ETV Bharat / bharat

IAF Chopper Crash Update: ମାଡ୍ରାସ ରେଜିମେଣ୍ଟାଲ ସେଣ୍ଟରରେ ଶହୀଦଙ୍କ ପାର୍ଥିବ ଶରୀର

author img

By

Published : Dec 9, 2021, 12:51 PM IST

ଭାରତୀୟ ବାୟୁସେନାର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ଘଟଣା । ତାମିଲନାଡୁର ମାଡ୍ରାସ ରେଜିମେଣ୍ଟାଲ ସେଣ୍ଟରରେ ପହଞ୍ଚିଲା ଶହୀଦ CDS ବିପିନ ରାୱତଙ୍କ ସମେତ ଅନ୍ୟ ୧୨ ଜଣଙ୍କ ପାର୍ଥୀବ ଶରୀର । ଅଧିକ ପଢନ୍ତୁ

IAF Chopper Crash Update: ମାଡ୍ରାସ ରେଜିମେଣ୍ଟାଲ ସେଣ୍ଟରରେ ପହଞ୍ଚିଲା ଶହୀଦଙ୍କ ପାର୍ଥୀବ ଶରୀର

ଚେନ୍ନାଇ: ଦିବଙ୍ଗତ CDS(Chief of Defence Staff) ଜେନେରାଲ ବିପିନ ରାୱତ ଓ ଅନ୍ୟ ୧୨ ଜଣଙ୍କ ପାର୍ଥିବ ଶରୀରକୁ ଆଜି(ଗୁରୁବାର) ସକାଳେ ସେନାର ୱେଲିଙ୍ଗଟନ ହସ୍ପିଟାଲରୁ ମାଡ୍ରାସ ରେଜିମେଣ୍ଟାଲ ସେଣ୍ଟରକୁ ସ୍ଥାନାନ୍ତରିତ କରାଯାଇଛି । ଏଠାରୁ ସୈନ୍ୟ ବିମାନ ଜରିଆରେ ପାର୍ଥିବ ଶରୀରକୁ ଦିଲ୍ଲୀ ଅଣାଯିବ ବୋଲି ସୂଚନା ମିଳିଛି ।

  • #WATCH | IAF chief Air Chief Marshal VR Chaudhari reaches the chopper crash site near Coonoor in Nilgiris district of Tamil Nadu

    13 people including CDS General Bipin Rawat and his wife lost their lives in the accident on Wednesday. pic.twitter.com/djgoBu6Y4B

    — ANI (@ANI) December 9, 2021 " class="align-text-top noRightClick twitterSection" data=" ">

ବୁଧବାର ତାମିଲନାଡୁର କୁନ୍ନୁର ହୋଇଥିବା ଭାରତୀୟ ବାୟୁ ସେନା(IAF)ର ହେଲିକପ୍ଟର Mi-17V5 ଦୁର୍ଘଟଣାରେ CDS ବିପିନଙ୍କ ସମେତ ଅନ୍ୟ ୧୨ ଜଣଙ୍କର ମୃତ୍ୟୁ ଘଟିଥିଲା । ଘଟଣାର ତଦନ୍ତ କରିବା ପାଇଁ IAF ନିର୍ଦ୍ଦେଶ ଦେଇଥିବା ବେଳେ ବାୟୁସେନାର ମୁଖ୍ୟ ତଥା ଏୟାର ଚିଫ୍‌ ମାର୍ଶଲ ବି. ଆର ଚୌଧରୀ (Air Chief Marshal VR Chaudhari) ଘଟଣାସ୍ଥଳ କୁନ୍ନୁରରେ ପହଞ୍ଚିଛନ୍ତି । ତାଙ୍କ ସହିତ ତାମିଲନାଡୁ DGP ସି. ଶୈଳେନ୍ଦ୍ର ବାବୁ ମଧ୍ୟ ଉପସ୍ଥିତ ରହିଛନ୍ତି । ଏଠାରେ ଦୁର୍ଘଟଣା କିପରି ଘଟିଲା ସେ ସମ୍ପର୍କରେ ଛାନଭିନ ଚାଲିଛି । ବୁଧବାର ଦୁର୍ଘଟଣା ଘଟିବା ପରେ ନୂଆଦିଲ୍ଲୀ ପାଲମରୁ ତାମିଲନାଡୁ ଗସ୍ତରେ ବାହାରି ପଡିଥିଲେ ଚୌଧରୀ ।

  • IAF chopper crash | A team of Tamil Nadu Forensic Science Department headed by Director Srinivasan arrived at the crash site near Kattery in Coonoor. pic.twitter.com/Tl7sgBOapo

ଏହା ବି ପଢନ୍ତୁ: Mi-17V5 Crash: ଦୁର୍ଘଟଣାସ୍ଥଳରେ ଫୋରେନ୍ସିକ ଟିମ୍‌

ତାମିଲନାଡୁ ଫୋରେନ୍ସିକ ବିଜ୍ଞାନ ବିଭାଗର ନିର୍ଦ୍ଦେଶକ ଶ୍ରୀନିବାସନଙ୍କ ନେତୃତ୍ବରେ ଏକ ଟିମ ଦୁର୍ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି । ଦୁର୍ଘଟଣାରେ CDS ବିପିନଙ୍କ ପତ୍ନୀ ମଧୁଲିକା ରାୱତଙ୍କ ମଧ୍ୟ ମୃତ୍ୟୁ ଘଟିଛି । ଶୁକ୍ରବାର ଶହୀଦ ଜେନେରାଲ ରାୱତ ଓ ତାଙ୍କ ପତ୍ନୀଙ୍କ ପାର୍ଥୀବ ଶରୀରକୁ ତାଙ୍କ ଘରକୁ ଅଣାଯିବ । ଏହାସହିତ ଲୋକଙ୍କୁ ସକାଳ ୧୧ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଅନ୍ତିମ ଦର୍ଶନର ସୁଯୋଗ ଦିଆଯିବ ।

  • #WATCH | Tamil Nadu: Bodies of those who died in the military chopper crash brought to Madras Regimental Centre from Military Hospital, Wellington in Nilgiris district pic.twitter.com/IaqlYwE3EX

ଏହା ବି ପଢନ୍ତୁ: IAF helicopter crash: ଅବତରଣର ୭ ମିନିଟ୍‌ ପୂର୍ବରୁ ଘଟିଥିଲା ଦୁର୍ଘଟଣା, ତ୍ରି-ସେନା କରିବେ ଯାଞ୍ଚ

ଏହାପରେ କାମରାଜ ମାର୍ଗଠାରୁ ଦିଲ୍ଲୀର ବରାଡ଼ ଶ୍ମଶାନ ଘାଟ ପର୍ଯ୍ୟନ୍ତ ଉଭୟଙ୍କ ଅନ୍ତିମ ଯାତ୍ରା କରାଯିବ । ଆସନ୍ତାକାଲି(ଶୁକ୍ରବାର) ଉଭୟଙ୍କ ଅନ୍ତିମ ସଂସ୍କାର ଦିଲ୍ଲୀର ଛାୱନୀରେ ହେବାର ଯୋଜନା ରହିଛି । ଅନ୍ତିମ ସଂସ୍କାର ସମୟରେ ରାୱତଙ୍କ ସାନ ଭଉଣୀ ଓ ଭାଇ ସେଠାରେ ଉପସ୍ଥିତ ରହିବେ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.