କ ଜୀବନ ନେଇଛି ମହାମାରୀ ।

ଦେଶରେ ଟୀକାକରଣ ଦ୍ରୁତଗତିରେ ଆଗେଇ ଚାଲିଛି । ଏଯାବତ୍ 1,06,85,71,879 ଡୋଜ ଟୀକାକରଣ କରାଯାଇଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.