ETV Bharat / bharat

ଲକ୍ଷ୍ନୌରେ ମୁଖତାର ଅନସାରୀଙ୍କ ଘର ଭାଙ୍ଗିଲା ପ୍ରଶାସନ

author img

By

Published : Mar 6, 2021, 1:05 PM IST

ଲକ୍ଷ୍ନୌରେ ଗ୍ୟାଙ୍ଗଷ୍ଟାର ତଥା ରାଜନେତା ମୁଖତାର ଅନସାରୀଙ୍କ ଘର ଭାଙ୍ଗିଲା ପ୍ରଶାସନ । ଅଧିକ ପଢନ୍ତୁ...

ମୁଖତାର ଅନସାରୀ
ମୁଖତାର ଅନସାରୀ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ଲକ୍ଷ୍ନୌରେ ଜାରି ରହିଛି ସରକାରୀ ଜମି ଉଚ୍ଛେଦ ପ୍ରକ୍ରିୟା । ଲକ୍ଷ୍ନୌ ଉନ୍ନୟନ କର୍ତ୍ତୃପକ୍ଷ(ଏଲଡିଏ) ପକ୍ଷରୁ ଏହି ଉଚ୍ଛେଦ କରାଯାଉଛି । ଏହି ପରିପ୍ରେକ୍ଷୀରେ ଆଜି ଗ୍ୟାଙ୍ଗଷ୍ଟାର ତଥା ରାଜନେତା ମୁଖତାର ଅନସାରୀଙ୍କ ଘରକୁ ଭଙ୍ଗା ଯାଇଛି ।

ପ୍ରଶାସନିକ ଅଧିକାରୀ ଓ ପୋଲିସ ଅଧିକାରୀଙ୍କ ଉପସ୍ଥିତିରେ ତାଙ୍କ ସମ୍ପତ୍ତିକୁ ଭଙ୍ଗାଯାଉଛି । ଆଇନଶୃଙ୍ଖଳାକୁ ଦୃଷ୍ଟିରେ ରଖି ଏପରି ପଦକ୍ଷେପ ନିଆଯାଇଥିବା ଜଣେ ଅଧିକାରୀ କହିଛନ୍ତି ।

ସୂଚନାଥାଉକି, ଲକ୍ଷ୍ନୌ ଉନ୍ନୟନ କର୍ତ୍ତୃପକ୍ଷ ଲାଲବାଗ ଅଞ୍ଚଳରେ ଉଚ୍ଛେଦ ପ୍ରକ୍ରିୟା ଜାରି ରଖିଛନ୍ତି । ଏଥିରେ ମୁଖତାର ଅନସାରୀଙ୍କ ଘର ଆସୁଥିବାବେଳେ ଏହାକୁ ମଧ୍ୟ ଭଙ୍ଗା ଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.