ETV Bharat / bharat

INDIA CORONA: 34,457 ପଜିଟିଭ ଚିହ୍ନଟ, 375 ମୃତ

ଦିନକୁ ଦିନ ଖସୁଛି ସଂକ୍ରମଣ । ଦେଶରେ ଗତ ୨୪ ଘଣ୍ଚାରେ 34 ହଜାର 457 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ କରାଯାଇଛି । ଏହାସହ 375 ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ...

INDIA CORONA: 34,457  ପଜିଟିଭ ଚିହ୍ନଟ, 375 ମୃତ
INDIA CORONA: 34,457 ପଜିଟିଭ ଚିହ୍ନଟ, 375 ମୃତ
author img

By

Published : Aug 21, 2021, 10:27 AM IST

ନୂଆଦିଲ୍ଲୀ: ଦିନକୁ ଦିନ ଖସୁଛି ସଂକ୍ରମଣ । ଦେଶରେ ଗତ ୨୪ ଘଣ୍ଚାରେ 34 ହଜାର 457 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ କରାଯାଇଛି । ଏହାସହ 375 ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । 36 ହଜାର 347 ଜଣ ଆରୋଗ୍ୟ ଲାଭ କରିଛନ୍ତି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ସୂଚନା ମିଳିଛି ।

ତେବେ, ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩ କୋଟି ୨୩ ଲକ୍ଷ ୯୩ ହଜାର ୨୮୬କୁ ବୃଦ୍ଧି ହୋଇଛି । ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୩୩ ହଜାର ୯୬୪କୁ ଛୁଇଁଛି । ୩ କୋଟି ୧୫ ଲକ୍ଷ ୯୭ ହଜାର ୯୮୨ ଜଣ ଏପର୍ଯ୍ୟନ୍ତ ସୁସ୍ଥ ହୋଇଛନ୍ତି । 3 ଲକ୍ଷ 61 ହଜାର 340 ସକ୍ରିୟ ମାମଲା ରହିଛି । ସେହିପରି ଏପର୍ଯ୍ୟନ୍ତ 50 କୋଟି 45 ଲକ୍ଷ 76 ହଜାର 158ଟି ସାମ୍ପୁଲ ପରୀକ୍ଷା କରାଯାଇଛି । ସେଥିମଧ୍ୟରୁ କେବଳ ଶୁକ୍ରବାର ଦିନ 17 ଲକ୍ଷ 21 ହଜାର 205 ସାମ୍ପୁଲ ପରୀକ୍ଷା କରାଯାଇଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.