ETV Bharat / bharat

Humanitarian supplies for Ukraine: ଜାପାନ ବାଣିଜ୍ୟିକ ବିମାନରେ ମାଲ ପରିବହନକୁ ଅନୁମତି ଦେଲା ଭାରତ

author img

By

Published : Apr 21, 2022, 10:55 PM IST

ଜାପାନ ସରକାର, ଭାରତରୁ ୟୁକ୍ରେନ ଏବଂ ଏହାର ପଡୋଶୀ ଦେଶ ପାଇଁ ମାନବିକ ସାମଗ୍ରୀ ନେବାକୁ ମୁମ୍ବାଇରେ ଅବତରଣ କରିବାକୁ ଅନୁମତି ମାଗିଥିଲେ । ତେବେ ଏହି ଅନୁରୋଧକୁ ଅନୁମତି ମିଳିଛି । ଅଧିକ ପଢନ୍ତୁ

ଜାପାନ ବିମାନ ଅବତରଣକୁ ନାଁ, ବାଣିଜ୍ୟିକ ବିମାନରେ ମାଲ ପରିବହନକୁ ଅନୁମତି

ନୂଆଦିଲ୍ଲୀ: ଭାରତରେ ଜାପାନୀ ବିମାନ ଅବତରଣ ଅନୁମତି ଉପରେ ପ୍ରତିକ୍ରିୟା ରଖିଲେ କେନ୍ଦ୍ର ସରକାର । କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ଅରିନ୍ଦମ ବାଗଚୀ ଏହା ଉପରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଜାପାନ ସରକାର ଭାରତରୁ ୟୁକ୍ରେନ ଏବଂ ଏହାର ପଡୋଶୀ ଦେଶ ପାଇଁ ମାନବିକ ସାମଗ୍ରୀ ନେବାକୁ ମୁମ୍ବାଇରେ ଅବତରଣ କରିବାକୁ ଅନୁମତି ମାଗିଥିଲେ । ତେବେ ଏହି ଅନୁରୋଧକୁ ଅନୁମତି ମିଳିଛି ।

ଏଥିସହ ବାଣିଜ୍ୟିକ ବିମାନ ବ୍ୟବହାର କରି ସାମଗ୍ରୀ ନେବା ପାଇଁ ଆମେ ଅନୁମୋଦନ ଦେଇଛୁ ବୋଲି ଅରିନ୍ଦମ ବାଗଚୀ କହିଛନ୍ତି । ମାତ୍ର ୟୁକ୍ରେନ ପାଇଁ ମାନବିକ ମାଲ ପରିବହନ କରୁଥିବା ଜାପାନୀ ସେନାର ଏସଡିଏଫ (ସେଲଫ-ଡିଫେନ୍ସ ଫୋର୍ସ) ବିମାନ ପାଇଁ ଓଭର ଫ୍ଲାଇଟ୍ କ୍ଲିୟରାନ୍ସ ପାଇଁ ମଧ୍ୟ ଅନୁରୋଧ ପାଇଛୁ । ହେଲେ ଏହି ବିମାନକୁ ଅନୁମୋଦନ ସହ ବାଣିଜ୍ୟିକ ବିମାନରେ ମାଲ ପରିବହନକୁ ଆମେ ଅନୁମୋଦନ ଦେଇଛୁ ବୋଲି ସେ କହିଛନ୍ତି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.